Latest Odisha News

BREAKING NEWS

Browsing Category

ରାଜନୀତି

ମୟୂରଭଞ୍ଜ ଲୋକସଭା ଆସନରୁ ଏଥର ଲଢିବେ ଶିବୁ ସୋରେନଙ୍କ ଝିଅ ଅଞ୍ଜନୀ

ବାରିପଦା: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ପକ୍ଷରୁ ବୁଧବାର ରାଜ୍ୟର ଗୋଟିଏ ଲୋକସଭା ଓ ୫ ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଦଳର କେନ୍ଦ୍ରୀୟ ଅଧ୍ୟକ୍ଷ ଶିବୁ ସୋରେନ ଏକ ପ୍ରେସ ବିବୃତିରେ ଏନେଇ ସୂଚନା ଦେଇଛନ୍ତି । ସୁଚନା ମୁତାବକ ମୟୁରଭଞ୍ଜ ଲୋକସଭା…

ନିର୍ବାଚନ ଲଢିବାକୁ ଇଚ୍ଛୁକ ମୟୁରଭଞ୍ଜ ଡାକ୍ତରଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ମୟୁରଭଞ୍ଜ ଜିଲ୍ଲାର ସରକାରୀ ଡାକ୍ତର ଭୂଦାନ ମୁର୍ମୁଙ୍କ ଇସ୍ତଫା ପତ୍ରକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ନିର୍ବାଚନ ଲଢିବା ଲାଗି ସେ ଅକ୍ଟୋବର ୪ ତାରିଖରେ ଇସ୍ତଫା ଦେଇଥିଲେ । ଏନେଇ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବୁଧବାର ଦିନ…

ଚର୍ଚ୍ଚାରେ ନବୀନଙ୍କ ହାଇଟେକ୍ ପ୍ରଚାର ଗାଡ଼ି…

ଭୁବନେଶ୍ୱର: ନିର୍ବାଚନ ଲାଗି ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ହୋଇଥିବା ହାଇଟେକ୍ ବସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ଆରମ୍ଭ କରିଛନ୍ତି ତାଙ୍କର ପ୍ରଥମ ନିର୍ବାଚନ ପ୍ରଚାର । ସ୍ୱତନ୍ତ ଶୈଳୀରେ ନିର୍ମିତ ଏହି ହାଇଟେକ୍ ପ୍ରଚାର ଗାଡ଼ିରେ ହିଁ ନବୀନ ତାଙ୍କର ମାରାଥନ୍…

‘ଗୁଗୁଲ ରାଜନୈତିକ ବିଜ୍ଞାପନଦାତା’ ତାଲିକା ଶୀର୍ଷରେ ବିଜେପି

ନୂଆଦିଲ୍ଲୀ : ଗୁଗୁଲରେ ଭାରତୀୟ ରାଜନୈତିକ ବିଜ୍ଞାପନଦାତା ମାନଙ୍କ ମଧ୍ୟରେ ବିଜେପି ଶୀର୍ଷସ୍ଥାନରେ ରହିଥିବାବେଳେ କଂଗ୍ରେସ ରହିଛି ୬ନଂ ସ୍ଥାନରେ । ଗୁଗୁଲ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭାରତୀୟ ରାଜନୈତିକ ବିଜ୍ଞାପନଦାତାଙ୍କ ମଧ୍ୟରେ ବିଜେପି ନାମରେ ୩୨ ପ୍ରତିଶତ ସେୟାର…

ଏପ୍ରିଲ୍ ୭ରେ ପୁଣି ଓଡିଶା ଆସିବେ ଅମିତ ଶାହ

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି (ବିଜେପି) ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏପ୍ରିଲ୍ ୭ ତାରିଖରେ ପୁଣିଥରେ ଓଡିଶା ଗସ୍ତରେ ଆସୁଛନ୍ତି । ଏସମ୍ପର୍କରେ ବିଜେପି ରାଜ୍ୟ ସଚିବ ଜତିନ ମହାନ୍ତି ଗୁରୁବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଶ୍ରୀଯୁକ୍ତ ଶାହ ଗଞ୍ଜାଲ ଜିଲ୍ଲା ପୋଲସରା…

