Latest Odisha News

BREAKING NEWS

Browsing Category

ଅନୁବାଦ

ଅନୁବାଦ ଗଳ୍ପ : ଖାନଦାନୀ ପଲଙ୍କ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୫ ମୂଳ ବଙ୍ଗଳା : ନରେନ୍ଦ୍ରନାଥ ମିତ୍ର ମକବୁଲ ପୋଷ୍ଟ ଅଫିସରୁ ଚିଠିଟି ଆଣି ଆସିଥିଲା । ଚୌଧୁରୀ ଘର ମହଲାରେ କ୍ଷୀର ଦେବାଲାଗି ପ୍ରତିଦିନ ସିଏ କେନାଲରେ ଛୋଟ ଡଙ୍ଗାଟି ଆଣି ଆସିଥାଏ । ସେଇ କୋଠାର ଗୋଟିଏ ପାଖରେ ଗାଁ ଡାକଘର । ମକବୁଲ…

ଅନୁବାଦ କବିତା : ଆକାଶ

ମୂଳ ରଚନା : ଉଆନ୍ ରମୋନ ହିମେନେଜ  ହେ ଆକାଶ ମୁଁ ପ୍ରାୟ ତୁମକୁ ଭୁଲିଯାଇଥିଲି ଏବଂ ତୁମେ ଥିଲ ଆଲୋକରୁ ସୃଷ୍ଟ କେବଳ ଏକ ଅନିର୍ଦ୍ଧିଷ୍ଟ ସ୍ଥିତି । ମୁଁ ଚିନ୍ତାଶୂନ୍ୟ ଭାବେ ତୁମକୁ କେବଳ ଦେଖିଥିଲି କ୍ଳାନ୍ତ ଓ ନିରର୍ଥକ ନୟନରେ । ତା'ପରେ ତୁମେ ପୁଣି ରୂପ ନେଲ କେଉଁ ଏକ…

ଅନୁବାଦ ଗଳ୍ପ : ଅରଣ୍ୟ ଫସଲ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୪ ମୂଳ ପଞ୍ଜାବୀ: ମହୀନ୍ଦର ସିଂହ ସରନା ଜଳନ୍ତା ନିଆଁର ଭାଟି ଉପରକୁ ଉହୁଙ୍କିପଡ଼ି ସେଥିରେ ଆଉ କିଛି କୋଲଇା ଭରିଲାବେଳେ ଦୀନାର ଲୁହାପରି କଳାମଚମଚ ଶରୀରଟା କେମିତି ବ୍ରୋଞ୍ଜ୍ ମୂର୍ତ୍ତିଟିଏ ପରି ଚକମକ କରୁଥିଲା । ଜଣେ ହୃଷ୍ଟପୁଷ୍ଟ…

ଅନୁବାଦ କବିତା : ମୁଁ ଏକା ନୁହେଁ

ମୂଳ ରଚନା : ଗ୍ରାବିଏଲା ମିସ୍ତ୍ରାଲ  ଏଇ ରାତି ପରିତ୍ୟକ୍ତ ପାହାଡ଼ଠୁ ସମୁଦ୍ର ପର୍ଯ୍ୟନ୍ତ, କିନ୍ତୁ ମୁଁ ଯେ ତୁମକୁ ଦୋଳି କରି ଝୁଲାଉଛି, ମୁଁ ଏକା ନୁହେଁ! ଆକାଶ,ସେ ବି ପରିତ୍ୟକ୍ତ କାରଣ ଜହ୍ନ ଯାଇ ସମୁଦ୍ରରେ ପଡ଼ିଛି। କିନ୍ତୁ ମୁଁ, ଯେ ତୁମକୁ ଜାବୁଡ଼ି ଧରିଛି, ମୁଁ…

ଅନୁବାଦ ଗଳ୍ପ : ଝରା ପତ୍ରର ଝଙ୍କାର

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୩ ମୂଳ ଉର୍ଦ୍ଦୁ: କୁର୍ତ୍ତୁଲ ଆଏନ ହାଇଦର ଆଜି ସକାଳେ ମୁଁ ଆମ ଘର ପଛପଟ ଦରଜା ପାଖରେ ଠିଆହୋଇ ପରିବାବାଲାଠାରୁ ଫୁଲକୋବି କିଣିଲାବେଳେ ଦର ଛିଣ୍ଡଉଥିଲି । ଉପର ମହଲାରେ ରୋଷେଇଘରେ ଷ୍ଟୋଭରେ ଭାତ ଓ ଡାଲି ବସିଥିଲା । ଚାକର ପିଲାଟା…

