Latest Odisha News
Browsing Category

ଆଲେଖ୍ୟ

ହଜିଯାଉଥିବା ମଧୁ ଆଦର୍ଶ ଓ ବିଚାରଧାରା

ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ବିଭୁ ପ୍ରସାଦ ତ୍ରିପାଠୀଙ୍କ ଆଲେଖ୍ୟ  ସାରା ରାଜ୍ୟରେ ଅସାଧାରଣ ପ୍ରତିଭା ସଂପନ୍ନ ଆଇନଜ୍ଞ ଚରମ ଜାତୀୟତାବାଦୀ ମହାର୍ଘ ଓ ମହନୀୟ ବ୍ୟକ୍ତିତ୍ୱ ଉତ୍କଳ ଗୈାରବ ମଧୁସୂଦନଙ୍କ ଜନ୍ମ ଜୟନ୍ତୀକୁ ଆଇନଜୀବି ଦିବସ ଭାବେ ବିଭିନ୍ନ ବାର୍‌ ଆସୋସିଏସନ୍…

ଆଲୁଅ ତା’ର କି ମନୋହର

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ବୟସ ବଢ଼ିବାର ଅର୍ଥ କେବଳ ସୀମିତ ଜୀବନର ବର୍ଷଗୁଡ଼ିକ ବିଷୟରେ ବିତର୍କ କରିବା ନୁହେଁ । ବରଂ ବୁଝାମଣାକୁ ଆସିବା ଯେ ଆମେ ଯାହା କରିବାକୁ ଚାହୁଁଛୁ ତାହା କରିବା ଓ ଆମ ଜୀବନର ସର୍ବୋଚ୍ଚ ଲକ୍ଷ୍ୟ ହାସଲ କରିବା ‌। ଆମ ମନର ସମସ୍ତ ଅସୂୟା, ସଂଦେହ, ଈର୍ଷା,…

ସ୍ୱାସ୍ଥ୍ୟସେବା ସୁବିଧାରୁ ବଞ୍ଚିତ ଗ୍ରାମାଞ୍ଚଳ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଯେକୌଣସି ଦେଶର ବିକାଶ ପ୍ରଥମେ ତା'ର ସ୍ୱାସ୍ଥ୍ୟ ଓ ଶିକ୍ଷା ସେବାରୁ ପ୍ରତୀୟମାନ ହୋଇଥାଏ । ସ୍ୱାସ୍ଥ୍ୟ ଓ ଶିକ୍ଷା ଉଭୟ ହିଁ ଦେଶର ପ୍ରମୁଖ ସମ୍ପଦ `। ସ୍ୱାସ୍ଥ୍ୟ ଓ ଶିକ୍ଷା ବିନା ଦେଶରେ ଉନ୍ନତି ଅସମ୍ଭବ । ସମଗ୍ର ଭାରତ ସ୍ୱାସ୍ଥ୍ୟ ସେବାର…

ଛଅକାଣ୍ଡର ରାମାୟଣ ଓ ନିର୍ଦ୍ଦୋଷ ରାମ

ରାମ ନବମୀ ଉପଲକ୍ଷେ ଅସିତ କୁମାର ପଣ୍ଡାଙ୍କ ଆଲେଖ୍ୟ  ପୁରୁଷୋତ୍ତମ ଶ୍ରୀରାମଙ୍କୁ ସନାତନ ଧର୍ମ ରେ ବିଷ୍ଣୁଙ୍କ ସପ୍ତମ ଅବତାର ବୋଲି ଗ୍ରହଣ କରାଯାଏ । ଆଜି ବି ସତ୍ୟ ଧର୍ମ ନ୍ୟାୟଦ୍ୱାରା ପ୍ରଜାମାନଙ୍କୁ ଉତ୍ତମ ଶାସନ ପ୍ରଦାନ କରିବା ଅର୍ଥରେ ରାମ ରାଜ୍ୟର ପରିକଳ୍ପନା କରାଯାଏ । କହିବା…

ଆଡେନୋଭାଇରସ୍ ସଂକ୍ରମଣ ଚିନ୍ତା

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ସାମ୍ପ୍ରତିକ ସମୟରେ, ଥଣ୍ଡା ଓ ଜ୍ୱର ଯୋଗୁଁ ପିଲାମାନଙ୍କର ମୃତ୍ୟୁ ଅନେକ ଲୋକଙ୍କୁ ଦୁଃଖ ଓ ଚିନ୍ତିତ କରିଛି । ପ୍ରତିବର୍ଷ ଶୀତର ଶେଷ ଓ ଗ୍ରୀଷ୍ମ ଆରମ୍ଭ ମଧ୍ୟରେ ପାଣିପାଗ ପରିବର୍ତ୍ତନ ସମୟରେ ଥଣ୍ଡା ଓ ଜ୍ୱର ସହିତ ଶରୀରର ବିଭିନ୍ନ ପ୍ରକାରର ସମସ୍ୟା…

ମୁଁ ଆଇପିଏସ ଛାଡ଼ି ବିଜେପିରେ ଯୋଗ ଦେବାକୁ କାହିଁକି ନିଷ୍ପତି ନେଲି

ବସନ୍ତ ରଥ  କାରଣ ଏକ ନିର୍ଦ୍ଧିଷ୍ଟ ବର୍ଷରେ ଯେତେବେଳେ ଶ୍ରୀନଗରରେ ଶହ ଶହ ଲୋକଙ୍କର ଜୀବନ ଯାଉଥିଲା, ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏଭଳି ପ୍ରାଣହାନୀକୁ ରୋକିବାକୁ କୌଣସି ପ୍ରଚେଷ୍ଟା ତ କରି ନଥିଲେ, ବରଂ ଦୁବାଇରୁ ଆମଦାନୀ ରେନବୋ ବ୍ରାଣ୍ଡର କ୍ଷୀର ତାଙ୍କୁ ସେଦିନ କାହିଁକି ମିଳିନି ବୋଲି…