Latest Odisha News

BREAKING NEWS

Browsing Category

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୩୨ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୨  ଅତୀତ ସହ ବର୍ତ୍ତମାନ ,  ଆଶା ସହ ଆଶଙ୍କା ଏକବାରେ  ଫେଣ୍ଟାଫେଣ୍ଟି ହୋଇ ନୂଆ ରଙ୍ଗରେ  ଉଭା। ଉଃ , କାହିଁକି  ଏମିତି  ହୁଏ  ଯେ ! ଧଇଁସଇଁ  ହୋଇ ଫେରୁଥିଲେ ସେପଟ ଗଳିରୁ ତିନିଜଣଯାକ। ସଫଳତା କି ବିଫଳତାକୁ ମୁଠେଇଥିଲେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୩୧ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୧ ଆଜି ସକାଳୁ ସକାଳୁ ଏତେ ଶବ୍ଦ, ଏତେ ଧାଁ ଧପଡ, ଏତେ ଗଣ୍ଡଗୋଳ କାହିଁକି ଯେ । ପୋଲିସ  ଆସିଥାଇ ପାରେ। ବେକ ଭାଙ୍ଗି ଝରକା ପଟୁ ଉହୁଁକି ଦେଖିଲା ପର୍ଦ୍ଦା ଆଡେଇ ଜବା। କିଛି ତ ଦିଶୁ ନଥିଲା ସେମିତି। କେବଳ ଶବ୍ଦ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୩୦ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୦ ଦିନ ଯାଇ ରାତି ଆସୁଥିଲା। ପାଠପଢା ବେଶ୍ ଚାଲୁଥିଲା। ମୁଁ  ଗଧ କିଛି ସେମିତି ଶିଖି ପାରୁନଥିଲି। ସକାଳେ  ପଖାଳତୋରାଣି  ସହ ବାସି ଆଳୁଚୋପ, ପିଆଜ,କଞ୍ଚାଲଙ୍କା  ଯୋଉଦିନ ମିଳୁଥିଲା, ସେଦିନ ଭୁରିଭୋଜନ ଭଳି…

ଦାସିଆ ସାଂସ୍କୃତିକ ପରିଷଦର ରାଜ୍ୟସ୍ତରୀୟ କବିତା ଆସର

ଉମରକୋଟ : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ଦାସିଆ ସାଂସ୍କୃତିକ ପରିଷଦ’, ତରଫରୁ ପବିତ୍ର ଗୁରୁ ଦିବସ ଅବସରରେ ଗୁଗୁଲ ମିଟ ମାଧ୍ୟମରେ ଏକ ରାଜ୍ୟସ୍ତରୀୟ କବିତା ଆସର, ଆଲୋଚନାଚକ୍ର ଓ ଗୁରୁଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବେହେଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୯ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୯ କାହିଁ ମ ,କୁକୁର ନଥିଲେ  ଆଦୌ  । ଧୂଳିଧୂସରିଆ କନାଖଣ୍ଡେ ପଡିଥିଲା ଯାହା । ଏଇଟା ଦିଦିର ପିନ୍ଧା ଲୁଗା କେବେ ନୁହେଁ। ମନ ବୁଝୁନଥିଲା କି ମୁଁ  ବୁଝାଇ ପାରୁନଥିଲି,  କେଜାଣି। ଆଖି  ଓଦା ଓଦା। ଛାତି ଧକଧକ। ନିଃଶ୍ବାସ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୮ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୮  ଆମ ଗାଈଆଳ ପିଲା ଶୁକ୍ରା ଭାରି ଚଗଲା। ଗୋଠଧରି ଗଲାବେଳେ କାହା ବାଡିରୁ ପିଜୁଳି, କାକୁଡି  ଅଣ୍ଟିରେ ନେଇଥିବ କୋଉ ଖଞ୍ଜରେ ଯେ ବୁଝିହବନି।  ତା' ସହିତ କିଏ ପିଠା ଖଣ୍ଡେ, ମୁଢିମୁଠେ ଦେଲେ ଗାମୁଛା କୋଣରେ ବାନ୍ଧିବ। …

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୭ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୭ ବିଦୁରନୀତି ଯାହା ମୂଳରୁ ଆମ ସହିତ ଅଛି  ତା'କୁ  ଭୁଲିଯାଉଚି ମଣିଷ, ଅଣଦେଖା କରୁଚି ଯୁଗ।ଖାଲଢିପରେ ସେ ରକ୍ଷାକବଚ। ସେଇ କଥାରେ ଅନୁଭୂତି ମିଶେଇ କୌଟିଲ୍ୟ କଲେ ଯେଉଁ ନୀତି ତାକୁହିଁ ଆମେ କଣ୍ଟାରେ ନ ଝୁଣ୍ଟିବା ପାଇଁ …

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୬ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୬ ଦନେ ଦେଖିଲାବେଳକୁ ବିକ୍ରମ ଭାଇ ଗାଁରେ ହାଜର। ସମସ୍ତେ ଟୁପୁର ଟାପୁର ହେଲେ। କାନରୁ କାନକୁ ଗଲା କଥା। ନିଜକୁ ମୁରବୀ ସଜେଇ ଦିନୁକକେଇ ଗଲେ ପଚାରିବାକୁ। ତାଙ୍କ ଖାତିର  ଟିକିଏ ଅଲଗା।ନ ପଚାରିଲେ କିଛି କହିବେନି। ସହଜେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୫ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୫ ବିକାଶ,  ପାଠ ପଢିବାକୁ  ବସ, କେହି କହୁନଥିଲେ ଆଉ। ସ୍ବର , ଶବ୍ଦ  ହଜିଯାଇଥିଲା  ଆମଘରୁ । ଖେଳିବାକୁ  ମନ ମୋ'ର ନଥିଲା। କାଦୁଅ ମେଞ୍ଚାଭଳି ଜୀବନଟା ପଡିରହିଥିଲା। ଦିଦି ସର୍ବସ୍ଵ ପୃଥିବୀରେ ଆଉ କାହାରି ପ୍ରବେଶ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୪ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୪ ସାଙ୍ଗମାନେ ଏତେ ନିର୍ଦ୍ଦୟ ! ନିଜର ଭାବିବା ଦୂରେଥାଉ ଶାଗୁଣା ମଢ ଖାଇଲାଭଳି  ବେଢିଯାଆନ୍ତି ଚାରିପାଖ। ଫୁରସତ  ପାଇଲେ ପଳେପଳେ ଖାଇଯାଆନ୍ତି, ଶୋଷି ନିଅନ୍ତି ରକ୍ତ।  'ପୁଅପିଲା ହୋଇ ସେ ଝିଅମାନଙ୍କଭଳି କାହିଁକି…