Latest Odisha News

BREAKING NEWS

Browsing Category

ଭାଷା ଭାଗବତ

ଭାଷା ଭାଗବତ : ଶବ୍ଦର ଗଠନ ପ୍ରକ୍ରିୟା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୮  ଗଠନ ପ୍ରକ୍ରିୟା ଶବ୍ଦର ଯୋଗ ଓ ବିଯୋଗ ନିର୍ଭର ' ବି ' ଯୁକ୍ତ ହେବା ହେତୁ ' ଯୋଗ ' ସଂଭୂତ ହୁଅଇ ' ବିଯୋଗ ' ତଦ୍ରୂପ ' ସୁଯୋଗ, ଦୁର୍ଯୋଗ ଅଭିଯୋଗ ଓ ଉପଯୋଗ ' ' ତତ୍ତ୍ବ ' ରୁ ' ତ୍ବ ' ନେଲେ ଫେଡ଼ି ' ତତ୍‌ ' ଏକାକୀ…

ଭାଷା ଭାଗବତ : ସତ୍ୟାସୀନ ବ୍ୟକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୬  ସତ୍ୟକୁ ଦେଖୁଁ, ବୁଝୁଁ, ଜାଣୁଁ ଅସତ୍ୟ କଥା ଶୁଣି ମାନୁଁ ଏପରି ବୋକାମିରୁ ମୁକ୍ତି ପାଇବା ଚେଷ୍ଟା କରୁ ବ୍ୟକ୍ତି ବ୍ୟକ୍ତିକୁ ଶକ୍ତି ଦେଉ ବ୍ୟକ୍ତି ଯାହାକୁ କରୁଛୁଁ ଗୁହାରି ସେ କଥା ଶୁଣେନି କାହାରି ତେବେ ବି କରୁଛୁଁ…

ଭାଷା ଭାଗବତ : ଶାଂତି ସଭିଂକ ଅଧିକାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୫   ମନରେ ଉକୁଟିଲେ ଚିଂତା ଅଶାଂତ ହୁଏ ବ୍ୟକ୍ତି ସତ୍ତା ଚିଂତାକୁ କରିଲେ ଅକ୍ଷର ଅଶାଂତି ଆପେ ହୁଏ ଦୂର କଥାରୁ ଜାତ ହୁଏ କଳି ଲେଖିଲେ ଭାବନା ସଂଭାଳି ସ୍ବଭାଷା ପଡ଼େନାହିଁ ଟଳି ଦେଖାଏ ଭାବର ବର୍ଣାଳି ଚାହୁଁଛୁଁ ଯଦି ସୁଖ,…

ଭାଷା ଭାଗବତ : ବହିପଢ଼ା ଅଭ୍ୟାସ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୪  ଲୋକେ ତ କଥା ଶୁଣି, କହି ମଜାରେ ଥାଂତି ଏଠି ରହି ପରୀକ୍ଷା ଦେବାର ତ ନାହିଁ କିଆଁ ପଢ଼ିବେ କେଉଁ ବହି ? ବହିରେ ଲେଖା କଥା ଶୁଣି ମାନି ଚଳିଲେ, ନାହିଁ ହାନି ପର ବଚନ କହି ଜ୍ଞାନୀ ସହଜେ ହୋଇଥାଂତି ଧନୀ ସହଜ ଧନାର୍ଜନ…

ଭାଷା ଭାଗବତ : ସ୍ବଲିପି ରକ୍ଷା ଦୀକ୍ଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୩  ଯାହାର ନାହିଁ ଧନ, ଜନ କରେନି ଆତ୍ମ ବିଜ୍ଞାପନ ତାହାର ଏକନିଷ୍ଠ ମନ କରଇ ଅସାଧ୍ୟ ସାଧନ ଏପରି ବ୍ୟକ୍ତି କେତେ ଜଣ ଥିବାରୁ ଲିପି ବିଲୋପନ ଏଯାଏଁ ହୋଇ ପାରିନାହିଁ ଯା ହେଉ ଅଛି ଜିଇଁ ରହି ଉଦ୍‌ଭାବନକାରୀଂକୁ ଖୋଜି…

ଭାଷା ଭାଗବତ : କାଳାଧୀନ ଏ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୨  ନିରୂପ କାଳ ବାୟୁ ହୋଇ ପଶେ ଜୀବନ ଶ୍ବାସ ହୋଇ ତତ୍କାଳ ଯାଏ ତା ବାହାରି ବିଶ୍ବକୁ ରଖିଛି ଆବୋରି ମୁହିଁ ବିଶ୍ବର ଅଂତର୍ଗତ ଏହା ହିଁ ସର୍ବମୂଳ ସତ୍ୟ ପବନ କରେ ଯାତାୟାତ ତେଣୁ ମୁଁ ରହିଛିଁ ଜୀବିତ କାଳର…

ଭାଷା ଭାଗବତ : ଭାଷା ସହ ହେଉଁ ଯୋଡ଼ି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୧ ଆଉ ବେଶି ଶିଖିନୁ କରି ବଂଚିଅଛୁଁ ସ୍ବଭାଷା ଧରି ଆମେ ଦିନେ ଗଲେ ବି ମରି ଜିଇଁରହୁ ଭାଷା ଆମରି ଧନ, ଦ୍ରବ୍ୟ ପଛରେ ପଡ଼ି ନିଜ ଭାଷା ଦେଉଛୁଁ ଛାଡ଼ି ଆପେ ଭାଷା ପାରେନି ବଢ଼ି ଲୋଡ଼ାପଡ଼େ ଅକ୍ଷର ଧାଡ଼ି ସାହିତ୍ୟ ଅକ୍ଷର ନିର୍ଭର…

ଭାଷା ଭାଗବତ : ଭବନ ଭାବନା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୦  ଭବନ ସବୁ ଆଧୁନିକ ଭାବନା ଅତୀତ ସ୍ତାବକ ସଭିଏଁ ବିଶ୍ବକର୍ମାଶ୍ରୟୀ ଅନ୍ୟ ଦେବଂକ ଚିଂତା ନାହିଁ ବସ୍ତୁକୁ ଖଂଜିଲେ ନିର୍ମାଣ ନିର୍ଜୀବ କାଠ ଓ ପାଷାଣ ସ୍ଥିର, ନିଶ୍ଚଳ ଆଉ ମୌନ ହୋଇରହଂତି ଚିରଦିନ ଭବନେ କର୍ମଚାରୀ ଜନ…

ଭାଷା ଭାଗବତ : ଲିଖନ ବୈରାଗ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୯ ଧନ୍ୟ ମୋ ହାତର ଆଂଗୁଠି ଲେଖିଲା ବେଳେ ଏଠି ସେଠି ବାଜି ହୁଏ ଅନେକ ତ୍ରୁଟି ପାଠକେ ଭିଡ଼ଂତି ମୋ ଚୁଟି ଏକ ଶବ୍ଦର ବହୁ ରୂପ ପ୍ରତିଟି ଦେଖାଂତି ପ୍ରକୋପ ଅନିବାର୍ଯ୍ୟ କି ଅନିର୍ବାଯ୍ୟ ବାଛିବା ହୁଏ ମୁଖ୍ୟ କାର୍ଯ କେଉଁଟି…