Latest Odisha News

BREAKING NEWS

Browsing Category

ଭାଷା ଭାଗବତ

ଭାଷା ଭାଗବତ : ଶବ୍ଦବୀଜ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୮ ଶବ୍ଦକୁ ବୀଜ ପରି ବୁଣ ଯଦି ହୋଇବ ଅଂକୁରଣ ଭାଷୀଏ କରିବେ ଗ୍ରହଣ ନ ହେଲେ ବ୍ୟର୍ଥ ହେଲା ଜାଣ ନୂତନ ଶବ୍ଦର ଗଠନ କରିଜାଣଂତି ଜ୍ଞାନୀଗଣ ଦୀର୍ଘକାଳୀନ ପ୍ରଚଳନ କରଂତି ଜନସାଧାରଣ ଅସଂଖ୍ୟ ବୈଷୟିକ ଶବ୍ଦ…

ଭାଷା ଭାଗବତ : ଜ୍ଞାନର ନିବାସ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୭ ଉଡ଼ା ଗୁଜବ, ଗଢ଼ା ବାର୍ତା ପୂରିତ ହୁଏ ଯାହା ମଥା ତତ୍ତ୍ବ ଓ ଜ୍ଞାନଯୁକ୍ତ କଥା ଠାରୁ ସେ ରଖଇ ଦୂରତା ନ କଲେ ଜ୍ଞାନର ସଂଧାନ ଦିଶେନି, ଶୁଣେନାହିଁ କାନ ଅନାୟାସରେ ପ୍ରାପ୍ତ ତଥ୍ୟ ମନ ସକାଶେ ନୁହେ ତଥ୍ୟ ଅଜ୍ଞାନ…

ଭାଷା ଭାଗବତ : ସ୍ମୃତି ନୁହେ ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୬ ଜ୍ଞାନାନୁଯାୟୀ କରୁଁ କର୍ମ ସଂଭାଳି ରଖୁଁ ଜୀବଧର୍ମ ଜ୍ଞାନ ନ ହେଉ ସ୍ମୃତିଧନ କାମରେ ଲାଗୁ ପ୍ରତିଦିନ ଗଚ୍ଛିତ ଜ୍ଞାନର ଭଂଡାର କରେନି କାହା ଉପକାର କେବଳ ବୌଦ୍ଧିକ ବିଳାସ କରେ ବ୍ୟକ୍ତିର ସତ୍ତାନାଶ ଯାହାକୁ…

ଭାଷା ଭାଗବତ : ପ୍ରାଚୀନ, ନୂତନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୫ ଭାଷାରେ ଯାହା ବି ପ୍ରାଚୀନ ସେ ସବୁ କରିବା ବର୍ଜନ ... ଏ ମତ ନୁହେ ଗ୍ରହଣୀୟ ସମନ୍ବୟ ହିଁ ସ୍ପୃହଣୀୟ ଯାହା ବି ଦେଇଛି ପ୍ରାଚୀନ ତହିଁରେ ନୂଆ ସଂଯୋଜନ ଅଥବା କିଛି ସଂଶୋଧନ କରିବା ଭାଷାଭାଷୀଗଣ ଦ୍ବିମୁଖୀ…

ଭାଷା ଭାଗବତ : ଭାଷା ସମନ୍ବୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୩  ପ୍ରାଚୀନ ସହିତ ନୂତନ ଭାଷାରେ କରେ ଅବସ୍ଥାନ କିଛି ବି ହୁଏନି ନିଶ୍ଚିହ୍ନ ଏହା ହିଁ ଅକ୍ଷରର ଗୁଣ ସବୁ କାଳର ସମନ୍ବୟ ଭାଷାରେ ଚଳେ ଅହରହଃ କାଳୋତ୍ତୀର୍ଣ ଓ ସ୍ଥଳୋତ୍ତୀର୍ଣ ହୋଇ ବଢ଼େ ଲିପିର ମାନ ଯା ଥିଲା,…

