Latest Odisha News

BREAKING NEWS

Browsing Category

ରାଜନୀତି

ବିଜେପୁର ଲଢେଇ: ପ୍ରାର୍ଥୀ ଚୟନ ପାଇଁ ଅଣ୍ଟା ଭିଡ଼ିଲେଣି ତିନି ଦଳ

ଭୁବନେଶ୍ୱର: ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ବିଜେପୁରରେ ପ୍ରାର୍ଥୀ ଚୟନ ନେଇ ତିନି ଦଳରେ ଆରମ୍ଭ ହୋଇଛି କସରତ । ମିଳିଥିବା ସୂଚନା ଅନୁସାରେ ସୋମବାର ଦିନ ନବୀନ ନିବାସରେ ବିଜେଡି ବୈଠକ ବସିବାକୁ ଯାଉଥିବା ବେଳେ ବିଜେପି ଖୁବଶୀଘ୍ର କେନ୍ଦ୍ରୀୟ କମିଟିକୁ ତିନିଜଣଙ୍କ ନାମ ସୁପାରିସ୍…

ବିଜେପୁର ଉପ-ନିର୍ବାଚନ ଆଗାମୀ ଅକ୍ଟୋବର ୨୧ରେ: ନିର୍ବାଚନ କମିଶନ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ବିଜେପୁର ଉପନିର୍ବାଚନ ଲାଗି ତାରିଖ ଘୋଷଣା ହୋଇଛି । ଭାରତୀୟ ନିର୍ବାଚନ କମିଶନ ଶନିବାର ଦିନ ଅନେକ ରାଜ୍ୟ ସମେତ ଓଡ଼ିଶାର ବିଜେପୁର ବିଧାନସଭା ଉପନିର୍ବାଚନର ତାରିଖ ଘୋଷଣା ମଧ୍ୟ କରିଛନ୍ତି । ଆସନ୍ତା ଅକ୍ଟୋବର ୨୧ ତାରିଖରେ ବରଗଡ଼ ଜିଲ୍ଲା ବିଜେପୁର ଉପନିର୍ବାଚନ…

ଓଡିଶା ପ୍ରଦେଶ କଂଗ୍ରେସ କମିଟିର ପୁନଃଗଠନ ହେବ: ନିରଞ୍ଜନ

ଭୁବନେଶ୍ୱର: ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ପୁନଃଗଠନ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗୁରୁବାର ଦିନ ପ୍ରକାଶ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ନିରଞ୍ଜନ କହିଛନ୍ତି, ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ଙ୍କ ନିର୍ଦ୍ଦେଶାନୁଯାୟୀ ପିସିସିଙ୍କ…

କେବଳ ୩୨ ହଜାର କାଳିଆ ହିତାଧିକାରୀ ଅଯୋଗ୍ୟ: ବିଜେଡି

ଭୁବନେଶ୍ୱର: କାଳିଆ (କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ସହାୟତା) ଯୋଜନା ଅନ୍ତର୍ଗତ କେବଳ ୩୨ ହଜାର ହିତାଧିକାରୀ ଅଯୋଗ୍ୟ ବୋଲି ବୁଧବାର ଦିନ ଶାସକ ଦଳ ବିଜେଡି ପକ୍ଷରୁ ସୂଚନା ମିଳିଛି । ଏହି ଯୋଜନାରେ ପ୍ରାୟ ୩.୪୧ ଲକ୍ଷ ଅଯୋଗ୍ୟ ହିତାଧିକାରୀ ରହିଥିବା ନେଇ ଗତକାଲି କୃଷି ମନ୍ତ୍ରୀ…

ପୂର୍ବତନ ବିଧାୟକମାନେ ତୁରନ୍ତ ସରକାରୀ କ୍ୱାର୍ଟର ଛାଡନ୍ତୁ: ବାଚସ୍ପତି

ଭୁବନେଶ୍ୱର: ପୂର୍ବତନ ବିଧାୟକମାନେ ତୁରନ୍ତ ସରକାରୀ ବଙ୍ଗଳା ଛାଡନ୍ତୁ ବୋଲି ସୋମବାର ଦିନ ପ୍ରକାଶ କରିଛନ୍ତି ଓଡିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ସରକାରୀ କ୍ୱାଟର ଛାଡିଲେ ସେସବୁକୁ ନୂଆ ବିଧାୟକମାନଙ୍କୁ ଆବଣ୍ଟନ କରାଯିବ ବୋଲି ବାଚସ୍ପତି ଏନେଇ ଏକ ପତ୍ର ପୂର୍ବତନ…

