Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଅତୀତ ସହିତ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ' ଫେରିପାଇଲେ ପୂର୍ବାବସ୍ଥା ଘଟିବନାହିଁ ଦୁରବସ୍ଥା ' ଏପରି ଭାବନା ଓ ଚିଂତା ବଢ଼ାଇଥାଏ ଅସ୍ଥିରତା ଶୈଶବ ଯିବା ପରେ ବିତି ଯୌବନେ ତା ପ୍ରତି ଆସକ୍ତି ମନରେ ପୋଷେ ଯଦି ବ୍ୟକ୍ତି ବୁଢ଼ା ହୋଇଲେ ସହେ କ୍ଷତି ପରିବର୍ତିତ ଘନଘନ ହେଲେ ହେଁ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୧)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସମ୍ବାଦଟି ଶୁଣି ପଦ୍ମିନୀର ମସ୍ତିଷ୍କରେ ଶତଶତ ତରଙ୍ଗ ଚକ୍ରାକାରରେ ଖେଳିଗଲା; ଠିକ୍ ଯେମିତି ରାତ୍ରିର ଶାନ୍ତ ପରିବେଶରେ ସ୍ଥିର ଥିବା ପୋଖରୀରେ ପ୍ରତ୍ୟୁଷରୁ କେହି ଜଣେ ସନ୍ତରଣକାରୀ ଲମ୍ଫ ଦେଲାପରି । ଆଖିରେ ଆଖିଏ…

ଶବ୍ଦ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଆରବୀ ଶବ୍ଦ ଅମଳ  ଓଜନ  ଗାଏବ  ଫସଲ ଅମିନ  କଏଦୀ  ଜାମିନ  ଫାଇଦା ଅଦାଲତ  କଲିଜା  ଜମି  ଫିକର ଅଚାନକ  କାଇଦା  ଜମିଦାର  ବରାବର ଅସଲ  କାଏମ   ଜାରି  ମାମୁଲି ଅସୁଲ  କାନୁନ  ଜୁଲମ  ମୁଲକ ଅର୍ଜି  କିସମ  ଜହର  ହଇରାଣ ଆଇନା  କବର …

କବିତା : ଜାଗ୍ରତ ହୁଅ

ସୁଶ୍ରୀ ଶୁଭସ୍ମିତା ମହାନ୍ତି  ଉଠ ହେ ନାରୀ ଜାଗ୍ରତ ହୁଅ ତୁମେ ଦେଶ କରୁଛି ଆହ୍ବାନ, ଅବଳା ନିଜକୁ ଭାବ ନାହିଁ କେବେ ଦୃଢ଼ କର ତୁମ ମନ। ତୁମ ଚାରିପାଖେ ଘଟୁ ଅଛି ଯାହା ଦେଖି କାହିଁ ଚୁପ୍ ରୁହ, ସହିଷ୍ଣୁତାର ବି ସୀମା ରହିଅଛି ଅସ୍ତ୍ର ଧରି ଛିଡ଼ା ହୁଅ। ଭାବୁ ପଛେ ଯିଏ…

ଭାଷା ଭାଗବତ : ସ୍ବସୀମା ଲଂଘନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ମୁଁ ଜଣେ ଶବ୍ଦ ସଂକଳକ ନୁହେଁ ସାହିତ୍ୟ ସଂଚାଳକ ହୋଇନି ଚେତନା ପାଳକ ଉତ୍ତୁଂଗ ଭାବ ପ୍ରକ୍ଷାଳକ ମଣିଷ ଯେଉଁ ଭାଷା କହି ସମାଜରେ ଥାଆଂତି ରହି ସେ ଭାଷା ଶୁଣି, ବୁଝି, ଜାଣେ ତାହାକୁ ହିଁ ବାସ୍ତବ ମଣେ ସେ ଜ୍ଞାନ ହେଲେ ବି ଅତ୍ୟଳ୍ପ…

