Latest Odisha News
Browsing Category

ଅନୁବାଦ

ଅନୁବାଦ କବିତା : ଧର୍ମପଦ

ମୂଳ ପାଲି ଗ୍ରନ୍ଥର ସମ୍ପାଦକ: ପ୍ରହ୍ଲାଦ ପ୍ରଧାନ ଅନୁବାଦ : ଶୈଲେନ ରାଉତରାୟ ସମସ୍ତ ଧର୍ମର ମୂଳ ମନ ବୋଲି ଜାଣ । ସେହିମାନଙ୍କ ମଧ୍ୟରେ ମନ ହିଁ ପ୍ରଧାନ । ପ୍ରଦୂଷିତ ମନେ ଯାହା କୃତ ଓ କଥିତ । ତହିଁରୁ ଦୁଃଖ ହୁଅଇ ନିଶ୍ଚିତ ଯେ ଜାତ ।। ଶଗଡ଼ଚକ ବଳଦ ପଛେ ଗଲା ପରି ଆବିଳ ମନକୁ…

ଅନୁବାଦ କବିତା : ଏକ‌ ‌ଉଦ୍ଭଟ‌ ‌କଳ୍ପନା‌

ମୂଳ‌ ‌ଇଂରାଜୀ‌ ‌:‌ ‌ଲୁଇଜ‌ ‌ଗ୍ଲୁକ‌ ‌ ‌ ଅନୁବାଦ‌ ‌:‌ ‌ସରଳ‌ ‌କୁମାର‌ ‌ଦାସ‌ ‌ ‌ ମୁଁ‌ ‌ତମକୁ‌ ‌କିଛି‌ ‌କହିବି‌ ‌:‌ ‌ପ୍ରତି‌ ଦିନ‌ ‌ ଲୋକମାନେ‌ ‌ମରୁଛନ୍ତି‌ ‌।‌ ‌ଆଉ‌ ‌ତାହା‌ ‌ଆରମ୍ଭ‌ ‌ହିଁ‌ ‌ମାତ୍ର‌‌…

ଅନୁବାଦ କବିତା : ଦିଆସିଲି କାଠି

ମୂଳ ବଙ୍ଗଳା : ସୁକାନ୍ତ ଭଟ୍ଟାଚାର୍ଯ୍ୟ ଅନୁବାଦ : ସରଳ କୁମାର ଦାସ ମୁଁ ଗୋଟେ ଛୋଟ ଦିଆସିଲି କାଠି ଏତେ ନଗଣ୍ୟ, ହୁଏତ ଆଖିରେ ବି ପଡେନି ; ତଥାପି ଯେମିତି ପାଟିରେ ମୋର ଖଜବଜ ହେଉଛି ବାରୁଦ ଛାତିରେ ମୋର ଜଳି ଉଠିବା ଲାଗି ଅସ୍ଥିର ଉଚ୍ଛ୍ୱାସ ; ମୁଁ ଗୋଟେ ଦିଆସିଲି କାଠି ।…

ଅନୁବାଦ କବିତା : ଉଲଗ୍ନ ରାଜା

ମୂଳ ବଙ୍ଗଳା : ନୀରେନ୍ଦ୍ରନାଥ ଚକ୍ରବର୍ତ୍ତୀ ଅନୁବାଦ : ସରଳ କୁମାର ଦାସ  ସମସ୍ତେ ଦେଖୁଛନ୍ତି ଯେ, ରାଜା ଉଲଗ୍ନ, ତଥାପି ସମସ୍ତେ ହାତତାଳି ମାରୁଛନ୍ତି । ସମସ୍ତେ ଚିତ୍କାର କରୁଛନ୍ତି, ସାବାସ, ସାବାସ ! କାହାରି ମନରେ ସଂସ୍କାର, କାହାରି ଭୟ; କିଏ ବା ନିଜ ବୁଦ୍ଧିକୁ ଅନ୍ୟ ମଣିଷ…

ଅନୁବାଦ କବିତା : ବୟସ କଥା କିଏ ପଚାରେ

ମୂଳ ହିନ୍ଦୀ : ଅଟଳ ବିହାରୀ ବାଜପେୟୀ ଅନୁବାଦ : ସରଳ କୁମାର ଦାସ ଘରଟା ଯେମିତି ହେଇଥିଲେ ବି ....... ତା'ର ଗୋଟେ କୋଣରେ .... ... ମନଖୋଲା ହସିବା ଲାଗି ଜାଗାଟିଏ ରଖ ... ସୂର୍ଯ୍ୟ ଯେତେ ଦୂରରେ ଥିଲେ ବି..., ତାଙ୍କୁ ଘରକୁ ଆସିବାକୁ ବାଟ ଦିଅ ..., ବେଳେ ଅଧେ ଛାତରେ…