Latest Odisha News

BREAKING NEWS

Browsing Category

ରାଜନୀତି

ଖୋର୍ଦ୍ଧା ବିଜେପି ନେତା ହତ୍ୟାକାଣ୍ଡର ଖୁବଶିଘ୍ର ହେବ ପର୍ଦ୍ଦାଫାଶ: କ୍ରାଇମବ୍ରାଞ୍ଚ

ଖୋର୍ଦ୍ଧା: ଖୋର୍ଦ୍ଧାର ୯ ନଂ ୟୁନିଟ ବିଜେପି ସଭାପତି ମଙ୍ଗୁଳି ଜେନାଙ୍କୁ ଅଜଣା ଦୁର୍ବୃ ହତ୍ୟା କରିବା ପରେ ପୋଲିସ ୨ ଜଣ ସନ୍ଦିଗ୍ଦ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ତେବେ ପୋଲିସ ସୂତ୍ରରୁ ଜଣା ପଡ଼ିଛି ଯେ, ଏହି ୨ ବ୍ୟକ୍ତିଙ୍କ ଠାରୁ ଏହି ହତ୍ୟାକାଣ୍ଡ ସମ୍ପର୍କରେ ଅନେକ…

ଭୁବନେଶ୍ୱରରେ ମୋଦୀଙ୍କ ରୋଡ ଶୋ’ର କିଛି ଝଲକ…

ଭୁବନେଶ୍ୱର : ଚଳିତ ସାଧାରଣ ନିର୍ବାଚନକୁ ନଜରରରେ ରଖି ରାଜନୈତିକ ଦଳମାନେ ବାରମ୍ବାର ଓଡିଶା ଗସ୍ତରେ ଆସୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ରୋଡ ଶୋ’ ଆରମ୍ଭ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ-ପୋଲିସ ମୁହାଁମୁହିଁ ଝଗଡ଼ା, ଭାଇରାଲ୍ ହେଲା ଭିଡ଼ିଓ

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା ବୁର୍ଲ୍ଲାଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କିଛି ପୋଲିସ ଅଧିକାରୀଙ୍କ ସହିତ ପାଟିତୁଣ୍ଡ ହେବାର ଏକ ଭିଡ଼ିଓ ଏବେ ବିଭିନ୍ନ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ମିଳିଥିବା ସୂଚନାନୁଯାୟୀ, ବୁର୍ଲ୍ଲାର ଏମସିଏଲ ହେଲିପ୍ୟାଡ଼ରେ…

ଇଭିଏମକୁ ନେଇ କଂଗ୍ରେସ ବିଧାୟକ ଭୋଟରଙ୍କୁ ଭ୍ରମିତ କରୁଥିବା ଅଭିଯୋଗ

କୋରର : ଇଭିଏମର ଦ୍ୱିତୀୟ ବଟନ୍ ଚିପିଲେ କରେଣ୍ଟ ଲାଗିବ ବୋଲି ନିର୍ବାଚନୀ ପ୍ରଚାର ବେଳେ ଛତିଶଗଡର ଜଣେ କଂଗ୍ରେସ ବିଧାୟକ ଭୋଟରଙ୍କୁ କହିଛନ୍ତି । ରାଜ୍ୟ ଅବକାରୀ ଓ ବାଣିଜ୍ୟ ଉଦ୍ୟୋଗ ମନ୍ତ୍ରୀ କବାସୀ ଲଖମା ଛତିଶଗଡର କୋଙ୍କର ଜିଲ୍ଲାର ଏକ ନିର୍ବାଚନୀ ର‌୍ୟାଲିରେ ମତଦାତା ମାନଙ୍କୁ…

ଖୋର୍ଦ୍ଧା ବିଜେପି ନେତା ହତ୍ୟା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

କଟକ : ବିଜେପି ନେତା ତଥା ଖୋର୍ଦ୍ଧାର ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପୋଲିସ ତଦନ୍ତ କରିବ । ଏହି ବିଜେପି ନେତାଙ୍କୁ ରବିବାର ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ଗୁଳି କରି ହତ୍ୟା କରିଥିଲେ । ଏନେଇ ଅତିରିକ୍ତ ଡିଜିପି ବି କେ ଶର୍ମା…

