Latest Odisha News

BREAKING NEWS

Browsing Category

ରାଜନୀତି

କଂଗ୍ରେସରେ ଅଛନ୍ତି କିଛି ଖଳନାୟକ; କହିଲେ ଅମର ପ୍ରଧାନ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଅମର ପ୍ରଧାନ ଶନିବାର ଦିନ କହିଛନ୍ତି ଯେ, ଓଡ଼ିଶା କଂଗ୍ରେସରେ କିଛି ବରିଷ୍ଠ ନେତା ଖଳନାୟକର ଭୁମିକା ତୁଲାଉଛନ୍ତି । “ଦଳର ଏହି ଖଳନାୟକମାନେ ଶାସକ ଦଳକୁ ହାତ ବାରିସି କରି ନିଜ ଦଳରୁ କିଛି ନେତାଙ୍କୁ ଗିରଫ କରିବାରେ ସହଯୋଗ…

ବିଜେଡ଼ିର ନୂଆ ‘ମିଡ଼ିଆ ଟିମ୍’ ଘୋଷଣା କଲେ ନବୀନ

ଭୁବନେଶ୍ୱର: ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଏକ ୩୧ ଜଣିଆ ପରିବର୍ଦ୍ଧିତ ମିଡ଼ିଆ ଟିମ୍ ଘୋଷଣା କରିଛନ୍ତି । ରାଜ୍ୟସଭା ସାଂସଦ ତଥା ବରିଷ୍ଠ ବିଜେଡ଼ି ନେତା ସସ୍ମିତ ପାତ୍ରଙ୍କୁ ଏହି ମିଡ଼ିଆ ଟିମର କୋଅର୍ଡ଼ିନେଟର୍ ଭାବେ ନିଯୁକ୍ତ ହୋଇଥିବା ବେଳେ…

ପୁରୀ ବଡଦାଣ୍ଡ ଉଚ୍ଛେଦ ପ୍ରସଙ୍ଗ: ସରକାରଙ୍କୁ ସମାଲୋଚନା କଲେ ପୂର୍ବତନ ବିଜେଡି ସାଂସଦ

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିସର ଉଚ୍ଛେଦ ପ୍ରସଙ୍ଗକୁ ନେଇ ଓଡିଶା ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ତଥାଗତ ଶତପଥୀ। ଏହି ଉଚ୍ଛେଦ ପ୍ରକ୍ରିୟା ବେଆଇନ ହୋଇନପାରେ କିନ୍ତୁ ଏହାପ୍ରକାର ବେପରୁଆ ଓ ଅଶିଷ୍ଟତା । ଶହଶହ ବର୍ଷର ପୁରୁଣା…

ଆଜିଠୁ ବିଜେଡ଼ିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ…

ଭୁବନେଶ୍ୱର: ଶାସକ ବିଜୁ ଜନତା ଦଳ ସୋମବାରଠାରୁ ସଭ୍ୟ ସଂଖ୍ୟା ଦ୍ୱିଗୁଣିତ କରିବା ଲାଗି ‘ସଭ୍ୟ ସଂଗ୍ରହ ଅଭିଯାନ’ ଆରମ୍ଭ କରିବାକୁ ଯାଉଛି । ଏବେ ବିଜେଡ଼ିର ସଭ୍ୟ ସଂଖ୍ୟା ୪୭ ଲକ୍ଷ ରହିଥିବା ବେଳେ ସଭ୍ୟ ସଂଗ୍ରହ ତ୍ୱରାନ୍ୱିତ କରିବାକୁ ଉଦ୍ୟମ କରିବ ଦଳ । ସେପ୍ଟେମ୍ବର ୨ରୁ ଆରମ୍ଭ ହେଉଥିବା…

ମୋଦିଙ୍କ ସପକ୍ଷରେ ରାହୁଲ, କହିଲେ କାଶ୍ମୀର ପ୍ରସଙ୍ଗରେ ମୁଣ୍ଡ ନପୂରାଉ ପାକିସ୍ତାନ !

