Latest Odisha News

BREAKING NEWS

Browsing Category

ରାଜନୀତି

ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଗୋଟିଏ ଲୋକସଭା ଓ ୫ଟି ବିଧାନସଭା ଆସନ ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମଏମ) ପକ୍ଷରୁ ବୁଧବାର ଦିନ ଓଡ଼ିଶା ପ୍ରଦେଶ ଲାଗି ଗୋଟିଏ ଲୋକସଭା ଏବଂ ୫ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମଏମ) ସୁପ୍ରିମୋ ଶିବୁ ସୋରେନଙ୍କ କନ୍ୟା ଅଞ୍ଜଳୀ ସୋରେନ ମୟୂରଭଞ୍ଜ…

କେନ୍ଦ୍ରର ବଡ଼ ବଡ଼ ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ନବୀନ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରୁ ବୁଧବାର ଦିନ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି । ଗଞ୍ଜାମର ପ୍ରିୟ ଭାଇ ଓ ଭଉଣୀମାନଙ୍କୁ ମୋର ନମସ୍କାର। ଆପଣମାନଙ୍କ ଭଲ ପାଇବା ମୋତେ ଏଠାକୁ ନେଇ ଆସିଛି। ଏତେ ଟାଣ ଖରା ପରେ ବି ଆପଣମାନେ…

ସମ୍ବଲପୁର ଲୋକସଭା ଆସନ: ପୂର୍ବତନ ବଲାଙ୍ଗୀର ସାଂସଦ ଶରତ ପଟ୍ଟନାୟକ କଂଗ୍ରେସ ପ୍ରାର୍ଥୀ ଭାବେ ଘୋଷିତ

ଭୁବନେଶ୍ୱର: କଂଗ୍ରେସ କେନ୍ଦ୍ରୀୟ କମିଟି ବୁଧବାର ଦିନ ଓଡ଼ିଶାର ଗୋଟିଏ ଲୋକସଭା ଏବଂ ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପୂର୍ବତନ ବଲାଙ୍ଗୀର ସାଂସଦ ଶରତ ପଟ୍ଟନାୟକଙ୍କୁ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି । ବରିଷ୍ଠ କଂଗ୍ରେସ ନେତା ଶରତ…

ନିର୍ବାଚନ ୨୦୧୯: ରାଜ୍ୟସଭା ସାଂସଦଙ୍କୁ ଟିକଟ ଦେଇ ବିଜେପିକୁ ଟକ୍କର ଦେଲେ ନବୀନ

ଭୁବନେଶ୍ୱର: ରାଜନୀତି ପଶାପାଲିରେ ଗୋଟି ଚାଳନା କରିବାରେ ନବୀନ ବେଶ୍ ସିଦ୍ଧହସ୍ତ, ସେ ଭିନ୍ନ ଭିନ୍ନ ପରିସ୍ଥିତିରେ ନିଜର ଅନେକ କୌଶଳ ପ୍ରଦର୍ଶନ କରି ଅନେକ ନିର୍ବାଚନ ବୈତରଣୀ ପାରି ହୋଇଛନ୍ତି । ନିର୍ବାଚନ ସମୟରେ ସମସ୍ତ ଆସନରେ ଉପଯୁକ୍ତ ପ୍ରାର୍ଥୀ ଚୟନ କରିବାରେ କେବେ ବି ଅବହେଳା…

ବଲାଙ୍ଗିରରେ ଇସ୍ତଫା ଦେଲେ ୯ କଂଗ୍ରେସ ନେତା

ବଲାଙ୍ଗିର : ଆଗାମୀ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ବଲାଙ୍ଗିରରୁ ପ୍ରାୟ ୯ ଜଣ କଂଗ୍ରେସ ନେତା ଦଳ ଛାଡିଛନ୍ତି, ଯାହାଫଳରେ କଂଗ୍ରେସକୁ ବଡ ଝଟକା ଲାଗିଥିବା ନେଇ ରାନୈତିକ ମହଲରେ ଚର୍ଚ୍ଚା ହେଉଛି । ବଲାଙ୍ଗିରରୁ ଅନେକ ବରିଷ୍ଠ ନେତାମାନଙ୍କ ସହ ଓପିସିସି ଜେନେରାଲ ସେକ୍ରେଟେରୀ…

