Latest Odisha News

BREAKING NEWS

Browsing Category

ରାଜନୀତି

ବିଜେପୁର ଉପନିର୍ବାଚନ: ଆଜି ଜଣାପଡ଼ିବ ଫଳାଫଳ, ଜାରି ରହିଛି ଭୋଟଗଣତି

ବରଗଡ: ବରଗଡ ଜିଲ୍ଲା ଲୋକସଭା ଅର୍ନ୍ତଗତ ବିଜେପୁର ଉପନିର୍ବାଚନ ଲାଗି ଭୋଟଗଣତି ଗୁରୁବାର ଦିନ ଜାରି ରହିଥିବା ବେଳେ ଏଥିଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ଭୋଟଗଣତି ପଦ୍ମପୁର ଆରଏମସି ମାର୍କେଟ୍ ୟାର୍ଡରେ ଆଜି ସକାଳୁ ଆରମ୍ଭ ହୋଇଛି । ଏହି ଭୋଟଗଣତି ୧୪ଟି ଟେବୁଲ ଏବଂ…

ଦୀପାବଳି ପରେ ହେବ ଓପିସିସିର ପୁନର୍ଗଠନ: ନିରଞ୍ଜନ

ଭୁବନେଶ୍ୱର: ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ପୁନର୍ଗଠନ ପ୍ରକ୍ରିୟା ଦୀପାବଳି ପରେ ଆରମ୍ଭ କରାଯିବ ବୋଲି ସୋମବାର ଦିନ ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ପାର୍ଟି ଅଧ୍ୟକ୍ଷ ନିରଞ୍ଜନ କହିଛନ୍ତି, ଆସନ୍ତା ୨୪ରେ ଦଳର ପର୍ଯ୍ୟବେକ୍ଷକମାନଙ୍କୁ ନେଇ…

ମତଦାନ ସାବ୍ୟସ୍ତ କଲେ ବିଜେଡି ପ୍ରାର୍ଥୀ ରୀତା ସାହୁ ଓ କଂଗ୍ରେସର ଦିଲୀପ

ଭୁବନେଶ୍ୱର: ବରଗଡ ଲୋକସଭା ଅନ୍ତର୍ଗତ ବିଜେପୁର ବିଧାନସଭା ଉପ ନିର୍ବାଚନ ଲାଗି ସୋମବାର ଦିନ ଭୋଟ୍ ଗ୍ରହଣ ଜାରି ରହିଥିବା ବେଳେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ବିଜେଡି ପ୍ରାର୍ଥୀ ରୀତା ସାହୁ ଓ କଂଗ୍ରେସର ଦିଲୀପ ପଣ୍ଡା । ପ୍ରାୟ ୨ ବର୍ଷ ମଧ୍ୟରେ ବିଜେପୁରରେ ୩ ଥର ନିର୍ବାଚନ…

ବିଜେପୁର ଉପ-ନିର୍ବାଚନ: ହ୍ୱିଲ୍-ଚେୟାରରେ ଆସି ମତଦାନ କଲେ ଶତାୟୁ !

ବରଗଡ଼: ଓଡ଼ିଶାର ବିଜେପୁର ବିଧାନସଭା ଆସନ ଲାଗି ସୋମବାର ଦିନ ଶାନ୍ତି ଶୃଙ୍ଖଳାର ସହିତ ଭୋଟଗ୍ରହଣ ଚାଲିଛି । ସମଗ୍ର ନିର୍ବାଚନ ମଣ୍ଡଳୀରେ କଡ଼ା ପୋଲିସ ସୁରକ୍ଷା ସହିତ ଭୋଟର୍ ମାନେ ସକାଳୁ ସକାଳୁ ମତଦାନ ସାବ୍ୟସ୍ତ କରିବାରେ ଲାଗିଛନ୍ତି । ନିର୍ବାଚନ କମିଶନଙ୍କ ସୂଚନାନୁଯାୟୀ ସକାଳ ୯ଟା ସୁଦ୍ଧା…

ବିଜେପୁର ଉପ ନିର୍ବାଚନ: ମତଦାନ କେନ୍ଦ୍ରରେ ଭୋଟ୍ ଗ୍ରହଣ ଜାରି

ବରଗଡ: ବରଗଡ ଲୋକସଭା ଅନ୍ତର୍ଗତ ବିଜେପୁର ବିଧାନସଭା ଉପ ନିର୍ବାଚନ ଲାଗି ସୋମବାର ଦିନ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ଏହି ଭୋଟ୍ ଗ୍ରହଣ ୨୮୫ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୫ଟା ଯାଏଁ ଚାଲିବ । ବିଜେପୁର ଉପ ନିର୍ବାଚନ ଲାଗି ନିର୍ବାଚନୀ ମୈଦାନକୁ…