ପୁରୀ ମଙ୍ଗୁ ମଠ ଭଙ୍ଗାନଯାଉ, ନବୀନଙ୍କୁ ଅନୁରୋଧ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ/ଭୁବନେଶ୍ୱର: ପୁରୀକୁ ବିଶ୍ୱ ଐତିହ୍ୟରେ ରୂପାନ୍ତରିତ କରିବା ଲାଗି ସେଠାରେ ଥିବା ଅନେକ ପ୍ରାଚୀନ ମଠକୁ ଭଙ୍ଗା ଯାଉଥିବା ବେଳେ ମଙ୍ଗୁ ମଠକୁ ନଭାଙ୍ଗିବାକୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଅନୁରୋଧ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମିରେନ୍ଦ୍ର ସିଂହ । ଏପରିକି ମଠକୁ ଭାଙ୍ଗିବା…

ଜାଣନ୍ତୁ, ସଂସଦୀୟ କମିଟିରେ କେଉଁ ଓଡିଆ ସାଂସଦଙ୍କୁ ମିଳିଲା ସ୍ଥାନ

ଭୁବନେଶ୍ୱର: ଓଡିଶାର ପ୍ରାୟ ୧୭ ଜଣ ସାଂସଦଙ୍କୁ ଶନିବାର ଦିନ ପାର୍ଲିଆମେଣ୍ଟାରୀ ପ୍ୟାନେଲ୍ ତଥା ସଂସଦୀୟ କମିଟିରେ ସାମିଲ କରାଯାଇଛି । ଜାଣନ୍ତୁ, କେଉଁ କମିଟିରେ କିଏ ପାଇଲେ ସ୍ଥାନ- ଅର୍ଥ କମିଟି- ପୁରୀ ସାଂସଦ ପିନାକୀ ମିଶ୍ର ଓ ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ ବାଣିଜ୍ୟ କମିଟି-…

ବିଧାୟକମାନଙ୍କୁ ନବୀନ ଦେଲେ ଗୁରୁମନ୍ତ୍ର: ଶିଷ୍ଟାଚାର ଓ ସରଳ ମନୋଭାବ ନେଇ ସେବା କରିବାକୁ ପରାମର୍ଶ

ଭୁବନେଶ୍ୱର: ଜନସାଧାରଣଙ୍କ ସେବା କରିବା ସମୟରେ ସଭ୍ୟ ଓ ସରଳ ମନୋଭାବ ନେଇ କାର୍ଯ୍ୟ କରିବାନେଇ ବିଧାୟକମାନଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । “ଗଣତାନ୍ତ୍ରିକ ଶିଷ୍ଟାଚାର ଏକ ଅଧିକାର । ଏହି ଅଧିକାରକୁ କାର୍ଯ୍ୟକାରୀ କରିବା ସମୟରେ ବିଧାୟକମାନେ…

ସେପ୍ଟେମ୍ବର ୨୭ରେ ଓଡିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେପ୍ଟେମ୍ବର ୨୭ ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ୨୭ ତାରିଖରେ ସେ ଏକ ସ୍ୱତନ୍ତ୍ର ବିମାନରେ ଆସି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପ୍ରାୟ ସନ୍ଧ୍ୟା ୬ଟାରେ ପହଞ୍ଚିବେ…

ଓଡ଼ିଶା କଂଗ୍ରେସରେ ଖୋଲାଖୋଲି ବିଦ୍ରୋହ: ଦଳ ବିକ୍ରି ହୋଇଯାଇଥିବା ନେଇ ନିରଞ୍ଜନଙ୍କୁ ଆକ୍ଷେପ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସ ଦଳରେ ଏବେ ଖୋଲାଖୋଲି ବିଦ୍ରୋହ ଦେଖାଯାଇଛି । ଦଳମଧ୍ୟରେ ରହିଥିବା ଅନ୍ତନ୍ଦ୍ୱନ୍ଦ୍ୱ ଏବେ ଚରମସୀମାରେ । ଦଳର ଛାତ୍ର କଂଗ୍ରେସ ୱିଙ୍ଗ୍ (ଏନଏସୟୁଆଇ) ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ମୁଖ୍ୟ ନିରଞ୍ଜନ ପଟ୍ଟନାୟକଙ୍କୁ ଦଳର ଅବକ୍ଷୟ ପାଇଁ ଆକ୍ଷେପ…