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପ୍ରସଙ୍ଗରେ ବାରମ୍ବାର ପାକିସ୍ତାନ ବୟାନବାଜି କରୁଥିବା ବେଳେ ଏନେଇ ମୁହଁ ଖୋଲିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ରାହୁଲ କାଶ୍ମୀର ପ୍ରସଙ୍ଗକୁ ନେଇ ମୋଦି ସରକାରଙ୍କୁ ସମର୍ଥନ ଜଣାଇଥିବା ବେଳେ ଏହା ଭାରତର…

ସେପ୍ଟେମ୍ବର ୨ରୁ ବିଜେଡ଼ିର ସଦସ୍ୟ ଗ୍ରହଣ ଅଭିଯାନ

ଭୁବନେଶ୍ୱର: ପୌରାଞ୍ଚଳ ଓ ପଞ୍ଚାୟତ ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିଜୁ ଜନତା ଦଳକୁ ତୃଣମୂଳସ୍ତରରେ ଆହୁରି ଅଧିକ ଶକ୍ତିଶାଳୀ କରିବାକୁ ଦୃଷ୍ଟିରେ ରଖି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଏନେଇ ଏକ ରାଜ୍ୟ କମିଟି ଗଠନ କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୨…

ବିଜେଡି ନେତାଙ୍କୁ ନୂଆ ନିଯୁକ୍ତି, ଜାଣନ୍ତୁ କିଏ ରହିଲେ କେଉଁ ପଦବୀରେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ବିଜେଡି ନେତାମାନଙ୍କୁ ବିଭିନ୍ନ ପଦବୀରେ ନିଯୁକ୍ତି ପ୍ରଦାନ କରିଛନ୍ତି । ଚଳିତ ୨୦୧୯ ନିର୍ବାଚନରେ କୌଣସି କାରଣବଶତଃ ଟିକେଟ୍ ପାଇପାରିନଥିବା କିଛି ନେତାଙ୍କୁ ଥଇଥାନ କରିଛନ୍ତି ବିଜେଡି ସୁପ୍ରିମୋ । ଏଥିରେ ଓଡିଶା ଦକ୍ଷତା…

ନିର୍ବାଚନ ଫଳାଫଳ ଘୋଷଣା ହେବା ଦିନ ହିଁ ମୁଁ ଓପିସିସି ମୁଖ୍ୟ ପଦବୀରୁ ଇସ୍ତଫା ଦେଇଛି: ନିରଞ୍ଜନ

ଭୁବନେଶ୍ୱର: ଯେଉଁଦିନ ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା ସେହିଦିନ ହିଁ ‘ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି’ (ଓପିସିସି) ସଭାପତି ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ବୋଲି ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ସୋମବାର ଦିନ କହିଛନ୍ତି । “ଓଡ଼ିଶା ବିଧାନସଭା ଓ ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା…

ବିଜେପିରେ ଯୋଗଦେଲେ ଦଙ୍ଗଲ୍ କୁସ୍ତିଯୋଦ୍ଧା ବବିତା ଫୋଗଟ୍

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ସେଲେବ୍ରିଟି ରେସଲର୍ ବବିତା ଫୋଗଟ୍ ବିଜେପିରେ ଯୋଗଦାନ କରିଛନ୍ତି । ତାଙ୍କ ବାପା ମହାବୀର ଫୋଗଟ୍ ମଧ୍ୟ ତାଙ୍କ ସହିତ ସୋମବାର ଦିନ ଏହି ଜାତୀୟ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି । ବବିତାଙ୍କ ଜୀବନୀକୁ ନେଇ…

ଓଡ଼ିଶାର ଏହି ମନ୍ତ୍ରୀ କିପରି ସମସ୍ତଙ୍କ ହୃଦୟ ଜିଣିଗଲେ, ଜାଣନ୍ତୁ…

ଟିଟିଲାଗଡ଼: ‘କଥା କମ୍ କାମ ବେଶି’ ଏହି ଉକ୍ତିଟିକୁ କରି ଦେଖାଛନ୍ତି ଓଡ଼ିଶା ସରକାରଙ୍କ ଜଣେ ମହିଳା ମନ୍ତ୍ରୀ । ସେ ଆଉ କେହି ନୁହଁନ୍ତି, ଖୋଦ୍ ନବୀନଙ୍କ ମନ୍ତ୍ରୀମଣ୍ଡଳର ମହିଳା ଓ ଶିଶୁ ବିକାଶ ତଥା ମିଶନ୍ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ । ମନ୍ତ୍ରୀ ଶ୍ରୀମତୀ ସାହୁ ଏକ ବିଦ୍ୟାଳୟର ଜଣେ…