Latest Odisha News

BREAKING NEWS

Browsing Category

ରାଜନୀତି

ଦେଖନ୍ତୁ: କିପରି ଦୁର୍ଗାପୂଜା ପେଣ୍ଡାଲରେ ଝୁମି ଝୁମି ଗୀତରେ ନାଚିଲେ ବିଧାୟକ !

ଜୟପୁର: ନିଜର ଉତ୍ତେଜିତ ଭାଷଣବାଜି ମାଧ୍ୟମରେ ହଟଚମଟ ସୃଷ୍ଟି କରି ବିଧାନସଭାକୁ ସରଗରମ କରିପାରୁଥିବା କଂଗ୍ରେସ ବିଧାୟକ ଗୁରୁବାର ଦିନ କିନ୍ତୁ ତାଙ୍କୁ ଭିନ୍ନ ନଜରରେ ଦେଖିବାକୁ ମିଳିଛି । ଶାରଦୀୟ ଦୁର୍ଗାପୂଜା ଅବସରରେ ସମଗ୍ର ଓଡ଼ିଶା ଏବେ ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ବିଧାୟକ ତାରା…

ବିଜେପୁର ଉପ-ନିର୍ବାଚନ: ବିଜେପି ଓ କଂଗ୍ରେସ ପକ୍ଷରୁ ଘୋଷିତ ହେଲା ଷ୍ଟାର୍ କ୍ୟାମ୍ପେନର୍ ତାଲିକା

ଭୁବନେଶ୍ୱର: ଆଗାମୀ ଅକ୍ଟୋବର ୨୧ ତାରିଖରେ ବିଜେପୁର ଉପ-ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଗୁରୁବାର ଦିନ ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ପ୍ରଚାର ଲାଗି ଷ୍ଟାର୍ କ୍ୟାମ୍ପେନର୍ ତାଲିକା ଘୋଷିତ ହୋଇଛି । ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ନିର୍ବାଚନ ପ୍ରଚାର ଲାଗି ତାଲିକାରେ ୨୪…

ଆଉ ନିର୍ବାଚନ ଲଢିବେନି ଦାମ !

ଭୁବନେଶ୍ୱର: ଦଳଠାରୁ ଏବେ ପ୍ରାୟ ଅଲୋଡ଼ା ହୋଇପଡ଼ିଥିବା ବରିÂ ନେତା ଦାମୋଦର ରାଉତ ଗୁରୁବାର ଦିନ ଗଣମାଧ୍ୟମରେ ପ୍ରକାଶ କରି କହିଛନ୍ତି, ତାଙ୍କର ନିର୍ବାଚନ ଲଢିବାର ସମ୍ଭାବନା ଆଉ ନାହିଁ । ଗଣମାଧ୍ୟମକୁ ସୂଚନାଦେଇ ଏହି ବରିÂ ବିଜେପି ନେତା କହିଛନ୍ତି, ନିର୍ବାଚନ ପୂର୍ବର ସମୟ ଏବଂ…

ବିଜେପୁର ଉପ ନିର୍ବାଚନ: ବିଜେଡି ପକ୍ଷରୁ ପ୍ରଚାର କରିବେ ନାମୀଦାମୀ ତାରକା

ଭୁବନେଶ୍ୱର: ବରଗଡ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଜେପୁର ଉପନିର୍ବାଚନ ଲାଗି ଗୁରୁବାର ଦିନ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ତାରକା ଖଚିତ ପ୍ରଚାରକଙ୍କ ନାମ ଘୋଷଣା କରାଯାଇଛି । ଏହି ଉପ ନିର୍ବାଚନ ଲାଗି ରାଜ୍ୟ ରାଜନୀତି ଏକପ୍ରକାର ସରଗରମ ହୋଇପଡିଥିବା ବେଳେ ବିଜେଡି ପକ୍ଷରୁ…