ଭାଷା ଭାଗବତ : ସାହିତ୍ୟ ଭାବନା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୩  ଉଚିତ ଭାବରୁ ଔଚିତ୍ୟ ସହିତ ଭାବରୁ ସାହିତ୍ୟ ଏପରି ହୋଇଛି ବିଧାନ ନୁହେ ମତ କି ଅନୁମାନ ଉଦ୍ଧତ ଭାବରୁ ଔଦ୍ଧତ୍ୟ ତହିଁରେ ନାହିଁ ତିଳେ ସତ୍ୟ ତେଣୁ ତହିଁର ପ୍ରଦର୍ଶନ ନ ହୋଇପାରେ ସମୀଚୀନ ଲେଖକ ହେଲେ…

ଭାଷା ଭାଗବତ : ପୁସ୍ତକର ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୨ ସରଳରୈଖିକ ଚିଂତନ ଯୋଗୁଁ ସୁସ୍ଥିର ରହେ ମନ ଚକ୍ରବତ୍‌ ଘୂରି ବାରଂବାର ହୁଏନି କିଛି ଉପକାର ଜନ୍ମରୁ ମରଣ ପର୍ଯଂତ ଏଠୁ ଆରଂଭ ସେଠି ଅଂତ ଏହି ଗତିରେ ବ୍ୟତିକ୍ରମ ଜଗାଇଥାଏ ମନେ ଭ୍ରମ ଯାହାର ଯେପରି ସଂସ୍କୃତି ଚଳାଏ…

ଭାଷା ଭାଗବତ : ଗଠିତ ହେଲେ ସଂଗଠନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୧ ବଳିତାଟିଏ ଆପେ ପୋଡ଼ି ଅଂଧକାରକୁ ଦିଏ ତଡ଼ି ବ୍ୟକ୍ତିନିର୍ଭର ଏହି ଜାତି ଗୋଷ୍ଠୀ ଗଢିଲେ କରେ କ୍ଷତି ନୂତନ ଅନୁପମ ସଂଘ ବଳରେ ନୂଆ କାର୍ଯ ଢଂଗ ଚଳିଲେ ବଢ଼ିପାରେ ଆସ୍ଥା କିଂତୁ ଏ କାଳ୍ପନିକ କଥା କରି ଉଦ୍ଦେଶ୍ଯ…

ଭାଷା ଭାଗବତ : ହେଉଁ ଭାଷାଭକ୍ତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୦  ଶବ୍ଦଗଠିତ ଲେଖାମାନ କରିଲେ ସୂକ୍ଷ୍ମ ଅଧ୍ୟୟନ ତହିଁରୁ ଭାଷାଂଶ ଲକ୍ଷଣ କରିପାରିବା ବିଶ୍ଳେଷଣ ସର୍ବାଂଚଳରୁ ସଂଗୃହୀତ କଥିତ ଭାଷାର ଦୃଷ୍ଟାଂତ ମିଳିଲେ ଦିଶେ ଯେଉଁ ରୂପ ତାହା ହିଁ ଭାଷାର ସ୍ବରୂପ ଶୃଂଗରୁ ମୁହାଣ ପର୍ଯଂତ…

ଭାଷା ଭାଗବତ : କଥା ନିୟଂତ୍ରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୯ କଥା କହିଲେ ଅନର୍ଗଳ ଅବଶ୍ଯ ଉପୁଜେ କଂଦଳ କଥା କହିଲେ ମାପିଚୁପି ନିଷ୍ଫଳ ହୁଏନି କଦାପି ଭାବନା ଯାଏ ଯହିଁ ବ୍ୟାପି ଚେତନା ହୁଏ ବହୁମୁଖୀ କଳ୍ପନା ହୁଏ ବହୁରୂପୀ ଉଦ୍ଦେଶ୍ଯ ରହେନାହିଁ ଛପି ଭାଷାର ପ୍ରବହମାନତା…