ଓଡିଶାର ପ୍ରଥମ ପର୍ଯ୍ୟାୟ ଭୋଟ୍ ବିଜେପି ସପକ୍ଷରେ ଯିବ: ମୋଦୀ

ସମ୍ବଲପୁର : ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେପି ପ୍ରତି ଜନସମର୍ଥନ ବଢୁଥିବାର ସଙ୍କେତ ମିଳିଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ପ୍ରକାଶ କରିଛନ୍ତି । ସମ୍ବଲପୁରରେ ମୋଦି ଏକ ବିଜୟ ସମାବେଶକୁ ସମ୍ବୋଦ୍ଧିତ କରିବା ସହ “ରାଜ୍ୟରେ ବିକାଶର ପରିମାଣ କମ୍ ଓ…

ଟ୍ୱିନସିଟିରେ ମୋଦୀ ଓ ନବୀନଙ୍କ ହାଇ-ଭୋଲଟେଜ୍ ପ୍ରଚାର

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଟ୍ୱିନସିଟି କଟକ ଓ ଭୁବନେଶ୍ୱରରେ ପ୍ରାୟ ଦ୍ୱିପ୍ରହର ସମୟରେ ହାଇ-ଭୋଲଟେଜ୍ ନିର୍ବାଚନୀ ପ୍ରଚାର କରିବେ । ମୁଖ୍ୟମନ୍ତ୍ରୀ ଏପ୍ରିଲ୍ ୧୧ ତାରିଖରେ ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ…

ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଗାଡି ଉପରକୁ ଅଣ୍ଡାମାଡ: ଗିରଫ ହେଲେ ପୂର୍ବତନ ବଲାଙ୍ଗିର ବିଧାୟକ ବାଳଗୋପାଳ ମିଶ୍ର

ବଲାଙ୍ଗିର : ଲୋଇସିଙ୍ଗା ବିଧାନସଭା କ୍ଷେତ୍ରର ସାଲେଭଟ୍ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗାଡି ଉପରକୁ ଅଣ୍ଡା ମାଡ କରିବା ଘଟଣାରେ ପୂର୍ବତନ ବଲାଙ୍ଗିର ବିଧାୟକ ବାଳଗୋପାଳ ମିଶ୍ର ଓ ତାଙ୍କ ପୁଅଙ୍କ ସମେତ କିଛି ସମର୍ଥକଙ୍କୁ ମଧ୍ୟ ଗିରଫ କରାଯାଇଛି । ମିଳିଥିବା ସୂଚନାନୁଯାୟୀ…

ସୁନ୍ଦରଗଡ଼ ର‌୍ୟାଲିରେ ନବୀନ ସରକାରକୁ ବର୍ଷିଲେ ଯୋଗୀ ଆଦିତ୍ୟନାଥ

ରାଉରକେଲା: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଯୋଗୀ ଆଦିତ୍ୟନାଥ ସୋମବାର ଦିନ ବିଭିନ୍ନ ଦୁର୍ନୀତି ସ୍କାମରେ ଜଡ଼ିତ ଥିବା ତଥା ଓଡ଼ିଶା ବିକାଶରେ ବାଧକ ସାଜିଥିବା ଅଭିଯୋଗ କରି ନବୀନ ସରକାରକୁ ସମାଲୋଚନା କରିଛନ୍ତି । କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନା ପରି କେତେକ…

ପ୍ରଫୁଲ୍ଲ ଘଡେଇ ବିଜେଡିର ଉପସଭାପତି ଭାବେ ନିଯୁକ୍ତ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡେଇଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ରାଜ୍ୟ ଉପ-ସଭାପତି ଭାବେ ନିଯୁକ୍ତ କରିଛନ୍ତି । ଏସମ୍ପର୍କରେ ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା…