Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୫)

2କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଏମିତି କେତେ ଦିନ, କେତେ ରାତି ତମ ଇଙ୍ଗିତରେ ଭାସିଚାଲିଲା ବେଳେ ହଠାତ୍‌ ଯେଉଁଦିନ ମୁଁ ତୁମ ସନ୍ତାନକୁ ଗର୍ଭରେ ଧାରଣ କରିଥିବା ସୂଚନା ପାଇଲି, ଭୟ ଓ ଆନନ୍ଦ ଉଭୟ ଅନୁଭବକୁ ଦୁଇ ପାଦରେ ବାନ୍ଧି ତମ ଦ୍ୱାରସ୍ଥ…

ଭାଷା ଭାଗବତ : ତୃପ୍ତି ପରିପୂର୍ଣ ମନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ନିଜକୁ ନିଜେ କରି ନାଶ ଅନ୍ୟକୁ ଦେଇଥାଉଁ ଦୋଷ ସରଳ କରିଦେଲେ ଭାଷା ବଢ଼ାଏ ବିଶ୍ବାସ ଭରସା ଅଧିକ ଶବ୍ଦ ବ୍ୟବହାର କରଇ ଭାବନା ସଂହାର ଅଳପ ଶବ୍ଦ, ବେଶି ଅର୍ଥ ରହିଲେ ରଚନା ଅବ୍ୟର୍ଥ କେବେ ନ ହୋଇ କେହିଜଣେ ରହିବା ହୋଇ ଜଣେ, ଜଣେ ଯାହାର…

ସୌରୀବନ୍ଧୁ କରଙ୍କ ତୈଳଚିତ୍ର ଉନ୍ମୋଚିତ

କଟକ : ଉତ୍କଳ ସାହିତ୍ୟ ସମାଜ, କଟକ ଆନୁକୂଲ୍ୟରେ ବିଶିଷ୍ଟ ଶ୍ରମିକ ନେତା ଓ ସାହିତ୍ୟିକ ସୌରୀବନ୍ଧୁ କରଙ୍କ ତୈଳଚିତ୍ର ପୂର୍ତ୍ତ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ସୌରୀବନ୍ଧୁ ସ୍ମୃତିଘର ଦ୍ୱାରା ପ୍ରକାଶିତ ସୌରୀବନ୍ଧୁ କରଙ୍କ…

କବିତା : ଓଡ଼ିଆ ନବବର୍ଷ

ସୁଜାତା ପତି  ବୈଶାଖ ମାସର ମେଷ ସଂକ୍ରାନ୍ତିରେ ବର୍ଷର ଆରମ୍ଭ ହୁଏ ପ୍ରତିପଦାଠାରୁ ଆରମ୍ଭ ହୋଇଣ ଚୈତ୍ରରେ ଶେଷ ହୁଏ। ସଂକ୍ରାନ୍ତିରୁ ସୌର ମାସର ଗଣନା ପୂର୍ଣ୍ଣିମାରୁ ଚନ୍ଦ୍ର ମାସ ବୈଶାଖ ମାସର ତୁଳନା ନାହିଁ ଦାନ ଧର୍ମ ପୂଣ୍ୟ ମାସ। ବିଷୁବ ସଂକ୍ରାନ୍ତି ହିନ୍ଦୁ ନବବର୍ଷ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଚନ୍ଦ୍ରଭାନୁ ବୁଝିଗଲେ । ସେ ରୋହିଣୀ...ନର୍ତ୍ତକୀ ରୋହିଣୀ । ହଠାତ୍ ନୁପୂର ନିକ୍ୱଣ ବନ୍ଦ ହୋଇଗଲା । ରୋହିଣୀ ଚନ୍ଦ୍ରଭାନୁଙ୍କ ଶଯ୍ୟା ନିକଟକୁ ଧୀର ପଦକ୍ଷେପ ନେଇ ଆଗେଇଗଲା । ତା’ର ଅର୍ଦ୍ଧନଗ୍ନ ଶରୀରରେ…

