Latest Odisha News

BREAKING NEWS

Browsing Category

ସାହିତ୍ୟ

ସ୍ୱଳ୍ପ ଗଳ୍ପ : କୃଷ୍ଣଚୂଡ଼ାର ରଙ୍ଗ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୪ କୃଷ୍ଣଚୂଡ଼ାର ଗୋଟିଏ ସୁନ୍ଦର ନାଆଁ ଅଛି ଇଂରେଜୀରେ, ପିକକ୍ ଫ୍ଲାୱାର୍ । " ସିସିଲପିନା " ପ୍ରଜାତିର ଫୁଲ ମାନଙ୍କର ରଙ୍ଗ ବୈଚିତ୍ର୍ୟକୁ ନେଇ ସମ୍ଭବତଃ ଏଇଭଳି ଗୋଟିଏ ନାଆଁ ର ସୃଷ୍ଟି,ମୟୁର ପୁଷ୍ପ । ଦାରୁଣ…

ପୁସ୍ତକ ପରିଚୟ : ଶ୍ରୀମନ୍ଦିର ଲୁଣ୍ଠନର ଇତିହାସ

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା ଶ୍ରୀମନ୍ଦିର ଲୁଣ୍ଠନର ଇତିହାସ ଲେଖକ : ସୁରେନ୍ଦ୍ର କୁମାର ମିଶ୍ର, ପୁରୀ ପ୍ରକାଶକ ‐ ଏସ୍.ବି. ପବ୍ଲିକେଶନ, କଟକ ଅପହରଣ, ହତ୍ୟା, ଲୁଣ୍ଠନ, ଦସ୍ୟୁ ବୃତ୍ତି, ବଳତ୍କାର ଓ ବଳାତ୍କାର ଭଳି ଆସୁରିକ କାର୍ଯ୍ୟକଳାପ ମନୁଷ୍ୟ ସଭ୍ୟତାର ଆରମ୍ଭରୁ ହିଁ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ବକ୍ଷରେ କମ୍ପନ, ଶଙ୍କାକୁଳ ପାଦର ଗତି, ମନ ମସ୍ତିଷ୍କରେ ଚିନ୍ତାର ଆବର୍ତ୍ତ । ବହୁ ସାହସ କରି ମଧ୍ୟ ସେ ଦିନରେ ଆସି ପାରି ନଥିଲା । କାଳେ ଯଦି ପରିଚିତ କେହି ଦେଖେ ସେ ଚନ୍ଦ୍ରଭାନୁଙ୍କ ବାସଭବନକୁ ଯାଉଛି ବୋଲି ଆଉ ଯଦି…

ସନେଟ : ସମୁଦ୍ର

ରବି ପଣ୍ଡା  ତମେ ନୀ, ମୁଁ' ଯେ ଘନ ନୀଳ, ତମେ ସ୍ଥିର ମୁଁ ଉଚ୍ଛଳ ଉତ୍ତାଳ ତମେ ଦେଖ ଛପି ଛପି ତମ ଛାଇ ପଡିଛି କି ନାହିଁ ମୋ ଛାତିରେ ମୋ ଛାତି ତ ଉର୍ମିରେ ଅସ୍ଥିର, ଅବିରତ ତା 'ଚଳପ୍ରଚଳ ବିଚଳିତ ମନ ଯା'ର, ସେ'କି ବାନ୍ଧି ପାରେ କେବେ କାହାକୁ ପ୍ରେମରେ! କଅଣ କରିବି କୁହ, ଯେତେ…