ବିଧାନସଭା ନିର୍ବାଚନୀ ମେଣ୍ଟ: ବିଜେପି ୧୬୨ ଏବଂ ଶିବସେନା ୧୨୬ଟି ଆସନରେ ଲଢିବେ ନିର୍ବାଚନ

ମୁମ୍ବାଇ: ଆସନ୍ତା ଅକ୍ଟୋବର ୨୧ ତାରିଖରେ ମହାରାଷ୍ଟ୍ରରେ ଅନୁଷ୍ଠିତ ହେଉଛି ବିଧାନସଭା ନିର୍ବାଚନ । ଏହି ପରିପ୍ରେକ୍ଷୀରେ ଶାସନ କ୍ଷମତାରେ ଥିବା ବିଜେପି ଓ ଶିବସେନା ମଧ୍ୟରେ ନିର୍ବାଚନ ଲାଗି ଆସନ ବୁଝାମଣା ହୋଇଛି । ଏହି ଆସନ ବୁଝାମଣା ନେଇ ଗତ କିଛି ସପ୍ତାହ ଧରି ଉଭୟ ଦଳରେ ଅସନ୍ତୋଷ…

ଘୋଷିତ ହେଲା ୧୦୦ ଶକ୍ତିଶାଳୀ ଭାରତୀୟଙ୍କ ତାଲିକା; ସ୍ଥାନ ପାଇଲେ ନବୀନ ଓ ଧର୍ମେନ୍ଦ୍ରଙ୍କ ସମେତ ୪ଜଣ ଓଡ଼ିଆ

ଭୁବନେଶ୍ୱର: ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆନ ଏକ୍ସପ୍ରେସ’ ପକ୍ଷରୁ ୧୦୦ ଜଣ ଶକ୍ତିଶାଳୀ ଭାରତୀୟଙ୍କ ତାଲିକା ପ୍ରକାଶିତ ହୋଇଛି । ଏହି ତାଲିକାରେ ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶକ୍ତିଶାଳୀ ବ୍ୟକ୍ତିତ୍ୱ ଭାବେ ସ୍ଥାନ ପାଇଛନ୍ତି । ଏହି…

ଅକ୍ଟୋବର ୩ରେ ବିଜେପୁର ଗସ୍ତ କରିବେ କଂଗ୍ରେସ ପ୍ରଭାରୀ

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୩ ତାରିଖରେ ବିଜେପୁର ଅଭିମୁଖେ ଗସ୍ତ କରିବେ ଓଡିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ । ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଶ୍ରୀ ସିଂହ ଅକ୍ଟୋବର ୧ ତାରିଖରେ କଂଗ୍ରେସ ଭବନରେ ଆୟୋଜିତ ଏକ ପ୍ରେରକ ଟ୍ରେନିଂ…

ବିଜେପୁର ଉପ ନିର୍ବାଚନ; ଆଜି ନାମାଙ୍କନ ଭରିବେ ତିନି ଦଳର ପ୍ରାର୍ଥୀ

ବିଜେପୁର: ବିଜେପୁର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ । ତେଣୁ ବିରାଟ ପାଟ ପଟୁଆରରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିବେ ୩ ପ୍ରମୁଖ ଦଳର ପ୍ରାର୍ଥୀ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଥିବା ସୂଚନା ମିଳିଛି ।…

ବିଜେପୁର ଉପ ନିର୍ବାଚନ: ସନତ ଗଡତିଆ ହେଲେ ବିଜେପି ପ୍ରାର୍ଥୀ

ଭୁବନେଶ୍ୱର: ବରଗଡ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଜେପୁର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ଲାଗି ରବିବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ସନତ ଗଡତିଆଙ୍କୁ ପ୍ରାର୍ଥୀ କରାଯାଇଛି । ଚଳିତ ୨୦୧୯ ନିର୍ବାଚନରେ ବିଜେଡି ସୁପି୍ରମୋ ତଥା ମୁଖ୍ୟମନ୍ତ୍ରୀ ନବୀନ…

ବିଜେପୁର ଉପ ନିର୍ବାଚନ: ବିଜେଡି ପ୍ରାର୍ଥୀ ହେଲେ ରୀତା ସାହୁ

ଭୁବନେଶ୍ବର : ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ଘୋଷଣା କଲା ପ୍ରାର୍ଥୀ । ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ମୁଖ୍ୟମନ୍ତ୍ରୀ ଆଜି ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ନାମରେ ମୋହର ମାରିଛନ୍ତି । ନବୀନ ନିବାସରେ ଶନିବାର ଦିନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି…