Latest Odisha News

BREAKING NEWS

Browsing Category

ଧାରାବାହିକ ଉପନ୍ୟାସ

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୧)

ମୂଳ ଇଂରାଜୀ : ଅନନ୍ତିନୀ 'ଝୁମ୍ପା' ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ନ୍ୟୁୟର୍କର ମୁଖ୍ୟସ୍ଥାନ ମନହଟ୍ଟନରେ ଏକଦମ୍ ସାଧାରଣ ଦିନଟିଏ । ଏଗାର ଆଭେନ୍ୟୁ, ବୟାଳିଶ ଷ୍ଟ୍ରୀଟ୍ ରେ ଥିବା ଘରମାନଙ୍କରେ ନିସ୍ତବ୍‌ଧତା ରାଜୁତି କରୁଥିଲା ସତ କିନ୍ତୁ କାମଦାମ ଚାଲିଥିବାର ହାଲ୍‌କା କୋଳାହଳ ବି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ବକ୍ଷରେ କମ୍ପନ, ଶଙ୍କାକୁଳ ପାଦର ଗତି, ମନ ମସ୍ତିଷ୍କରେ ଚିନ୍ତାର ଆବର୍ତ୍ତ । ବହୁ ସାହସ କରି ମଧ୍ୟ ସେ ଦିନରେ ଆସି ପାରି ନଥିଲା । କାଳେ ଯଦି ପରିଚିତ କେହି ଦେଖେ ସେ ଚନ୍ଦ୍ରଭାନୁଙ୍କ ବାସଭବନକୁ ଯାଉଛି ବୋଲି ଆଉ ଯଦି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଏକ ଭିନ୍ନ ଆବେଗରେ ଉଦ୍‌ବେଳିତ ହୋଇଉଠିଲେ ଚନ୍ଦ୍ରଭାନୁ । ଦୁଇ ମୁଦ୍ରିତ ପତା ଉପରକୁ ଉଠାଇ ପାଖରେ ଠିଆହୋଇଥିବା ସେଇ ନାରୀକୁ ଦେଖିବାପାଇଁ ଚେଷ୍ଟାକଲେ । କିନ୍ତୁ ଏ କ’ଣ ? ଚତୁର୍ଦ୍ଦିଗ ଅନ୍ଧକାର । ଟେବୁଲ ଉପରେ ଥିବା…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଗଛରେ ଫୁଲଟିଏ ଦେଖିଲେ ସେ ହାତରେ ଧରିଥିବା ଫୁଲଟିକୁ ଫୋପାଡ଼ି ଦିଅନ୍ତି । ମୀନାକ୍ଷି ଆଜି ତାଙ୍କ ଆଖିରେ ସୁନ୍ଦରୀ ଅଛି । କିନ୍ତୁ ଭବିଷ୍ୟତରେ ସେ ଯଦି ତା’ଠାରୁ ଆହୁରି ସୁନ୍ଦରୀ ସ୍ତ୍ରୀର ସନ୍ଧାନ ପାଆନ୍ତି, ତେବେ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୫)

2କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଏମିତି କେତେ ଦିନ, କେତେ ରାତି ତମ ଇଙ୍ଗିତରେ ଭାସିଚାଲିଲା ବେଳେ ହଠାତ୍‌ ଯେଉଁଦିନ ମୁଁ ତୁମ ସନ୍ତାନକୁ ଗର୍ଭରେ ଧାରଣ କରିଥିବା ସୂଚନା ପାଇଲି, ଭୟ ଓ ଆନନ୍ଦ ଉଭୟ ଅନୁଭବକୁ ଦୁଇ ପାଦରେ ବାନ୍ଧି ତମ ଦ୍ୱାରସ୍ଥ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଚନ୍ଦ୍ରଭାନୁ ବୁଝିଗଲେ । ସେ ରୋହିଣୀ...ନର୍ତ୍ତକୀ ରୋହିଣୀ । ହଠାତ୍ ନୁପୂର ନିକ୍ୱଣ ବନ୍ଦ ହୋଇଗଲା । ରୋହିଣୀ ଚନ୍ଦ୍ରଭାନୁଙ୍କ ଶଯ୍ୟା ନିକଟକୁ ଧୀର ପଦକ୍ଷେପ ନେଇ ଆଗେଇଗଲା । ତା’ର ଅର୍ଦ୍ଧନଗ୍ନ ଶରୀରରେ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୩ )

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଦୁଇହାତରେ ମୁଣ୍ଡକୁ ଚାପିଧରି ପଲଙ୍କ ଉପରେ ଲୋଟିପଡ଼ିଲେ ସେ । କିନ୍ତୁ ଏ କ’ଣ ! କିଏ ଯେପରି ତାଙ୍କ ଗଳାରେ ହାତଦେଇ ଉଠାଇ ବସେଇ ଦେଲା । - ତୁମ ପରି କୃତଘ୍ନ ଶାନ୍ତିରେ ନିଦ୍ରାଯିବା ଅନୁଚିତ । ଜୀବନରେ ତମେ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସେଇ ମଧୁ ତାଙ୍କୁ ଆଜି ଶ୍ମଶାନ ଭୂମିକୁ ନେଇ ଆସିଛି, ତାଙ୍କର ବିବେକଶୂନ୍ୟତା ପାଇଁ ଅଭିଶାପ ଦେବା ଉଦ୍ଦେଶ୍ୟରେ । ତାଙ୍କ କାନରେ ପ୍ରତିଧ୍ୱନି ତୋଳୁଛି ମଧୁମତୀର ସ୍ୱର- ମୁଁ ଆଜି ମୁକ୍ତ... ଚିନ୍ତାଶୂନ୍ୟ । ତମକୁ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୧)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଯିବା ସମୟରେ ମୀନାକ୍ଷି କ୍ରୋଧରେ ରୁମାଲଟିକୁ ତାଙ୍କ ଉପରକୁ ଫୋପାଡ଼ି ଦେଇଥିଲା । ତା’ର ସମସ୍ତ ବ୍ୟବହାର ବସ୍ତୁ ସେ ଛାଡ଼ି ଦେଇଯାଇଛି । ଯିବା ପୂର୍ବରୁ ଚନ୍ଦ୍ରଭାନୁ ତାକୁ ଅନୁରୋଧ କରିଥିଲେ, ସେଗୁଡ଼ିକ ନେଇଯିବାପାଇଁ ।…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୦)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସେଇ ମୀନାକ୍ଷି ଆଜି ତାଙ୍କୁ ଅଜସ୍ର ଅଭିଶାପର ମର୍ମଦାହୀ ଆଘାତରେ ରକ୍ତାକ୍ତ କରି ଏ ଅଟ୍ଟାଳିକାର ସୀମା ଅତିକ୍ରମ କରି ଚାଲିଯାଇଛି । ବିବାହ ବିଚ୍ଛେଦ ଦଲିଲରେ ସ୍ୱାକ୍ଷର କରିବା ପରେ ଆଜି ଶେଷଥର ପାଇଁ ସେ ଆସିଥିଲା…