ଭାଷା ଭାଗବତ : ବହିର ସଂସାର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଯାହାର ଯେଉଁପରି ରୁଚି ସେ ଯଦି ତାହା ହିଁ କରୁଛି ଅପୂର୍ବ ବହିର ସଂସାର ବିନଷ୍ଟ ହେବ ଅତି ଶୀଘ୍ର ବହି ବ୍ୟତୀତ ସବୁ କଥା ସୃଷ୍ଟି କରିବ ମଥାବ୍ୟଥା ଆତ୍ମପ୍ରଚାର ପରାୟଣ ଲୋକେ କରିବେ ହଇରାଣ ମଲାଟ ଚିତ୍ର ଦେଲେ ଦେଖା ସମୀକ୍ଷା ନ ହୋଇଲେ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଏକ ଭିନ୍ନ ଆବେଗରେ ଉଦ୍‌ବେଳିତ ହୋଇଉଠିଲେ ଚନ୍ଦ୍ରଭାନୁ । ଦୁଇ ମୁଦ୍ରିତ ପତା ଉପରକୁ ଉଠାଇ ପାଖରେ ଠିଆହୋଇଥିବା ସେଇ ନାରୀକୁ ଦେଖିବାପାଇଁ ଚେଷ୍ଟାକଲେ । କିନ୍ତୁ ଏ କ’ଣ ? ଚତୁର୍ଦ୍ଦିଗ ଅନ୍ଧକାର । ଟେବୁଲ ଉପରେ ଥିବା…

ଭାଷା ଭାଗବତ : ବହିର ସଂସାର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଯାହାର ଯେଉଁପରି ରୁଚି ସେ ଯଦି ତାହା ହିଁ କରୁଛି ଅପୂର୍ବ ବହିର ସଂସାର ବିନଷ୍ଟ ହେବ ଅତି ଶୀଘ୍ର ବହି ବ୍ୟତୀତ ସବୁ କଥା ସୃଷ୍ଟି କରିବ ମଥାବ୍ୟଥା ଆତ୍ମପ୍ରଚାର ପରାୟଣ ଲୋକେ କରିବେ ହଇରାଣ ମଲାଟ ଚିତ୍ର ଦେଲେ ଦେଖା ସମୀକ୍ଷା ନ ହୋଇଲେ…

ଅଭୁଲା ଗୀତ : ଆକାଶେ କି ରଙ୍ଗ ଳାଗିଲା

ଗୀତ : କାର୍ତ୍ତିକ କୁମାର ଘୋଷ ଗାୟନ : ନିର୍ମଳା ମିଶ୍ର ଚଳଚ୍ଚିତ୍ର : ଶ୍ରୀଲୋକନାଥ, ୧୯୬୦ ଆକାଶେ କି ରଙ୍ଗ ଳାଗିଲା ଆଜି ଆକାଶେ କି ରଙ୍ଗ ଲାଗିଲା ଚୋରା ପବନେ ସୁରଭି କେ ଦେଲା ଆଜି ଆକାଶେ କି ରଙ୍ଗ ଲାଗିଲା ବାଜେ କାହା ଆଗମନୀ ଗୀତିକା ସାଜେ ନୂଆ ସାଜେ ବନ…

ମୋ ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟ ମତେ ସାହିତ୍ୟ-ମନସ୍କ କରାଇଲା : ପ୍ରଲିପ୍ତା ଛୋଟରାୟ

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଓଡ଼ିଆ ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ପ୍ରଲିପ୍ତା ଛୋଟରାୟଙ୍କ ସହ ‘ସ୍ୱଳ୍ପ ଆଳାପ’…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଗଛରେ ଫୁଲଟିଏ ଦେଖିଲେ ସେ ହାତରେ ଧରିଥିବା ଫୁଲଟିକୁ ଫୋପାଡ଼ି ଦିଅନ୍ତି । ମୀନାକ୍ଷି ଆଜି ତାଙ୍କ ଆଖିରେ ସୁନ୍ଦରୀ ଅଛି । କିନ୍ତୁ ଭବିଷ୍ୟତରେ ସେ ଯଦି ତା’ଠାରୁ ଆହୁରି ସୁନ୍ଦରୀ ସ୍ତ୍ରୀର ସନ୍ଧାନ ପାଆନ୍ତି, ତେବେ…