ଯୁଧିଷ୍ଠିର ସାମନ୍ତରାୟ ମନା କରିବା ପରେ ପିପିଲିରୁ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ୱର : ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ରାଜ୍ୟରେ ୨ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ନେଇ ଗୁରୁବାର ଦିନ ଓପିସିସି ପକ୍ଷରୁ ସୂଚନା ମିଳିଛି । ଏନେଇ ଅଧିସୂଚନା ଜାରି କରାଯାଇନଥିବା ବେଳେ ଅଜିତ ମଙ୍ଗରାଜ…

ଖଣ୍ଡପଡ଼ାରୁ ବସନ୍ତ କୁମାର ମହାରଣା କଂଗ୍ରେସ ପ୍ରାର୍ଥୀ ଘୋଷିତ

ନୟାଗଡ଼: ଚର୍ଚ୍ଚିତ ଖଣ୍ଡପଡ଼ା ବିଧାନସଭା ଆସନରେ କଂଗ୍ରେସ ପକ୍ଷରୁ ବସନ୍ତ କୁମାର ମହାରଣା ପ୍ରାର୍ଥୀ ହୋଇଥିବା କେନ୍ଦ୍ରୀୟ ନିର୍ବାଚନ କମିଟି ଘୋଷଣା କରିଛି । ଏହି ଆସନରେ ବିଜେଡ଼ି ପ୍ରାର୍ଥୀ ଭାବେ ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ବିଜେପି ପ୍ରାର୍ଥୀ ରୂପେ ପୂର୍ବତନ ବିଧାୟକ ସିଦ୍ଧାର୍ଥ…

ବିଜେଡ଼ି ଟିକଟରେ ଚମ୍ପୁଆରୁ ଲଢିବେ ମୀନାକ୍ଷି ମହାନ୍ତ

ଭୁବନେଶ୍ୱର: ବିଜୁ ଜନତା ଦଳ ଗୁରୁବାର ଦିନ କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚମ୍ପୁଆ ବିଧାନସଭା ଆସନର ପ୍ରାର୍ଥୀ ଘୋଷଣା କରିଛି । ଏହି ଚର୍ଚ୍ଚିତ ଚମ୍ପୁଆ ଆସନରୁ ମୀନାକ୍ଷୀ ମୀନାକ୍ଷି ବିଜେଡ଼ି ଟିକଟରେ ନିର୍ବାଚନ ଲଢିବାକୁ ଆଜି ଦଳ ଘୋଷଣା କରିଛି । ତେବେ ବିଜେଡ଼ି ପକ୍ଷରୁ…

ଜାଣନ୍ତୁ, କାହିଁକି ନିର୍ବାଚନ ଲଢିବେନି ଧର୍ମେନ୍ଦ୍ର…

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବର୍ଷର ନିର୍ବାଚନ ଲଢିବେ ନାହିଁ ବୋଲି ଏକ ଟେଲିଭିଜନ ଚ୍ୟାନେଲକୁ ସାକ୍ଷାତକାର ଦେଇ ଓଡ଼ିଶା ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ସ୍ପଷ୍ଟୋକ୍ତି ପ୍ରକାଶ କରିଛନ୍ତି । “ଏଥର ନା ଲୋକସଭା କିମ୍ବା ବିଧାନସଭା ନିର୍ବାଚନ ଲଢିବେନି…

ବସ୍ତା ଆସନରୁ ବିଜେପି ଟିକଟରେ ଲଢିବେ ପୂର୍ବତନ ବିଜେଡ଼ି ନେତା ରଘୁନାଥ ମହାନ୍ତି

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ପକ୍ଷରୁ ବୁଧବାର ରାତିରେ ୫ମ ପ୍ରାର୍ଥୀ ତାଲିକା ଘୋଷିତ ହୋଇଛି । ଏହି ତାଲିକାନୁଯାୟୀ ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସ୍ତା ବିଧାନସଭା ଆସନରୁ ପୂର୍ବତନ ବିଜେଡ଼ି ନେତା ତଥା ମନ୍ତ୍ରୀ ରଘୁନାଥ…