ଭାଷା ଭାଗବତ : କଥା, କାମ ଭେଦ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ କଥା ବଳରେ ଚଳେ ଭାଷା କାମ ଫଳରେ ବଢ଼େ ଆଶା କଥା ଓ କାମର ପ୍ରଭେଦ ବୁଝିବା ଅଟେ ନିରାପଦ କେବଳ ମିଠା କଥା କହି କାମ ଯେ କେବେ କରେନାହିଁ ତାହାର ଜୀବନ ଦୁଃସହ ପ୍ରାୟତଃ ହୁଏ ଅହରହଃ କୌଣସି କଥାଖୋର ଲୋକ ସାରିପାରେନି କାମ ତକ କାମ କରିଲେ…

ଭାଷା ଭାଗବତ : ଭାଷାର ଅବକ୍ଷୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ମନୁଷ୍ୟ ଭାଷାବଂତ ପ୍ରାଣୀ ଏତିକି ପାରୁନାହିଁ ଜାଣି ଜାଣିଲେ ପାରୁନାହିଁ ମାନି ଏହା ତା ସଭ୍ୟତା କାହାଣୀ ସୂକ୍ଷ୍ମ ଭାବନା କରି ଚିଂତା କହିବା, ଲେଖିବା ଦକ୍ଷତା କରିଛି କେବଠୁଁ ଅର୍ଜନ ତେବେ ବି ସଦା ସଂଦିହାନ ନିଜର ବ୍ୟକ୍ତିଗତ ଖୋଇ…

କବିତା : ମୋ ସହର

ସୁଜାତା ମିଶ୍ର  କିଛି ନୀରବତା କିଛି କୋଳାହଳ.. କିଛି ରୋଷଣୀରେ ଚକ୍ ଚକ୍… କିଛି ସହର ତଳି ବସ୍ତିର ଅନ୍ଧକାର..! ଅତି ଆଧୁନିକ ରାସ୍ତା ପୁଣି ନବ ନିର୍ମିତ ଫ୍ଲାଇ ଓଭର.. ଆଉ ନିଅନ୍ ଆଲୁଅ ବତୀ ଖୁଣ୍ଟରେ ଝଲମଲ, ସେଇଠି ବି ଅନ୍ଧାରୁଆ ଗଳି ରାସ୍ତାରେ ଛାଇ ଆଲୁଅରେ ଠିଆ ……

ଅହଂକାରର ପତନ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ଭୁବନେଶ୍ୱର ଭାରି ୩ ଜୀବନ ହେଉଛି ଏମିତି ଏକ ଗଣିତ ଯାହାର ସମାଧାନ ପାଇଁ କିଛି ନୂଆ ନୂଆ ସୂତ୍ରର ପ୍ରୟୋଗ ପଡ଼ିଥାଏ । ଅହଂକାର ଏବଂ ସଂସ୍କାର- ଅହଂକାର ଅନ୍ୟକୁ ନିଚା ଦେଖେଇ ଖୁସି ହୁଏ, କିନ୍ତୁ ସଂସ୍କାର ନିଜେ ନିଚା ହୋଇ ଖୁସି ହୁଏ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୩ )

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଦୁଇହାତରେ ମୁଣ୍ଡକୁ ଚାପିଧରି ପଲଙ୍କ ଉପରେ ଲୋଟିପଡ଼ିଲେ ସେ । କିନ୍ତୁ ଏ କ’ଣ ! କିଏ ଯେପରି ତାଙ୍କ ଗଳାରେ ହାତଦେଇ ଉଠାଇ ବସେଇ ଦେଲା । - ତୁମ ପରି କୃତଘ୍ନ ଶାନ୍ତିରେ ନିଦ୍ରାଯିବା ଅନୁଚିତ । ଜୀବନରେ ତମେ…