Latest Odisha News

BREAKING NEWS

Browsing Category

ରାଜନୀତି

ବଲାଙ୍ଗିରରେ ଇସ୍ତଫା ଦେଲେ ୯ କଂଗ୍ରେସ ନେତା

ବଲାଙ୍ଗିର : ଆଗାମୀ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ବଲାଙ୍ଗିରରୁ ପ୍ରାୟ ୯ ଜଣ କଂଗ୍ରେସ ନେତା ଦଳ ଛାଡିଛନ୍ତି, ଯାହାଫଳରେ କଂଗ୍ରେସକୁ ବଡ ଝଟକା ଲାଗିଥିବା ନେଇ ରାନୈତିକ ମହଲରେ ଚର୍ଚ୍ଚା ହେଉଛି । ବଲାଙ୍ଗିରରୁ ଅନେକ ବରିଷ୍ଠ ନେତାମାନଙ୍କ ସହ ଓପିସିସି ଜେନେରାଲ ସେକ୍ରେଟେରୀ…

ମନ ପରିବର୍ତ୍ତନ କଲେ ଜେବିଙ୍କ ପୁଅ, ଲଢିବେନି ବେଗୁନିଆରୁ ନିର୍ବାଚନ

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ବେଗୁନିଆ ବିଧାନସଭା ଆସନରୁ ନିର୍ବାଚନ ଲଢିବା ନେଇ ଅନିଚ୍ଛା ପ୍ରକାଶ କରିଛନ୍ତି । ଅଖିଳ ଭାରତୀୟ କଂଗ୍ରେସ କମିଟିର କେନ୍ଦ୍ରୀୟ ନିର୍ବାଚନ କମିଟି ମଙ୍ଗଳବାର ରାତିରେ ପ୍ରାର୍ଥୀ ଚୟନ…

ଜାଣନ୍ତୁ, କେଉଁ କାରଣ ଲାଗି ଅବିବାହିତ ରହିଗଲେ ମାୟାବତୀ…

ନୂଆଦିଲ୍ଲୀ : ସମାଜର ଲୋକମାମାନଙ୍କ ସେବା କରିବା ପାଇଁ ଚାହୁଁଥିବାରୁ ମୁଁ ଆଜୀବନ ଏକୁଟିଆ ରହିବା ପାଇଁ ନିଷ୍ପତ୍ତି ନେଇଥିଲି ବୋଲି ବହୁଜନ ସମାଜବାଦୀ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀ ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟ ପାଠ ପତ୍ରରେ ଏକ ପିଟିସନର ଜବାବ…

ବିଜେପିରେ ଯୋଗଦେଲେ ନାବାର୍ଡର ପୂର୍ବତନ ସିଜିଏମ୍

ଭୁବନେଶ୍ୱର : ନାବାର୍ଡର ପୂର୍ବତନ ସିଜିଏମ୍ କେସି ପାଣିଗ୍ରାହୀ ଆଜି ଭାରତୀୟଜନତା ପାର୍ଟି (ବିଜେପି)ର ପାର୍ଟି କାର୍ଯ୍ୟାଳୟରେ ବିଧିବିଦ୍ଧ ଭାବେ ଯୋଗ ଦେଇଛନ୍ତି । ସେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ବିଜେପିର ବରିଷ୍ଠ ନେତା…

ଆଜି ମୁଖ୍ୟମନ୍ତ୍ରୀଙ୍କ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଦଳୀୟ ପ୍ରଚାର ଆରମ୍ଭ

ଭୁବନେଶ୍ୱର: ଶାସକ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ତଥା ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ନିର୍ବାଚନୀ ପ୍ରଚାର ଆରମ୍ଭ ହେବ । ଏଠାରେ ବିଜେପି ଓ କଂଗ୍ରେସ ପୂର୍ବରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରି ଦେଇସାରିଛନ୍ତି ।…

