Latest Odisha News

BREAKING NEWS

Browsing Category

ସାହିତ୍ୟ

ସାହିତ୍ୟ ମୋର ସୁଖ ଦୁଃଖର ସାଥି : ନାରାୟଣ ସାହୁ

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଓଡ଼ିଆ ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ନାରାୟଣ ସାହୁଙ୍କ ସହ ‘ସ୍ୱଳ୍ପ ଆଳାପ’…

ଅଭୁଲା ଗୀତ : ଏଇ ଛୋଟ କଥାଟିଏ ଭୁଲନା

ଗୀତ: ଗୁରୁକୃଷ୍ଣ ଗୋସ୍ୱାମୀ ସଙ୍ଗୀତ : ଶାନ୍ତନୁ ମହାପାତ୍ର ଗାୟନ : ପ୍ରଣବ ପଟ୍ଟନାୟକ ଓ ଉଷା ମଙ୍ଗେସକର ଚଳଚ୍ଚିତ୍ର : ଅରୁନ୍ଧତୀ (୧୯୬୮) ଏଇ ଛୋଟ କଥାଟିଏ ଭୁଲନା ଭଲପାଏ ଆଉ କିଛି ଜାଣେନା ତୁମେ ପାଶେ ଥିଲେ କିଛି ଦୁନିଆରେ ଆଉ ମୁଁ ଚାହେଁନା ଚାହେଁନା ଏଇ ଛୋଟ କଥାଟିଏ ଭୁଲନା…

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୭୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସମୟ ତା ବାଟରେ ଯେତେବେଳେ, ଯେମିତି ଜଣାଇବ ମୁଁ ମଥାପାତି ସହିନେବି । କିନ୍ତୁ ଆଜିଠାରୁ ନୁହେଁ । ମୁଁ ଦୁର୍ବଳ ହୋଇଯିବି । ଶାଶୁ ମୋ ମଥାକୁ ଆଉଁଷିବାରେ ଲାଗିଲେ । ବୋଉ ମତେ କୁଣ୍ଢେଇ ଧରି କଇଁ କଇଁ କାନ୍ଦୁଥିଲା ।…

କବିତା : ମାଟିର ମାଧୁର୍ଯ୍ୟ

ବାସନ୍ତୀ ବାରିକ୍  ସୁନୀଳ-ଆକାଶ ତଳେ ଧୂସର-ଧରଣୀ କୋଳେ, ଅରଣ୍ୟ,ପର୍ବତ ଶୋହେ, ସାଗର,ଝରଣା ବହେ, ପ୍ରକୃତିର ପ୍ରୀତିମୟ ଶୋଭା। ସବୁଜ ଶ୍ୟାମଳ-କ୍ଷେତ, ମାଟିର-ମଧୁ ପଣତ, ଧରଣୀର ରମଣୀୟ-ବିଭା। ସୃଷ୍ଟିର ଚାରୁ-ସମ୍ଭାର ସୌନ୍ଦର୍ଯ୍ୟର ଗନ୍ତାଘର, ସ୍ବପ୍ନଭରା-ନିଶିଥିନି ଜୋଛନା-ଝରା…

ଭାଷା ଭାଗବତ : ସର୍ବଜ୍ଞାତ ସତ୍ୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଅତି ଗପୁଡ଼ି ହୋଇ ବ୍ୟକ୍ତି କରେ ଭାଷାର ଯେତେ କ୍ଷତି ହୋଇନି ତହିଁର ଗଣତି ଏମିତି ଅଟେ ଆମ ଜାତି କାମରେ ନ ଲଗାଇ ମତି ଲୋକେ ଲୋଡ଼ଂତି ନିଜ ଖ୍ୟାତି ଯଶଲାଳସୀ ହେଲେ ବ୍ୟକ୍ତି ଜାତିରେ ପଡ଼ଇ ବିପତ୍ତି ଶିଖି ଶିଖାଇ ପାରେନାହିଁ ସଦା…

