Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ନୀଳବର୍ଣ୍ଣ ‘ ମୁଁ ‘

ପ୍ରିୟରଞ୍ଜନ ସାହୁ  ମୁଁରେ ଅର୍ଥ ମୁଁରେ ଅନର୍ଥ ଅର୍ଥ ରେ ଭରେ କଦର୍ଥ ଉତ୍ତର ଉର୍ବରେ କରେ ପ୍ରଶ୍ନବାଚୀ ଗର୍ତ୍ତ !! କର୍ମ ଘେନି ଫଳ ଜାଣିବା ସତ୍ତ୍ଵେ କୃତ କର୍ମସବୁ ନିଜ ମର୍ଜି ମତେ ପରିତ୍ରାଣେ ଈଶ ଆସି କି ଲାଭ? ସର୍ବେ ରଖି ଷଡ଼ରିପୁରେ ଲୋଭ ।। ରୂପ ଲାବଣ୍ୟ ତ ନିମିତ୍ତ…

ଭାଷା ଭାଗବତ : ସମୁଦ୍ର ଓ ପାଣି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସମୁଦ୍ର ରଖିନି ହିସାବ କେତେ ଜାହାଜ, କେତେ ନାବ ରହଂତି ସଦା ବୁଡ଼ି, ଭାସି କେବେ ବି ଯାଆଂତିନି ମିଶି ସିଂଧୁକୁ ସର୍ବଦା ଅଜଣା କେତେଟା ନଦୀ ଓ ଝରଣା ତାହା ଭିତରେ ହେଲେ ଲୀନ ବାସ୍ତବ ଅର୍ଥରେ ନିଶ୍ଚିହ୍ନ ତଥ୍ୟର ଆଦାନ…

ସ୍ୱଳ୍ପ ଗଳ୍ପ : ଗଧର ପିଠିରେ ରକ୍ତଦାଗ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୫ ଗଧର ପିଠିରେ ରକ୍ତଦାଗ ସେ ଇଜିପ୍ଟର ଖଲିଫା। ନାଆଁ ଅଲ-ହକିମ୍ ବି-ଅମର । ତାଙ୍କର ମୁଣ୍ଡଦୋଷ ଥିଲା। ଆଉ ସେଇଥିପାଇଁ ଲୋକେ ତାଙ୍କୁ ପରୋକ୍ଷରେ କହୁଥିଲେ ହକିମ୍ ପାଗଳା। ହକିମ କହିଲେ ବୈଦ୍ୟଙ୍କୁ ବୁଝାଏ । ମାତ୍ର…

ପୁସ୍ତକ ପରିଚୟ : ବିମ୍ଵ ପୁରୁଷ

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା ଗଳ୍ପ ସଙ୍କଳନ : ବିମ୍ଵ ପୁରୁଷ ଗାଳ୍ପିକ : ମଳୟ ମିଶ୍ର ପ୍ରକାଶକ : ଦୃଷ୍ଟିପାତ ପ୍ରଥମ ପ୍ରକାଶ : ୨୦୧୧ ପୃଷ୍ଠା ସଂଖ୍ୟା : ୧୨୯ ମୂଲ୍ୟ : ୧୫୦ ଟଙ୍କା ଗାଳ୍ପିକ ମଳୟ ମିଶ୍ରଙ୍କ ଗଳ୍ପ ସଙ୍କଳନ 'ବିମ୍ବ ପୁରୁଷ' ଏକ ନିଆରା ସୃଷ୍ଟି । ହେଲେ ବିମ୍ବ…

କବିତା : ଈଶ୍ୱର, ଦୟାର ସାଗର

ଶୁଭସ୍ମିତା ମହାନ୍ତି ଯାହାର ଇଙ୍ଗିତେ ଚାଲିଛି ସଂସାର ଅଟନ୍ତି ପରମେଶ୍ବର, କୀଟଠାରୁ ପ୍ରାଣୀ ସବୁ ତାଙ୍କ ସୃଷ୍ଟି ସିଏ ଦୟାର ସାଗର। ଯାହାର ଆଜ୍ଞାରେ ଆତଯାତ ହୋନ୍ତି ସୂର୍ଯ୍ୟ, ଚନ୍ଦ୍ର, ତାରା ଗଣ, ତାଙ୍କ ଆଶିଷ ରେ ଏ ଘଟ ଭିତରେ ଚାଲୁଥାଏ ପରା ପ୍ରାଣ। ସୃଷ୍ଟିକୁ ଈଶ୍ୱର…