କଟକରୁ ପଞ୍ଚାନନ, ବେଗୁନିଆରୁ ଜାନକୀ ପଟ୍ଟନାୟକଙ୍କ ପୁଅ କଂଗ୍ରେସ ପକ୍ଷରୁ ଲଢିବେ

ନୂଆଦିଲ୍ଲୀ/ଭୁବନେଶ୍ୱର: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର କେନ୍ଦ୍ରୀୟ ନିର୍ବାଚନ କମିଟି ମଙ୍ଗଳବାର ବିଳମ୍ବିତ ରାତିରେ ଓଡ଼ିଶାର ୨ଟି ଲୋକସଭା ଏବଂ ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ଘୋଷିତ ତାଲିକା ଅନୁଯାୟୀ, ଯାଜପୁର ସଂରକ୍ଷିତ ଲୋକସଭା ଆସନରୁ…

କଂଗ୍ରେସର ନିର୍ବାଚନୀ ଇସ୍ତାହାର ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ମଙ୍ଗଳବାର ଦିନ ନିର୍ବାଚନ ଇସ୍ତାହାର ଘୋଷଣା କରାଯାଇଛି । ଏହି ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ ରହିଛି ଯେ, ଦେଶଦ୍ରୋହ ଅପରାଧକୁ ପରିଭାଷିତ କରୁଥିବା ଦଣ୍ଡ ଓ ସଂହିତା ଧାରା ୧୨୪ର ଅନେକ ଦୁରୁପଯୋଗ କରାଯାଇଛି । କଂଗ୍ରେସ ଏହି ନିର୍ବାଚନ ଜିତି…

ବିଜେପିରେ ଯୋଗଦେଲେ ବରିଷ୍ଠ ବିଜେଡ଼ି ନେତା ରଘୁନାଥ ମହାନ୍ତି

ଭୁବନେଶ୍ୱର: ଦୁଇଦିନ ପୂର୍ବରୁ ବିଜେଡ଼ିରୁ ଇସ୍ତଫା ପ୍ରଦାନ କଲା ପରେ ବରିଷ୍ଠ ବିଜେଡ଼ି ନେତା ରଘୁନାଥ ମହାନ୍ତି ବିଜୁ ମଙ୍ଗଳବାର ସନ୍ଧ୍ୟାରେ ବିଜେପିରେ ଯୋଗଦାନ କରିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ…

ବିଜେଡ଼ିର ୭ଟି ବିଧାନସଭା ଓ ୨ଟି ଲୋକସଭା ଆସନ ପ୍ରାର୍ଥୀ ତାଲିକା ଘୋଷଣା କଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସନ୍ଧ୍ୟାରେ ୭ଟି ବିଧାନସଭା ଓ ୨ଟି ଲୋକସଭା ଆସନର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ବିଜେଡ଼ିର ୭ଟି ବିଧାନସଭା ପ୍ରାର୍ଥୀ ତାଲିକା ୧ – ଭୁବନେଶ୍ୱର ମଧ୍ୟ - ଅନନ୍ତ ନାରାୟଣ ଜେନା ୨ – ଭୁବନେଶ୍ୱର ଉତ୍ତର – ସୁଶାନ୍ତ କୁମାର…

ଖଣ୍ଡପଡ଼ାରୁ କଟିଲେ ଅନୁଭବ, ଲଢ଼ିବେ ସୌମ୍ୟ

ଭୁବନେଶ୍ୱର: ବିଜେଡ଼ିର ସଦ୍ୟତମ ପ୍ରାର୍ଥୀ ତାଲିକାରେ ଦେଖିବାକୁ ମିଳିଛି ଚମକ । ସାତଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷିତ ହୋଇଥିବାବେଳେ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଖଣ୍ଡପଡ଼ାରୁ ଟିକେଟ୍‍ ମିଳିବା ଆଜିର ସବୁଠାରୁ ବଡ଼ ଖବର ପାଲଟିଛି । ବିଧାୟକ ଅନୁଭବ ପଟ୍ଟନାୟକଙ୍କ…