Latest Odisha News

BREAKING NEWS

Browsing Category

ଚେତନାର ଚୌହଦୀ’

ସାଧୁଙ୍କ ନିୟମ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ଜଣେ ସାଧୁ ଥିଲେ, ଥରେ ସେ ଏକ କୃଷକ ଘରକୁ ଯାଇଥିଲେ । କୃଷକଟି ତାଙ୍କୁ ବହୁତ ସେବା କଲା । ସାଧୁ ତାଙ୍କୁ ପ୍ରତିଦିନ ନାମ ଜପ କରିବାର କିଛି ନିୟମ କହିଲେ । କୃଷକଟି କହିଲା, ପ୍ରଭୁ! ମୁଁ ସମୟ ପାଇ ପାରୁନାହିଁ । ସାଧୁ କହିଲେ-…

ଚିନ୍ତନ ମନନ : ଧ୍ୟାନ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ଏକ ବିଷୟରେ ଏକାଗ୍ର ଚିନ୍ତନ ମନନ : ଧ୍ୟାନ । କୌଣସି ଦେବତାଙ୍କୁ ମବ ଜପ କରିବା ପୂର୍ବରୁ ସେ ଦେବତାଙ୍କର ରୂପ ଧ୍ୟାନ କରାଯାଏ । ଧ୍ୟାନଦ୍ୱାରା ଉକ୍ତ ଦେବତାଙ୍କ ରୂପ ମନ୧⁄୨କ୍ଷୁରେ ପ୍ରତିଭାତ ହୁଏ । ଯୋଗର ଆଠଗୋଟି ଅଙ୍ଗ ମଧ୍ୟରୁ…

ତଥାସ୍ତୁ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ଭଗବାନ ହେଉଛନ୍ତି ସୃଷ୍ଟି କର୍ତ୍ତା । ତାଙ୍କରି ଅନୁସାରେ ମନୁଷ୍ୟର ଭାଗ୍ୟ ର୍ଦ୍ଧାରିତ ହୁଏ । ମନୁଷ୍ୟର ଭାଗ୍ୟ... ଇଶ୍ୱରଙ୍କ ଅନୁଯାୟୀ ଲିଖିତ । ଏହାକୁ କେହି ବଦଳାଇ ପାରିବେ ନାହିଁ । କିନ୍ତୁ ଆପଣମାନେ କେବେ ଅନୁଭବ କରିଛନ୍ତି…

ପ୍ରଜାନୁରଞକ ରାଜା

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ଜଣେ ରାଜା ଥିଲେ ଅତ୍ୟନ୍ତ ପ୍ରଜା ବତ୍ସଳ ନ୍ୟାୟ ପ୍ରିୟ ଏବଂ ଧାର୍ମିକ ପ୍ରକୃତିର। ସେ ପ୍ରତିଦିନ ଶନି ଦେବଙ୍କୁ ପୂଜାପାଠ ଓ ସ୍ତୁତି କରୁଥିଲେ । ଦିନେ ଶନି ଦେବ ଅତ୍ୟନ୍ତ ପ୍ରିତ ହୋଇ ତାଙ୍କୁ ଦର୍ଶନ ଦେଲେ ଏବଂ କହିଲେ - ହେ ରାଜନ !…

ଶିବଙ୍କର ବାଲ୍ୟରୂପ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ବିଷ୍ଣୁ ପୁରାଣରେ ଶିବଙ୍କ ବାଲ୍ୟ ରୂପ ବର୍ଣ୍ଣିତ । ବିଷ୍ଣୁଙ୍କ କାନ ମଇଳା ରୁ ଜନ୍ମ ହୋଇଥିବା ମଧୁ-କଟଭ ରାକ୍ଷସର ବଧ ପରେ, ବ୍ରହ୍ମା ସୃଷ୍ଟିର ରଚନା କରିଥିଲେ । ସୃଷ୍ଟି ପାଇଁ ବ୍ରହ୍ମାଙ୍କ ଏକ ସନ୍ତାନ ଆବଶ୍ୟକ ଥିଲା। ଏଥିପାଇଁ ସେ…

ସମୟ ଓ ଭାଗ୍ୟ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ସତରେ କଣ ଭାଗ୍ୟ ବୋଲି କିଛି ଥାଏ ? ନା ଭାଗ୍ୟକୁ ଦାୟୀ କରି ମଣିଷ ନିଜ ଦାୟିତ୍ଵ ଓ କର୍ତ୍ତବ୍ୟରୁ ଓହରି ଆସି ଥାଏ । ନା ଭାଗ୍ୟ ନାଁ ରେ ଏକ ବାହାନା ଖୋଜିଥାନ୍ତି । ସମୟେ ସମୟେ ମଣିଷ କୁହେ - କ'ଣ କରିବା ମୋର ଭାଗ୍ୟ ରେ ନାହିଁ !…

ଆତ୍ମ-ଦର୍ଶନ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଆତ୍ମା ଦ୍ୱାରା ଆତ୍ମାର ଦର୍ଶନ । ଯେଭଳି ମନୁଷ୍ଯ ତାର ପ୍ରତିବିମ୍ବକୁ ଦର୍ପଣରେ ଦର୍ଶନ କରେ । ସେଇଭଳି ପ୍ରେକ୍ଷାଧ୍ୟାନ ସାଧନା ଦ୍ୱାରା ଆତ୍ମାକୁ ସୁକ୍ଷ୍ମ ଭାବରେ ଅନୁଭବ କରେ । ପ୍ରକୃତ ଆତ୍ମ ଜ୍ଞାନୀମାନେ ଦେହlଭିମାନରୁ…

ପ୍ରାରବ୍ଧ 

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ପୂର୍ବ କର୍ମର ଆଧାର ଉପରେ ପ୍ରାଣୀମାନଙ୍କର ଭାଗ୍ୟ ନିୟନ୍ତ୍ରିତ । ଯାହା ଆମେ ଭୋଗ କରୁଛେ, ତାହା ଆମର ପ୍ରାରବ୍ଧ । ଥରେ ଏକ ବିଚିତ୍ର ଘଟଣା ଦେଖିଲି । ଦୁଇ ଗୁରୁ ଭାଇଙ୍କ ମଧ୍ୟରେ ଝଗଡା ହୋଇଗଲା । ପ୍ରଥମେ ଯୁକ୍ତି ତର୍କ ତା'ପରେ…

ସର୍ବୋଚ୍ଚ ଅନୁଗ୍ରହ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଅନ୍ୟର ଦୁଃଖ ଦେଖି ଯେଉଁ ମନୋବେଗ ସୃଷ୍ଟି ହୁଏ ତାହା ଅନୁଗ୍ରହ । ସମସ୍ତ ପ୍ରକାରର ପ୍ରତିକୂଳ ପରିସ୍ଥିତି ଓ ବିପଦକୁ ଦୂର କରି ଯିଏ ସାହାଯ୍ୟ କରେ, ଈଶ୍ୱର ତା ଉପରେ ସନ୍ତୁଷ୍ଟ ହୁଅନ୍ତି ଓ ତାକୁ ସାହାଯ୍ୟ କରନ୍ତି । ଜଣେ ବ୍ୟକ୍ତି…