Latest Odisha News

BREAKING NEWS

Browsing Category

କବିତା

ଅନୁବାଦ କବିତା : ଧର୍ମପଦ

ମୂଳ ପାଲି ଗ୍ରନ୍ଥର ସମ୍ପାଦକ: ପ୍ରହ୍ଲାଦ ପ୍ରଧାନ ଅନୁବାଦ : ଶୈଲେନ ରାଉତରାୟ ସମସ୍ତ ଧର୍ମର ମୂଳ ମନ ବୋଲି ଜାଣ । ସେହିମାନଙ୍କ ମଧ୍ୟରେ ମନ ହିଁ ପ୍ରଧାନ । ପ୍ରଦୂଷିତ ମନେ ଯାହା କୃତ ଓ କଥିତ । ତହିଁରୁ ଦୁଃଖ ହୁଅଇ ନିଶ୍ଚିତ ଯେ ଜାତ ।। ଶଗଡ଼ଚକ ବଳଦ ପଛେ ଗଲା ପରି ଆବିଳ ମନକୁ…

କବିତା : ସ୍ୱାଧୀନତା

କିଶୋର ମହାନ୍ତି ସ୍ୱାଧୀନତା, ସ୍ୱାଧୀନତା ହେ ମୋ ସ୍ୱାଧୀନତା ଏ ଜାତି ତୁମ ପାଇଁ ନୋଇଁ ଦିଏ ତାର ମଥା ଦେଇଥିଲ ତୁମେ ଦିନେ ଆମ ଓଠେ ହସ ଭରି ଖେଳିଗଲା ଆମ ମନେ ସତେ ଆନନ୍ଦର ଲହରୀ କାନେ କାନେ ଆମ କହିଗଲ ମୁକତିର ବାରତା । ସ୍ୱାଧୀନତା, ସ୍ୱାଧୀନତା ହେ ମୋ ସ୍ୱାଧୀନତା ତୁମ ପାଇଁ…

କବିତା : ପରିବ୍ରାଜକଟିଏ ମୋ ଦେଶରେ

ସ୍ମୃତି ରଞ୍ଜନ ତ୍ରିପାଠୀ ପଚାରନା ମୋ ଘର ଠିକଣା ଏଇ ସେ ସରହଦ୍ ବାହାରେ କୁଆଡେ ଏବେ ଏବେ ଶବ ମୁହଁରେ ଗୁଞ୍ଜି ଦେଇଆସିଛି ବଳକା ଆୟୁଷ ମାନଙ୍କ ପଞ୍ଜୀକରଣ ବୀମା ଆଗାମୀ ଲୋଭ ମାନଙ୍କ ଦାୟାଦ ଆଗରେ, କହିପାର ତୁମେ ଦେଶ ପାଇଁ ଜୀବନର ଗାଥା ଗାଉଥିବା ଗୋଟିଏ ପରିବ୍ରାଜକର ଅସଜଡ଼ା କବିତାର…

କୁଳାଙ୍ଗାର ଉବାଚ : ପାଞ୍ଚଟା ପଞ୍ଚ୍

(୧) ଅନ୍-ଲାଇନ ଷ୍ଟୋରର ମାଲିକମାନେ ଗୋଟେ ଗୋଟେ ଇଶ୍ବର ନଚେତ୍ ସାକ୍ଷାତ ଚୋର; ଏହି ଜିଜ୍ଞାସାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ନିହାତି ଦର୍କାର! ଯଦି ସେମାନେ ଏସବୁ ନୁହନ୍ତି, ଏତେ ଶସ୍ତାରେ ଜିନିଷ ସବୁ କୋଉଠୁ ଆଣି ଦିଅନ୍ତି? (୨) ନାନା ଦୁର୍ଘଟଣାରେ ଦଳଦଳ ଲୋକ…

ଅନୁବାଦ କବିତା : ଏକ‌ ‌ଉଦ୍ଭଟ‌ ‌କଳ୍ପନା‌

ମୂଳ‌ ‌ଇଂରାଜୀ‌ ‌:‌ ‌ଲୁଇଜ‌ ‌ଗ୍ଲୁକ‌ ‌ ‌ ଅନୁବାଦ‌ ‌:‌ ‌ସରଳ‌ ‌କୁମାର‌ ‌ଦାସ‌ ‌ ‌ ମୁଁ‌ ‌ତମକୁ‌ ‌କିଛି‌ ‌କହିବି‌ ‌:‌ ‌ପ୍ରତି‌ ଦିନ‌ ‌ ଲୋକମାନେ‌ ‌ମରୁଛନ୍ତି‌ ‌।‌ ‌ଆଉ‌ ‌ତାହା‌ ‌ଆରମ୍ଭ‌ ‌ହିଁ‌ ‌ମାତ୍ର‌‌…