ମନ ପରିବର୍ତ୍ତନ କଲେ ଜେବିଙ୍କ ପୁଅ, ଲଢିବେନି ବେଗୁନିଆରୁ ନିର୍ବାଚନ

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ବେଗୁନିଆ ବିଧାନସଭା ଆସନରୁ ନିର୍ବାଚନ ଲଢିବା ନେଇ ଅନିଚ୍ଛା ପ୍ରକାଶ କରିଛନ୍ତି । ଅଖିଳ ଭାରତୀୟ କଂଗ୍ରେସ କମିଟିର କେନ୍ଦ୍ରୀୟ ନିର୍ବାଚନ କମିଟି ମଙ୍ଗଳବାର ରାତିରେ ପ୍ରାର୍ଥୀ ଚୟନ…

ଜାଣନ୍ତୁ, କେଉଁ କାରଣ ଲାଗି ଅବିବାହିତ ରହିଗଲେ ମାୟାବତୀ…

ନୂଆଦିଲ୍ଲୀ : ସମାଜର ଲୋକମାମାନଙ୍କ ସେବା କରିବା ପାଇଁ ଚାହୁଁଥିବାରୁ ମୁଁ ଆଜୀବନ ଏକୁଟିଆ ରହିବା ପାଇଁ ନିଷ୍ପତ୍ତି ନେଇଥିଲି ବୋଲି ବହୁଜନ ସମାଜବାଦୀ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀ ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟ ପାଠ ପତ୍ରରେ ଏକ ପିଟିସନର ଜବାବ…

ବିଜେପିରେ ଯୋଗଦେଲେ ନାବାର୍ଡର ପୂର୍ବତନ ସିଜିଏମ୍

ଭୁବନେଶ୍ୱର : ନାବାର୍ଡର ପୂର୍ବତନ ସିଜିଏମ୍ କେସି ପାଣିଗ୍ରାହୀ ଆଜି ଭାରତୀୟଜନତା ପାର୍ଟି (ବିଜେପି)ର ପାର୍ଟି କାର୍ଯ୍ୟାଳୟରେ ବିଧିବିଦ୍ଧ ଭାବେ ଯୋଗ ଦେଇଛନ୍ତି । ସେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ବିଜେପିର ବରିଷ୍ଠ ନେତା…

ଆଜି ମୁଖ୍ୟମନ୍ତ୍ରୀଙ୍କ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଦଳୀୟ ପ୍ରଚାର ଆରମ୍ଭ

ଭୁବନେଶ୍ୱର: ଶାସକ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ତଥା ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ନିର୍ବାଚନୀ ପ୍ରଚାର ଆରମ୍ଭ ହେବ । ଏଠାରେ ବିଜେପି ଓ କଂଗ୍ରେସ ପୂର୍ବରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରି ଦେଇସାରିଛନ୍ତି ।…

କଟକରୁ ପଞ୍ଚାନନ, ବେଗୁନିଆରୁ ଜାନକୀ ପଟ୍ଟନାୟକଙ୍କ ପୁଅ କଂଗ୍ରେସ ପକ୍ଷରୁ ଲଢିବେ

ନୂଆଦିଲ୍ଲୀ/ଭୁବନେଶ୍ୱର: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର କେନ୍ଦ୍ରୀୟ ନିର୍ବାଚନ କମିଟି ମଙ୍ଗଳବାର ବିଳମ୍ବିତ ରାତିରେ ଓଡ଼ିଶାର ୨ଟି ଲୋକସଭା ଏବଂ ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ଘୋଷିତ ତାଲିକା ଅନୁଯାୟୀ, ଯାଜପୁର ସଂରକ୍ଷିତ ଲୋକସଭା ଆସନରୁ…