କବି ପ୍ରସନ୍ନ ମିଶ୍ରଙ୍କ ୮୨ ତମ ଜୟନ୍ତୀ ‘ଫାଲଗୁନ ଆସର’ ପାଳିତ

ଭୁବନେଶ୍ବର : ବିଶିଷ୍ଟ କବି ପ୍ରସନ୍ନ କୁମାର ମିଶ୍ରଙ୍କ ୮୨ ତମ ଜୟନ୍ତୀ 'ଫାଲଗୁନ ଆସର' ଶୀର୍ଷକରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। କବି କେଦାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କବୀ ଅପର୍ଣ୍ଣା ମହାନ୍ତି, କବି ଆଶୁତୋଷ ପରିଡ଼ା, ନାଟ୍ୟକାର ରମେଶ…

କବିତା : ମାୟା ଫଗୁଣ

ସ୍ମୃତି ରଞ୍ଜନ ତ୍ରିପାଠୀ  ଏଇ ଏଇନା ଖଳି ହେଉଛନ୍ତି ବସନ୍ତର କାମଳ ରୋଗୀ ସବୁ, ଏଇ ଏଇନା ବକ୍ତା ସବୁ ଆକାଶ ମୁହାଁ ପୁଣି ଗଢ଼ିବାକୁ, ଶିହରିବାକୁ ଫଗୁଣକୁ ତା'କୁ ଆହୁରି ଗେହ୍ଲେଇ ନାଚିବାକୁ ଆଉଥରେ ବଇଦ ସାଜିବାକୁ।। ବାଃରେ ଶୀତ ସବୁ କମ୍ବଳର ସ୍ୱେଦ ତୁ ନେଲୁ ମୋ ପାଇଁ…

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୭୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଶୁଣିଥିଲି, ମଣିଷ ଜୀବନର ସବୁ ନିର୍ଣ୍ଣୟ ଈଶ୍ୱର ନେଇଥିଲେ ବି ମନୁଷ୍ୟକୁ କର୍ମ କରିବାକୁ ପଡ଼େ, ବିବେକାନୁଗତ ଭାବେ । ସେଥିରେ ଶତ ପ୍ରତିଶତ ସଫଳତା ମିଳି ନପାରେ । ତଥାପି କର୍ମ ହିଁ ମଣିଷର ପୁରୁଷାର୍ଥ । ମହାଭାରତର…

ଭାଷା ଭାଗବତ : ଅତୀତ ଅନୁସାରୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ସଂସ୍କୃତ ହେବାରୁ ଦୁର୍ବୋଧ୍ୟ ଲେଖକେ କଲେ ଅନୁବାଦ ଅନେକ ସ୍ଥାନୀୟ ଭାଷାରେ ବ୍ୟାପିଲା ସମଗ୍ର ଦେଶରେ ଲୌକିକ ଭାଷାକୁ ଆଶ୍ରୟି ଗ୍ରଂଥ, ପୁରାଣ କାଳଜୟୀ ହୋଇଲେ, ପାଇଲେ ସ୍ବୀକୃତି ଏପରି ହେଲା ଜ୍ଞାନୋନ୍ନତି ଏବେ ପୁଣି ପଛକୁ ଫେରି ହେଲେ…

କବିତା : ରାସ୍ତା

ରାମକୃଷ୍ଣ ଯିବାକୁ ମୋର ଜମା ଇଚ୍ଛା ନାହିଁ ଯାହା ଅଛି ହଜିଯାଆନ୍ତି ତା ଭିତରେ ଯାହା ନାହିଁ ତାକୁ ଭରି ଦିଅନ୍ତି ସୁନ୍ଦର ସବୁ ମୋର କଳ୍ପନାରେ, ଅଜସ୍ର ଇଚ୍ଛାଙ୍କ ଉତ୍ସବରେ ମାତି ଯିବାକୁ ମନ ମୋର, କିନ୍ତୁ ଜାଣେ ବସି ରହିବା ତ ଦୂରର କଥା ଘଉଡାଇ ନିଆଯିବ ମୋତେ ଛିଡାହେବା ଜାଗାରୁ…