Latest Odisha News

BREAKING NEWS

Browsing Category

ରାଜନୀତି

ବିଜେପୁର ନିର୍ବାଚନରେ କଂଗ୍ରେସ ପରାଜିତ ହେବ; ସ୍ୱୀକାର କଲେ ସୁର ରାଉତରାୟ

ବରଗଡ଼: ଅକ୍ଟୋବର ୨୧ ତାରିଖରେ ବିଜେପୁର ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏବେ ବିଜେପୁରରେ ପ୍ରଚାର ସରଗରମ ହେବା ସହିତ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ଶାସକ ବିଜେଡ଼ି ଓ ବିଜେପିର ଜୋରସର୍ ପ୍ରଚାରକୁ ଲକ୍ଷ୍ୟ କରି କଂଗ୍ରେସ ଏହି ନିର୍ବାଚନରେ ପରାଜିତ ହେବା ନିଶ୍ଚିତ…

ବିଜେପୁରରେ ନବୀନଙ୍କ ଜୋରଦାର୍ ପ୍ରଚାର

ବରଗଡ: ବରଗଡ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଜେପୁର ଉପନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ରହିଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ଲାଗି ନିର୍ବାଚନୀ ପ୍ରଚାର କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ…

ବିଜେପୁରରେ ହାଇଭୋଲଟେଜ୍ ପ୍ରଚାର, ଆଜି ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’

ବରଗଡ: ବରଗଡ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଜେପୁର ଉପନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ରହିଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଦଳୀୟ ପ୍ରାର୍ଥୀଙ୍କ ଲାଗି ନିର୍ବାଚନୀ ପ୍ରଚାର କରିବା ପାଇଁ ମଇଦାନକୁ ଓହ୍ଲାଇବେ । ଏପରିକି…

ବିିଜେପିରେ ଯୋଗଦେବା ବାପାଙ୍କର ଭୁଲ୍ ନିଷ୍ପତ୍ତି ଥିଲା: ସମ୍ବିତ ରାଉତରାଏ

ଭୁବନେଶ୍ୱର: ବରିଷ୍ଠ ନେତା ଦାମୋଦର ରାଉତ ବିଜେପିରୁ ଖୋଲାଖୋଲି ଭାବେ ଇସ୍ତଫା ପ୍ରଦାନ କରିବାର କିଛି ଘଣ୍ଟା ପରେ ତାଙ୍କ ପୁଅ ସମ୍ବିତ ରାଉତରାଏ କହିଛନ୍ତି, ବାପା ବିଜେପିରେ ମିଶି ବଡ଼ ଭୁଲ କରିଥିଲେ । “ବାପାଙ୍କ ଅସମୟର ଫାଇଦା ନେବା ସହିତ କିଛି ବରିଷ୍ଠ ବିଜେପି ନେତା ତାଙ୍କୁ ଦଳରେ…

ଦାମ ଛାଡ଼ିଲେ ବିଜେପି

ଭୁବନେଶ୍ୱର: ବରିଷ୍ଠ ନେତା ଦାମୋଦର ରାଉତ ବୁଧବାର ଦିନ ବିଜେପିର ସାଧାରଣ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଗଣମାଧ୍ୟମକୁ ସୂଚନାଦେଇ ଦାମ କହିଛନ୍ତି ଯେ, ସେ ତାଙ୍କର ଇସ୍ତଫା ପତ୍ର ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଦେଇଛନ୍ତି । “ଭାରତୀୟ ଜନତା…

ବିଜେପି ଛାଡ଼ିଲେ ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ

ବରଗଡ଼: ବିଜେପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଅଶୋକ ପାଣିଗ୍ରାହୀ ବିଜେପିର ପ୍ରାଥମିକ ସଦସ୍ୟତା ପଦରୁ ଶନିବାର ଦିନ ଇସ୍ତଫା ପ୍ରଦାନ କରିଛନ୍ତି । ଦଳରେ ତାଙ୍କପ୍ରତି ଉଦାସୀନତା ତଥା ହତାଦର ମନୋଭାବ ପ୍ରଦର୍ଶନ କରାଯାଇଥିବାରୁ ସେ ଦଳ ପରିତ୍ୟାଗ କରିଛନ୍ତି ବୋଲି…

ନବୀନଙ୍କୁ ନିର୍ବାଚିତ କରି ବିଜେପୁରବାସୀ ଭୁଲ୍ କରିଛନ୍ତି: ଧର୍ମେନ୍ଦ୍ର ପ୍ରଧାନ

ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିର୍ବାଚିତ କରି ବିଜେପୁର ଜନସାଧାରଣ ବଡ଼ ଭୁଲ୍ କରିଛନ୍ତି ବୋଲି ଶୁକ୍ରବାର ଦିନ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ବରଗଡ଼ ଜିଲ୍ଲା ଅନ୍ତର୍ଗତ ଗାଇସିଲଟ ବ୍ଲକରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇ…

ଓଡିଶା ଆସୁଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ ଓ ବିଜେପି ନେତା ଜେପି ନଡ୍ଡା

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ଓ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଓଡିଶା ଗସ୍ତରେ ଆସୁଛନ୍ତି । ଏହି ୨ ନେତା ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ମଣ୍ଡଳ ବୈଠକରେ ଯୋଗ…

ବିଜେପୁର ଉପ-ନିର୍ବାଚନ: ନବୀନ ଜନ୍ମଦିନ ପରେ ଆରମ୍ଭ କରିବେ ପ୍ରଚାର

ଭୁବନେଶ୍ୱର: ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅକ୍ଟୋବର ୧୬ ତାରିଖରେ ତାଙ୍କର ଜନ୍ମଦିନ ପରଦିନ ହିଁ ବିଜେଡ଼ି ପ୍ରାର୍ଥୀ ରୀତା ସାହୁଙ୍କ ଲାଗି ବିଜେପୁରରେ ନିର୍ବାଚନ ପ୍ରଚାର ଆରମ୍ଭ କରିବେ । ଦୀର୍ଘ ପାଞ୍ଚଦିନ ଧରି ଦୁର୍ଗାପୂଜା ଉପଲକ୍ଷେ ବିଜେପୁର…

ଓଡ଼ିଶା ବିଜେପିରେ ବରିଷ୍ଠ ନେତାଙ୍କୁ କୋଣଠେସା; କୁହୁଳୁଛି ଅସନ୍ତୋଷର ନିଆଁ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶା ଶାଖାରେ ବରିଷ୍ଠ ରାଜନେତା ଦାମୋଦର ରାଉତ ଏବଂ ବରଗଡ଼ର ବରିଷ୍ଠ ବିଜେପି ନେତା ଅଶୋକ ପାଣିଗ୍ରାହୀଙ୍କ ପ୍ରତି ଦଳର ଉଦାସୀନତା ତଥା ହତାଦର ମନୋଭାବ ନେଇ ଏହି ନେତାମାନେ ସେମାନଙ୍କର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଗାମୀ ଅକ୍ଟୋବର ୨୧…