ସ୍ୱଳ୍ପ ଗଳ୍ପ : ଦାନ୍ତ ପାଇଁ ପ୍ରାର୍ଥନା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୦ ନିହାତି ସରଳ ଆଉ ଆଟୋପହୀନ ଭାବରେ କହିଲେ ଆଜିର ଶୀର୍ଷକ ହେଉଛି ଗୋଟିଏ ଅସଲି ଦନ୍ତ କଥା । ଅର୍ଥାତ୍ ଏଠାରେ ଦାନ୍ତକୁ ନେଇ ବିଶେଷ ଭାବରେ ମଣିଷର ଦାନ୍ତକୁ ନେଇ କିଛି କଥାର ଉପସ୍ଥାପନା କରାଯାଉଛି। ଏଇ ଦନ୍ତ କଥାର ଆରମ୍ଭଟି…

ପୁସ୍ତକ ପରିଚୟ : ଶ୍ଵେତପତ୍ର

ଅପହଞ୍ଚ ଇଲାକାର ଅବଦମିତ ସ୍ୱର 'ଶ୍ୱେତପତ୍ର' ହିମାଦ୍ରୀ ତନୟା ମିଶ୍ରଙ୍କ ସମୀକ୍ଷା  କବିତା ସଙ୍କଳନ : ଶ୍ଵେତପତ୍ର କବି : ବଳରାମ ପୂଜାରୀ ପ୍ରକାଶକ : ପେନ୍ ଇନ୍ ବୁକ୍ସ ପବ୍ଲିକେଶନ, ଭୁବନେଶ୍ୱର ମୂଲ୍ୟ – ୧୯୯ /- "ଏଠି ଜୀବନ ସବୁ ଦୌଡୁଥିଲେ ମୁଠା ମୁଠା ପରମାୟୁ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୦)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଏତେବେଳେ ଯାଇ ମୀନାକ୍ଷି ମୁହଁ ଖୋଲିଲା- ଆଉ ସେ ପଠାଇଥିବା ବିବାହ ବିଚ୍ଛେଦ ଦଲିଲକୁ କ’ଣ କଲୁ ? ତା’ ହାତକୁ ମୁଠେଇ ଧରିଲା ପଦ୍ମିନୀ- ଏଇ ଗୋଟିଏ ଭୁଲ କରିଛି ମୀନାକ୍ଷି । ଶତଚେଷ୍ଟା କରି ମଧ୍ୟ ସେଥିରେ ଦସ୍ତଖତ…

କବିତା : ଯୁଦ୍ଧଭୂମି

କୈଳାସ ଚନ୍ଦ୍ର ସାହାଣୀ  ତୁମେ ଛଳନାର ଜତୁଗୃହରେ ଜାଳିବା ପୂର୍ବରୁ ବହୁବାର ଜଳିଛି ମୁଁ ପ୍ରତାରଣାର ଲେଲୀହାନ ଶିଖାରେ, ତୁମେ ମିଛର ମହୁତୁଠ ଦେଖାଇବା ଆଗରୁ ଅନେକବାର କ୍ଷତାକ୍ତ ହୋଇଛି ମୁଁ ସେ ମଧୁ ମକ୍ଷିକାର ତୀବ୍ର ଦଂଶନରେ ; ମୋତେ ଆଉ ଭ୍ରମିତ କରନାହିଁ ହେ…

ଭାଷା ଭାଗବତ : ସତ୍ୟ ସଂଧାନୀ ଭାଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ନ କରି ତଥ୍ୟ ବିଶ୍ଳେଷଣ କରିଲେ ସ୍ବମତ ପ୍ରଦାନ ସତ୍ୟକୁ ମିଳେ ଅପମାନ ଅସାର ହୁଅଇ ବଚନ ସତ୍ୟକୁ ରଖିଲେ ଗୋପନ ମିଳେନି କେବେ ସମାଧାନ ସମସ୍ୟା ହେଲେ ହେଁ ଉତ୍କଟ ନ ମିଳେ ସମାଧାନ ବାଟ ଅଳପ କିଛି ଦେଖି, ଶୁଣି କଳ୍ପନାଜାତ ମିଛ ବୁଣି…