ଅନୁବାଦ କବିତା : ତୁମକୁ ଭଲପାଇ

ମୂଳ ବଙ୍ଗଳା : ଜୀବନାନନ୍ଦ ଦାଶ  ଆଜି ଭୋର୍ ର ଆଲୁଅରେ ଉଜ୍ଜ୍ୱଳ ଏଇ ଜୀବନର ପଦ୍ମ ପତ୍ରର ଜଳ, ତଥାପି ଏଇ ଜଳ ନିମିଷକ ପାଇଁ କେଉଁଠୁ ଆସେ, କେଉଁଠିକୁ ଚାଲିଯାଏ , ତୁମକୁ ଭଲପାଇ ଏଇଟା ବୁଝିଛି ରାତି ପାହିଲେ ପଦ୍ମର ପତ୍ରରେ। ଅନେକ ଜନ୍ମ ଧରି ମୋ ମନରେ ଥିଲା ବ୍ୟଥା ସେଇଟା…

ଅନୁବାଦ ଗଳ୍ପ : ପାକିସ୍ତାନୀ ଅତିଥି

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୨ ମୂଳ ହିନ୍ଦୀ: ରାମକୁମାର  ଅଗଣାସାରା ସୂର୍ଯ୍ୟକିରଣ ବିଛେଇ ହୋଇପଡ଼ିଥିଲା ଓ ସେଠାରେ ମୁନ୍ନୀ ଓ ମୀଶା ଦୁହେଁ ଖେଳୁଥିଲେ । ସରସ୍ୱତୀ ତରତର ହୋଇ କୁଣ୍ଡେ ଗରମପାଣି, ଖଣ୍ଡେ ଟାୱଲ, ସାବୁନ ଓ ଦି’ଖଣ୍ଡ ପ୍ୟାଣ୍ଟ ସାର୍ଟ ଧରି ସେମାନଙ୍କୁ…

ଅନୁବାଦ କବିତା : ପୋଦିନା

ମୂଳ ରଚନା : ସେମୁସ୍ ହିନି ଘରକୁ ଲାଗିଥିବା ତିନିକୋଣିଆ ଜାଗାଟିରେ, ଯେଉଁଠି ଆମେ ଯାବତୀୟ ଅଳିଆ ଓ ଖାଲି ବୋତଲ ଜମା କରୁଥିଲୁ, ମେଞ୍ଚାଏ ଅରମା ଘାସ ଭଳି ଛୋଟ ଛୋଟ ଧୂଳି ଧୂସରିତ ବିଛୁଆତି ଚାରାଗୁଡ଼ିକ ଆମ ନଜର ଏଡାଇ ଅସବୁଜ ଆବର୍ଜନା ପରି ଅତି ବିରକ୍ତିକର ଭାବରେ ମୁଣ୍ଡ…

ଅନୁବାଦ କବିତା : ନିର୍ବାସିତା

ମୂଳ ବଙ୍ଗଳା : ରୁଦ୍ର ମୁହମ୍ମଦ ଶହି ଦୁଲ୍ଲାହ ନିର୍ବାସିତା, ନିର୍ବାସିତା ମୁଁ ତୁମକୁ ଡାକିଚାଲେ ବାରମ୍ବାର ସହରର ଘୁମନ୍ତ ରାତିରେ କେହି ହେଲେ ନାହିଁ ଉଜାଗର ରାତ୍ରି ବି ତ ଅଚେତନ ନିଦର ନିଶାରେ ମୋହାଛନ୍ନ ଅନିଦ୍ରାରେ ଚଷମାରେ ଆଖି ଢାଙ୍କି ମୁଁ ଖାଲି ଡାକି ଚାଲେ ନିର୍ବାସିତା,…

ଅନୁବାଦ ଗଳ୍ପ : କାଠଗଡ଼ାରେ ଈଶ୍ୱର

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୧ ମୂଳ ପଞ୍ଜାବୀ: ଗୁଲଜାର ସିଂହ ସାନ୍ଧୁ ପୀରବାବାଙ୍କ ଦରଘା ପାଖରେ ଥିବା ଆମ୍ବଗଛ ତଳେ ନୁରା ଚୁପ୍‌ଚାପ୍‌ ଠିଆ ହୋଇଥିଲା । ମାଷ୍ଟ୍ରେ ଦେଇଥିବା ଘର ପାଠପଢ଼ାକୁ ଶେଷ କରିବାରେ ସେ ବ୍ୟସ୍ତ ଥିଲା । ତା’ ଭଉଣୀ ରହମତେ ପାଖ ଶିଖ୍ ସହିତ…