Latest Odisha News

BREAKING NEWS

Browsing Category

ରାଜନୀତି

ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ନିଯୁକ୍ତ, ଅଭିନନ୍ଦନ ଜଣାଇଲେ ନବୀନ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ଓଡିଶାର ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ଦିନ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ମୋଦି ସରକାରରେ ଓଡିଶାରୁ ଦ୍ୱିତୀୟ ବ୍ୟକ୍ତି ଭାବେ ବିଶ୍ୱଭୂଷଣ ଆନ୍ଧ୍ରପ୍ରଦେଶ…

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ପ୍ରସଙ୍ଗକୁ ନେଇ ତାତି

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ରାଜ୍ୟ ବିଧାନସଭାରେ ବିରୋଧି କଂଗ୍ରେସ ସଦସ୍ୟଙ୍କ ଦ୍ୱାରା ହଟ୍ଟଗୋଳ ସୃଷ୍ଟି ହୋଇ ଗୃହ ମୂଲତବୀ ରହିଛି । ଗୃହର ଶୂନ୍ୟକାଳରେ କଂଗ୍ରେସର ବିରୋଧି ଦଳ ନେତା ନରସିଂହ ମିଶ୍ର ଜଷ୍ଟିସ ସିଆର୍ ପାଲ୍ କମିଶନଙ୍କ ରିପୋର୍ଟ…

ଦଳବିରୋଧି କାର୍ଯ୍ୟ ଲାଗି ନିଲମ୍ବିତ ହେଲେ ୨ ବିଜେପି ନେତା

ଭୁବନେଶ୍ୱର: କଟକ ଜିଲ୍ଲାର ୨ଜଣ ବିଜେପି ନେତାଙ୍କ ବିଶୃଙ୍ଖଳତି କାର୍ଯ୍ୟ ତଥା ଦଳବିରୋଧି କାର୍ଯ୍ୟ କରିବା ଅଭିଯୋଗରେ ଦଳରୁ ସୋମବାର ଦିନ ନିଲମ୍ବିତ ହୋଇଛନ୍ତି । ଏହି ଦୁଇ ଜଣ ବିଜେପି ନେତା ହେଲେ – କଟକ ନଗର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଜ୍ୟୋତି ରଞ୍ଜନ ପଲେଇ ଏବଂ ଅନ୍ୟ ଜଣକ…

କର୍ଣ୍ଣାଟକ ସଙ୍କଟ: ଗୁରୁବାର ଦିନ ହେବ କୁମାରସ୍ୱାମୀ ସରକାରଙ୍କ ଶକ୍ତି ପରୀକ୍ଷା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଜାରି ରହିଥିବାବେଳେ ଆସନ୍ତା ଗୁରୁବାର ଦିନ କଂଗ୍ରେସ-ଜେଡିଏସ୍ ମେଣ୍ଟ୍ ଆସ୍ଥା ଭୋଟର ସମ୍ମୁଖୀନ ହେବେ । ବିଧାନସଭାରେ ସୋମବାର ଦିନ ବିଜେପି ବିଧାୟକମାନେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ…

ଜାଣେନି କାହିଁକି ମୋତେ ବିରୋଧି ଦଳ ନେତା କରାଗଲା ନାହିଁ: ଜୟନାରାୟଣ

ଭୁବନେଶ୍ୱର: ବିରୋଧୀ ଦଳ ନେତାଭାବେ ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ଚୟନ ହୋଇନଥିଲେ । ପ୍ରାୟ ତିନି ସପ୍ତାହ ପରେ ଚୁପ୍ ହୋଇ ବସିଥିବା ଜୟନାରାୟଣ ଏନେଇ ଏବେ ମୁହଁ ଖୋଲିଛନ୍ତି । “ବିରୋଧୀ ଦଳର ନେତା ପଦବୀ ଲାଗି ଦଳର ସମସ୍ତ ବିଧାୟକମାନେ ମୋ ନାମକୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ…

ଉତ୍କଳ କେଶରୀ ପରିଡ଼ାଙ୍କୁ ବିଜେଡ଼ି ସଂଯୋଜକ ଭାବେ ନିଯୁକ୍ତ କଲେ ନବୀନ

ଭୁବନେଶ୍ୱର: ବରିଷ୍ଠ ନେତା ଉତ୍କଳ କେଶରୀ ପରିଡ଼ାଙ୍କୁ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଦଳର ସଂଯୋଜକ ଭାବେ ନିଯୁକ୍ତ କରିଛନ୍ତି । ପାଟକୁରା ନିର୍ବାଚନ ଆଉ ୮ ଦିନ ପରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଦଳର ସଭାପତି ତାଙ୍କୁ ଏହି…

ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ବିଧାନସଭାରେ ବିରୋଧିଙ୍କ ହଟ୍ଟଗୋଳ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢୁଥିବା ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ବିରୋଧିମାନେ ଶୁକ୍ରବାର ଦିନ ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି । ବିଧାନସଭାର ପ୍ରଶ୍ନକାଳ ସମୟରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ରାଜ୍ୟ ଆବାସିକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କ ଗର୍ଭବତୀ ହେବା…

କର୍ଣ୍ଣାଟକ ସଙ୍କଟ: ସୁପ୍ରିମକୋର୍ଟ ଜାରି କଲେ ସ୍ଥିତାବସ୍ଥା, ୧୬ରେ ଶୁଣାଣି

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭାର ଅଚଳାବସ୍ଥାକୁ ନେଇ ସୁପ୍ରିମକୋର୍ଟ ଆଜି ତାଙ୍କ ଶୁଣାଣିରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ଏବେ ଅଦାଲତ ସ୍ଥିତାବସ୍ଥା ଜାରି କରିବା ସହିତ ଆଗାମୀ ଜୁଲାଇ ୧୬ ତାରିଖରେ ଏସମ୍ପର୍କିତ ଚୂଡ଼ାନ୍ତ ଶୁଣାଣି କରିବାକୁ ନିଷ୍ପତ୍ତି…

ପାଟକୁରା ନିର୍ବାଚନ: ଜାଣନ୍ତୁ, କଂଗ୍ରେସ ଲାଗି କେଉଁମାନେ ହେଲେ ଷ୍ଟାର ପ୍ରଚାରକ

ଭୁବନେଶ୍ୱର : ଆଗାମୀ ଜୁଲାଇ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ପାଟକୁରା ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ଦଳ ମଧ୍ୟ ୪୦ ଜଣିଆ ତାରକା ପ୍ରଚାରକଙ୍କ ନାମ ଘୋଷଣା କରିଛି । ଏନେଇ ପିସିସି ମୁଖପାତ୍ର ପଦ୍ମାକର ଗୁରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଏହି ତାରକା…

ସରିଲା ମନ୍ତ୍ରୀ ପରିଷଦର ବୈଠକ, ନବୀନ ଦେଲେ ମହାମନ୍ତ୍ର

ଭୁବନେଶ୍ୱର : ରାଜ୍ୟ ସଚିବାଳୟରେ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏକ ସଫଳ ସରକାର ଲାଗି ନିଜ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେବା ସହ ନବୀନ ୫ଟି ଦିଗ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଜାଣନ୍ତୁ-…