କବିତା : ଛଳନାର ଇନ୍ଦ୍ରଜାଲ

ସଞ୍ଜୀବ ନାୟକ ଶରୀରଟା ସିନା ବଳି ପଡିଯାଏ ଛଳନାର ଇନ୍ଦ୍ରଜାଲରେ ଆତ୍ମାପରା ବନ୍ଧା ବିଗତ ପ୍ରିୟାର ସ୍ମୃତିଭିଜା ପ୍ରୀତି ସ୍ପର୍ଶରେ !! ବିଧୁରା କାହାଣୀ କେତେ ମୁଁ ଲେଖିବି ମନ ତଳ ଅମା ଅନ୍ଧାରେ ଆଜି ମଧ୍ୟ ତୃଷ୍ଣା ବତୁରି ରହିଛି ପାଟଳି ପଣତ ତାରାରେ !! ଜହ୍ନର…

କବିତା : ପୁଣି ଥରେ ଶୀଲୁ

ଶୈଳବାଳା ମହାପାତ୍ର ଏବେ ବୁହାଟେ କାନ୍ଦିବାକୁ ହେବ ଶୀଲୁକୁ ଲୁହମାନେ ଅନେକ ବେଳୁ ଅପେକ୍ଷା କଲେଣି ଆଖି କୋଣରେ ଠସ୍ ଠସ୍ ଖସି ପଡ଼ିବ ବରକୋଳିଆ ଟୋପା ପତା ଟିକେ ହଲ୍ ଚଲ୍ ହେଇଗଲେ l ଶୀଲୁ ମୁହଁ ଢାଙ୍କି ଦେଲା ପାପୁଲିରେ ପରାଜିତ ପୃଥ୍ବୀ ଟିକକୁ ଆଣ୍ଠୁ ଉପରେ ଆଶ୍ଵାସିଲା…

କବିତା : ସମ୍ପର୍କ

ଚର୍ଚ୍ଚିଲ ମହାକୁଳ ସମ୍ପର୍କ ଯେ ତ୍ରିଅକ୍ଷର କେତେ ଯେ ମହତ୍ତ୍ୱ ମୁଲ୍ୟ ତାର ବୁଝେ ନାହିଁ ଧନ୍ୟ ଏ ଜଗତ । ଭିଡ ବଢୁଥାଏ ସିନା ଦୁନିଆ ବୁକୁରେ ତଥାପି ବି ନିଛାଟିଆ ଲାଗେ ଏ ସଂସାରେ । ଗର୍ବ ଅହଙ୍କାର ଏଠି ରୁହେ ଯେ ସର୍ବାଗ୍ରେ ସମ୍ପର୍କ ଯେ ବଳି ପଡେ କ୍ରୋଧ ଦ୍ୱେଷ ଆଗେ ।…

କବିତା: ପ୍ରିୟତମା

ମାନଗୋବିନ୍ଦ ବାରିକ ତୁମେ ମୋ' ପ୍ରାଣର ମୁଗ୍ଧ-ମଧୁଶାଳା ପ୍ରଣୟର ମୁଖବନ୍ଧ, ତୁମେ ମୋ' ମନର ସୁନେଲି ସପନ ରୋମାଞ୍ଚର ପ୍ରିତୀଛନ୍ଦ। ସ୍ନେହ ମମତାର ଅମୀୟ ଆହ୍ଲାଦ ରେଶମୀ ରଜ୍ଜୁରେ ବନ୍ଧା, ଶ୍ରଦ୍ଧା ସମ୍ପ୍ରୀତିର ନୀରବ ପ୍ରବାହ ପବିତ୍ର ଅଳକାନନ୍ଦା। ନିସ୍ତବ୍ଧ ନିଶିର ଅମା…

କବିତା : ମୁଖା

ସସ୍ମିତା ମହାପାତ୍ର ଅଗଣିତ ମୁଖା ତଳେ ଅନେକ ଚେହେରା ଖେଳେ, ଅନେକ ରୂପରେ ଭାସେ ନୁହେଁ ପରଖି । ଅତି ଆପଣାର କେବେ ଅଝଟିଆ ମନୋଭାବେ, ଅତି ଆଦର ଚଦର ଢାଙ୍କଇ କଷି । ଅଳପ ଦେଖାଏ ଢଙ୍ଗ ଅଳପ ଅଳପ ଅଙ୍ଗ, ଅଳପରେ ଅଙ୍କାବଙ୍କା ଭାବ ପ୍ରକାଶି । ଅତନୁରୁ ତନୁଧାରୀ ଅଳ୍ପ ତୋଷାମଦ…