Latest Odisha News

BREAKING NEWS

Browsing Category

ଅନୁବାଦ

ସେମାନଙ୍କ ପାଇଁ, ଯେଉଁମାନେ ପଢ଼ନ୍ତି ନାହିଁ

ମୂଳ ଇଂରାଜୀ : ସତ୍ୟା ଶରଣ  ଆମେ କିଛି ମହଲରେ ଚର୍ଚ୍ଚା ହେବାର ଶୁଣୁ ଯେ ଆଜିକାଲି ବହି ପଢିବାର ଅଭ୍ଯାସ କମିଆସିଲାଣି। ଆମେମାନେ ହୁଏତ ବର୍ଷ ବର୍ଷ ଧରି ଅସରନ୍ତି ବହି ପଢି ଆସିଛେ; କିନ୍ତୁ ଆମ ପିଲାମାନେ ସେହି ଧାରାର ନୁହନ୍ତି। ଦିନ ଆସିବ, ଯେତେବେଳେ ସେମାନଙ୍କ ନିଜ ପିଲାମାନେ ବି ବଡ଼…

ଅନୁବାଦ କବିତା : ତୁମେ କହିଥିଲ

ମୂଳ ବାଂଲା : ଶାମସୁର ରାହମାନ ଦାଉ ଦାଉ ହୋଇ ଜଳି ଯାଉଛି ନୂଆ ବଜାର ପୋଡ଼ି ଯାଉଛି ଦୋକାନ ଘର କାଠ, ଲୁହା ଓ ଅନ୍ୟ ଆସବାବ ପତ୍ର ମସଜିଦ ଓ ମନ୍ଦିର। ସାଙ୍ଘାତିକ ଭାବରେ ଜଳୁଛି ଚାରିପଟ ଘରଦ୍ୱାର ପୋଡ଼ି ଯାଉଛି ଶୁଆର ପିଞ୍ଜରା ରବୀନ୍ଦ୍ର ରଚନାବଳୀ, ମିଷ୍ଟାନ୍ନ ଭଣ୍ଡାର…

ଅନୁବାଦ ଗଳ୍ପ : ଉପହାର

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୫  ମୂଳ ପଞ୍ଜାବୀ: ସତୀନ୍ଦ୍ର ସିଂହ  ଲଣ୍ଡନ ‘ଟାଇମ୍ସ’ ପତ୍ରିକା ଉପରେ ଆଖି ବୁଲାଇ ଆଣୁ ଆଣୁ ତରଲୋକ୍‍ଙ୍କ ନଜର ପଡ଼ିଲା ‘ଲଣ୍ଡନରେ ଜେନେରାଲ ସର୍ଫରାଜ’ ଶୀର୍ଷକ ଖବରଟି ଉପରେ । ସେ ପୂରା ଖବରଟିକୁ ଏକା ନିଃଶ୍ୱାସକେ ପଢ଼ିଗଲେ ।…

ଅନୁବାଦ କବିତା : ପ୍ରେମ

ମୂଳ ରଚନା : ଖାଲିଲ ଜିବ୍ରାନ୍ ପ୍ରେମ ତୁମକୁ ଡାକିଲେ ତୁମେ ଅନୁସରଣ କର ଏହା ଜାଣିବି ପ୍ରେମର ପଥ ଖୁବ କଠିନ ଓ ବନ୍ଧୁର ତା'ର ଡେଣା ତୁମକୁ ଆଚ୍ଛାଦିତ କଲେ ନିଜକୁ ସମର୍ପଣ କରିଦିଅ। ଯଦିଓ ତା' ପକ୍ଷ ଭିତରେ ଲୁକ୍କାୟିତ ଖଣ୍ଡା ଦ୍ୱାରା କ୍ଷତାକ୍ତ ହେବାର ଭୟ। ସେ ତୁମକୁ କିଛି…

ଅନୁବାଦ ଗଳ୍ପ : ବିଭାଜନ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୪  ମୂଳ ଉର୍ଦ୍ଦୁୁ : ଗୁଲଜାର  ବେଳବେଳେ ଜୀବନ ଘାଇଲା ବାଘଟିଏ ପରି ଡେଇଁ କୁଦି ଆଗକୁ ଧାଇଁ ଚାଲିଥାଏ । ଆଉ ପଛରେ ରହିଯାଇଥାଏ ପାଦଚିହ୍ନ । ଯଦି କେହି ସେଇ ପାଦଚିହ୍ନକୁ ଗୋଟିଏ ସରଳ ରେଖାରେ ଟାଣି ଯୋଡ଼ିବାକୁ ଚାହେଁ, ସେଥିରୁ ଏକ…