ମହାରାଷ୍ଟ୍ର ଓ ହରିୟାଣାରେ ଆଜି ବିଧାନସଭା ନିର୍ବାଚନ, ଚାଲିଛି ମତଦାନ…

ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ର ଓ ହରିୟାଣାରେ ଅନୁଷ୍ଠିତ ହେଉଛି ବିଧାନସଭା ନିର୍ବାଚନ । ଏହି ଦୁଇଟି ରାଜ୍ୟରେ ସୋମବାର ଦିନ ସକାଳ ୭ଟା ସମୟରେ ମତଦାନ ଆରମ୍ଭ ହୋଇଯାଇଛି । ସମସ୍ତ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ମତଦାତାମାନେ ସକାଳୁ ସକାଳୁ ଧାଡ଼ିରେ ଛିଡ଼ା ହୋଇ ମତଦାନ ଲାଗି ଅପେକ୍ଷା କରିଥିବା ଯୋଗୁଁ…

ବିଜେପୁର ଉପନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର, ସରଗରମ ରାଜନୀତି

ଭୁବନେଶ୍ୱର: ଆଗାମୀ ଅକ୍ଟୋବର ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଜେପୁର ଉପ ନିର୍ବାଚନ ଲାଗି ଶନିବାର ଦିନ ନିର୍ବାଚନ ପ୍ରଚାର ଶେଷ ହେଉଛି । ନିର୍ବାଚନ କମିଶନଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ଆଜି ସନ୍ଧ୍ୟା ସୁଦ୍ଧା ବିଜେପୁରରେ ରାଜନୈତିକ ଦଳଗୁଡିକର ନିର୍ବାଚନୀ ପ୍ରଚାର ସମାପ୍ତ ହେବ…

ବିଜେପୁର ନିର୍ବାଚନ ପ୍ରଚାର; ବହୁ ଆଗରେ ବିଜେଡ଼ି

ବରଗଡ଼: ଫଳାଫଳ ତ ଦୂରର କଥା ନିର୍ବାଚନ ନ ହେଉଣୁ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ଶାସକ ବିଜେଡ଼ିର ପତିଆରା ଦେଖି ଆଚମ୍ବିତ ହୋଇ ପଡ଼ିଛନ୍ତି । ଖାଲି ସେତିକି ନୁହେଁ, ବରିଷ୍ଠ ନେତା ସୁର ରାଉତରାୟ ଗଣମାଧ୍ୟମରେ ମଧ୍ୟ କଂଗ୍ରେସ ଏହି ନିର୍ବାଚନ ଜିତିପାରିବା ଅସମ୍ଭବ ବୋଲି ସ୍ୱୀକାର…

ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡ଼ିବାର କାରଣ ପଚାରିଲେ ଧର୍ମେନ୍ଦ୍ର ପ୍ରଧାନ

ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡ଼ି ଦେବାର ନିଷ୍ପତ୍ତି କାହିଁକି ନେଲେ ଶୁକ୍ରବାର ଦିନ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ ପଚାରିଛନ୍ତି । ବରପାଲି ବ୍ଲକରେ ନିର୍ବାଚନ ପ୍ରଚାର କରିବା ପରିପ୍ରେକ୍ଷୀରେ ଗଣମାଧ୍ୟମକୁ ଧର୍ମେନ୍ଦ୍ର…

ବିଜେପୁରରେ ଆଜି ନବୀନ-ଧର୍ମେନ୍ଦ୍ରଙ୍କ ଜୋରଦାର୍ ପ୍ରଚାର

ଭୁବନେଶ୍ୱର: ପ୍ରଚାର ମଇଦାନରେ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହାଁମୁହିଁ ହୋଇଛନ୍ତି । ତିନି ଦଳର ତୁଙ୍ଗନେତାଙ୍କ ଜୋରଦାର୍ ପ୍ରଚାରରେ ବିଜେପୁର ଉପନିର୍ବାଚନ ସରଗରମ ହୋଇଛି । ଆଗାମୀ ଅକ୍ଟୋବର ୨୧ ତାରିଖରେ ଅନୁଷ୍ଠିତ ହେବାକୁ…