ଭାଷା ଭାଗବତ : ଭାଷାକୁ ଅନାଦର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଦୀପାବଳି ହେଲା ଦୀୱାଲି ଜାଣିନାହିଁ କେବେ କିଭଳି ଅଜଣା ଶବ୍ଦଟେ ଆସିଲା ଆମର ଭାଷାରେ ପଶିଲା ଆପଣା ଶବ୍ଦକୁ ଛାଡ଼ିଲେ ଅଭିନବ ଶବ୍ଦ ଯୋଡ଼ିଲେ ନିଜର ଭାଷାକୁ ଆଦର ହୋଇଗଲା ମନୁ ପାସୋର ଏତେଟେ ପ୍ରଭାବ ଗ୍ରହଣ କରିଲେ…

ସାହିତ୍ୟ ଅକାଦେମି ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ “ସଉରା ଭାଷା ସମ୍ମେଳନ’ ଉଦ୍‍ଯାପିତ

ଭୁବନେଶ୍ୱର : ସାହିତ୍ୟ ଅକାଦେମି, ନୂଆଦିଲ୍ଲୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ସୌର ଭାଷା ସମ୍ମେଳନ ଉଦଯାପିତ ହୋଇଯାଇଛି । ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ମହାନ୍ତିଙ୍କ ସଭାପତିତ୍ୱରେ 'ସଉରା ଆଦିବାସୀ ଓ ବିଶ୍ୱାସ' ଶୀର୍ଷକ…

ଭାଷା ଭାଗବତ : ଅନାବଶ୍ୟକ ଯୁକ୍ତାକ୍ଷର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅଭ୍ୟାସ ନ ପାରିଲେ ଛାଡ଼ି ସ୍ବଭାଷା ପାରିବନି ବଢ଼ି ଅନାବଶ୍ୟକ ଯୁକ୍ତାକ୍ଷର ଶୀଘ୍ର କରିବା ପରିହାର ଶବ୍ଦର ବିବିଧ ପ୍ରକାର ବନାନ ନୁହେ ଦରକାର ଶବ୍ଦ ହୋଇଲେ ବହୁରୂପୀ ପାରେନି ବେଶି ଦୂର ବ୍ୟାପି ସୀମିତ ବ୍ୟବହାର କ୍ଷେତ୍ର…

ସମୀକ୍ଷା ଓ ସମାଲୋଚନା ହିଁ ସାହିତ୍ୟକୁ ବିକଶିତ କରେ : ରାଜକିଶୋର ମହାପାତ୍ର

ଓଡ଼ିଆ ଭାଷା ସାହିତ୍ୟରେ ସମକାଳର ଜଣେ ନିଆରା ବ୍ୟକ୍ତିତ୍ୱ ରାଜକିଶୋର ମହାପାତ୍ର । ସାହିତ୍ୟ ସର୍ଜନାରେ ସେ ଯେତିକି ମନସ୍କ, ସାହିତ୍ୟ କୃତିର ସମୀକ୍ଷା ଓ ସମାଲୋଚନାରେ ସେତିକି ମଗ୍ନ । ଲେଖକ ଅପେକ୍ଷା ପାଠକ ଭାବରେ ସେ ଅଧିକ ପରିଚିତ। ଗଳ୍ପ, କବିତା, ଉପନ୍ୟାସ, ଶିଶୁସାହିତ୍ୟ, ଗବେଷଣା ମୂଳକ…

ଅଭୁଲା ଗୀତ : ଦିଲ୍ ଦେବି

ସଙ୍ଗୀତ : ବାଳକୃଷ୍ଣ ଦାଶ ଗୀତ : ନାରାୟଣ ପ୍ରସାଦ ସିଂହ ଗାୟନ : ମହମ୍ମଦ୍ ସିକନ୍ଦର ଆଲାମ୍ ଓ ସିପ୍ରା ବୋଷ ଚଳଚ୍ଚିତ୍ର : ନୂଆବୋଉ, ୧୯୬୨ ଦିଲ୍ ଦେବି ଦିଲ୍ ଦେବି ଦିଲ୍ ଦେବିରେ ବସାଇବି ନେଇ ତୋତେ ଦିଲ୍‌ର ମଞ୍ଜିଲ୍‌ରେ ଦିଲ୍ ଦେବି ଦିଲ୍ ଦେବି ଦିଲ୍‌ଟା ଦେବି ମୋର କାଟିରେ…