ଅନୁବାଦ କବିତା : ତ୍ରିଭୁଜ

ମୂଳ ରଚନା : ଜୟ ଗୋସ୍ୱାମୀ ମରିବା ପୁର୍ବରୁ ତୁମେ ଆଉଥରେ ମୋର ରକ୍ତ ପିଅ। କୋକିଶିଆଳିର ସେଇ ପଞ୍ଝା ଦୁଇଟି ମୋ ଛାତି ଉପରେ ରଖି , ନାକଟାକୁ ମୋ ପଞ୍ଜରା ହାଡ଼ ମଝିରେ ପୁରାଇ ଦେଇ ରକ୍ତ ଟାଣିବାର ସେଇ ସଁ ସଁ ଚଁ ଚଁ ଶବ୍ଦ ଏତେ ବର୍ଷ ପରେ ବି ମୁଁ ଭୁଲି ପାରିନାହିଁ। କିନ୍ତୁ,…

ଅନୁବାଦ ଗଳ୍ପ : ବ୍ଲାକ୍ ମ୍ୟାଜିକ୍

ମୂଳ ରଚନା : ପେନିନା ଶ୍ଟବର୍   ମୁଁ ସବୁ ଠିକଠାକ କରିଛି । ହାଇସ୍କୁଲ୍ ପରେ ଇସ୍‌ରାଏଲ୍‌ରେ ସେମିନାରୀରେ ଏକ ବର୍ଷ ମଧ୍ୟ ପଢିଛି । ମୋ ବାପା ଓ ମାଙ୍କ ପକ୍ଷରେ ସେମିନାରୀ ଫିସ୍ ଦେବାକୁ ପଇସା ନ ଥିଲା କିନ୍ତୁ ପଛରେ ରହିଯିବ ତ ତୁମେ ହାରିଯିବ । ମୋ ଭବିଷ୍ୟତ ପାଇଁ ଏହା ଆବଶ୍ୟକ…

ଅନୁବାଦ ଗଳ୍ପ : ମୋ ମା’ କାଇଁ ?

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୩ ମୂଳ ହିନ୍ଦୀ : କୃଷ୍ଣା ସୋବତୀ  ୟୁନୁସ୍‍ ଖାଁ ମୁଣ୍ଡ ଉପର ଆକାଶକୁ ଚାହିଁଲା । ସେତେବେଳେକୁ ଚନ୍ଦ୍ର ଆକାଶରେ ଅଧାବାଟ ଅତିକ୍ରମ କରିସାରିଥିଲା । ଗଲା ଚାରିଦିନ ଧରି ସେ ଜହ୍ନ କି ତାରା କିଛି ହେଲେ ଦେଖି ନଥିଲା । ଏ ଚାରିଦିନ…

ଅନୁବାଦ କବିତା : କବର ତଳର ଭାବନା

ମୂଳ ରୁଷିୟାନ : ଆଲେକଜାଣ୍ଡାର ବ୍ଲକ  ସେମାନେ ଆମକୁ ଯେବେ ପୋତିଦେବେ ମାଟି ତଳେ ବହୁ ଗଭୀରରେ ସବୁଜ କୋମଳ ଘାସ କଅଁଳିବ ଆମର ସେ କବର ଉପରେ ଶୁଣାଯିବ ଟୁପଟାପ୍ କ୍ଷୀଣ ଶବ୍ଦ ସେହି ମାଟି ପରେ ଲାଗିବ ପଡ଼ୁଛି ସତେ ଦୂରେ, ବହୁ ଦୂରେ, ବହୁତ ଉର୍ଦ୍ଧ୍ବରେ । ଆମେ ଯେବେ ଉଠିଯିବୁ ସେ…

ଅନୁବାଦ ଗଳ୍ପ : ଶରଣାର୍ଥୀ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୨  ମୂଳ ଇଂରାଜୀ: ରାଜ ଗିଲ  ଆମେ କୁଆଡ଼େ ଯାଉଛୁ? ସେଠାରେ କେତେବେଳେ ପହଞ୍ଚିବା ? ପିଲାଟି ନିଜ ବାପାକୁ ଏଇ ପ୍ରଶ୍ନ ବାରମ୍ବାର ପଚାରୁଥିଲା ଓ ଗୋଡ଼ ଘୋଷାରି ଘୋଷାରି ଆଗକୁ ଚାଲୁଥିଲା । ସେ ଇଲାକାଟି ଥିଲା ଲୁଣାମାଟିର ଅଞ୍ଚଳ ।…