Latest Odisha News

BREAKING NEWS

Browsing Category

ଭାଷା ଭାଗବତ

ଭାଷା ଭାଗବତ : ଦୁଇମୁଖୀ ବିଚାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନା କି ହଁ କଲେ ଉଚ୍ଚାରଣ ବିରୋଧ ଅବା ସମର୍ଥନ ରୂପେ ତା ହୋଇଥାଏ ଗଣ୍ୟ ତେଣୁ ମୁଁ ରହିଥାଏଁ ମୌନ ଜଳ ସ୍ଥଳ ଓ ଦିନ ରାତି ଜନ୍ମ ମୃତ୍ୟୁ ଓ ଘୃଣା ପ୍ରୀତି ପାପ ପୁଣ୍ୟ ଓ ଦଂଭ ଭୀତି ଦ୍ବିରୂପୀ ଚିଂତା କରେ କ୍ଷତି…

ଭାଷା ଭାଗବତ : ଜ୍ଞାନାଧାର ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପୁସ୍ତକ ନୁହେ ଜ୍ଞାନଘର ଗ୍ରଂଥ ବି ନୁହେ ଜ୍ଞାନାଧାର ଶାସ୍ତ୍ରୋକ୍ତ ନୀତି ଓ ବିଧାନ ହୋଇନାହାଂତି ଚିରଂତନ ଯେତେ ଶୀଘ୍ର ବଦଳେ ମନ ସେତେ ଚଂଚଳ ବହିମାନ କେହି ତ କରେନି ଲିଖନ ମୁଦ୍ରଣ ଆଉ ପ୍ରକାଶନ ଜ୍ଞାନାଗ୍ରହୀ…

ଭାଷା ଭାଗବତ : ସ୍ବଇଚ୍ଛା ଲିଖନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶବ୍ଦକୋଷଟେ ପାଶେ ରଖି ପାଠକ ସାହିତ୍ୟ ପଢ଼େ କି? ଲେଖକେ ବୁଝି ଏହି ପ୍ରଶ୍ନ କରଂତୁ ସ୍ବଇଚ୍ଛା ଲିଖନ କାହାକୁ କିଛି ନ ପଚାରି ନିଜର ମନରେ ବିଚାରି ଲେଖକେ କରି ବାରଂବାର ହୋଇଲେ ଲିଖନ ତତ୍ପର ପାଠକେ କରଂତି…

ଭାଷା ଭାଗବତ : କଳ୍ପିତ ନିଃସଂଗତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 'ଭାଷା ଭାଗବତ' ଦେହ-ଯାନରେ ଥାଇ ଆତ୍ମା କରେ ବ୍ରହ୍ମାଂଡ ପରିକ୍ରମା କେ ନୁହେ ନିଃସଂଗ ବାଟୋଇ ଆଲୋକ ଥିଲେ, ଦିଶେ ଛାଇ ଘୋଟିଲେ ପୂର୍ଣ ଅଂଧକାର ଛାଇ ହୁଏନି ଛାଏଁ ଦୂର ଅଦେଖା ପବନ ସଦୃଶ ଦେହ ସହିତ କରେ ବାସ ଛାଇ ନୁହଇ ଅଣାକାର…

ଭାଷା ଭାଗବତ : ମତାଂଧ ନିର୍ବୋଧ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୨୦୫ ସବୁ ବାଦର ସମନ୍ବୟ ସଂଭବ ହୋଇଲେ ନିଶ୍ଚୟ ବାଦୀଏ ହୋଇ ଭାଗ ଭାଗ କରିବେନାହିଁ ଅଭିଯୋଗ କିଂତୁ ହୋଇଲେ ମତାଧୀନ ବ୍ୟକ୍ତିଟେ ହୁଏନି ସ୍ବାଧୀନ ହୋଇ ମତର ବଶବର୍ତୀ କରିଚାଲେ ବିଶ୍ବର କ୍ଷତି ବିଶ୍ବବାସୀଂକ ମନୋବଳ କ୍ରମଶଃ…

ଭାଷା ଭାଗବତ: ଭାଷାର ଲକ୍ଷଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୨୦୪ ଭାଷାର ନାହିଁ ଜନ୍ମଦିନ ତାହା ମନର ଉଦ୍‌ଭାବନ ଧ୍ବନି ଓ ରୂପ ଭିନ୍ନ ଭିନ୍ନ ହେବା ତହିଁର ମୁଖ୍ୟ ଗୁଣ ସଂପର୍କ ରହିଲେ ପ୍ରଭାବ ଗ୍ରହଣ କରିବା ସ୍ବଭାବ ଯେଣୁ ଭାଷାର ଅଂତର୍ଗତ ପ୍ରତ୍ୟେକ ଭାଷା ସମନ୍ବିତ ବହୁ ଉତ୍ସରୁ ଶବ୍ଦ…

ଭାଷା ଭାଗବତ : ଅସରଂତି ସୁଖ ଶାଂତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୨୦୩ ଯାହା ପାଇଲି ଖାଇ ଗଂଡେ ଦେହରେ ଢାଂକି ଲୁଗା ଖଂଡେ ସ୍ବନାମ ଧରି ନିଜ ତୁଂଡେ ହାତେ ମାପି ଚାଲେଁ ଚାଖଂଡେ ଭାବ ବୋକଚା ବୋହି ମୁଂଡେ ଗାଆଁ ଗଳି ଓ ରାଜ ଦାଂଡେ କେହି କହିଲେ ' ରହ ଦଂଡେ ' ମୋର ସଂକଳ୍ପ ଟିକେ ଛିଂଡେ ପାଇଲେ…

ଭାଷା ଭାଗବତ : ଭାଷା ସଂଭାଳେ ନିଜ ସତ୍ତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୨୦୨ ଭାଷାରେ ତୁମର ଓ ମୋର ଅଛି ସମାନ ଅଧିକାର ଯେ କରୁଁ ଯେମିତି ବେଭାର ଉଭୟେ କରିବା ସ୍ବୀକାର କେହି କାହାକୁ କୈଫିୟତ ମାଗିବା ଯେଣୁ ଅବାଂଛିତ ଭାଷୀଏ ପୋଷି ରୁଚି, ମତ ହୁଅଂତି ନିତି କର୍ମରତ ଯାହାର ଯେଉଁପରି ରୁଚି କାମ ସେ…

ଭାଷା ଭାଗବତ : କବିତା ବିଶ୍ବବ୍ୟାପୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୨୦୧ ନିଜକୁ କବି ମନେ କରି ଭାଷାରେ ଭାବ ଦେଲେ ଭରି ତାହା କବିର ନିଜ ଚିଂତା ଶବ୍ଦରେ ଗଠିତ କବିତା ତହିଁରେ ଲୁଚିଥିଲେ ଭାବ ପାଠକ କରେ ଅନୁଭବ ଘଟିଲେ ତା'ର ଭାବାଂତର କବିତା ହୁଏ ପାଠକର କବିର ବିଶିଷ୍ଟ ସ୍ବାକ୍ଷର ପାଠକ ଦେଖି…

ଭାଷା ଭାଗବତ : ବ୍ୟକ୍ତିମତ ହିଁ ଜନମତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୨୦୦  ତଥ୍ୟର ମହା ବିସ୍ଫୋଟନ ହେତୁ ଏବେ ଲୋକଂକ ମନ କରୁନି ଏକାଗ୍ର ଚିଂତନ ଘଟୁଛି ଭାବ ସଂକୋଚନ ଗଣ ମାଧ୍ଯମ କରେ ସ୍ଥିର କିପରି ପ୍ରସଂଗ ବିଚାର କରିବେ ଜନସାଧାରଣ ସ୍ବାଧୀନ ଚିଂତା ହେବ କ୍ଷୁଣ୍ଣ ଲୋକଂକ ଗମନାଗମନ ଜ୍ଞାନୀଂକ…