Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଲୀଳାମୟଙ୍କ ଚିନ୍ତା ପାରାବାରରେ ବୁଡ଼ିବୁଡ଼ି ପଦ୍ମିନୀ ବାସ୍ତବତାର କଷାଘାତକୁ ଧୀରେଧୀରେ ବିସ୍ମରି ଯାଉଥିଲା । ଆଖି ଆଗରେ ତା’ର ଭାସୁ ନଥିଲା ଚନ୍ଦ୍ରଭାନୁଙ୍କ ଚେହେରା... ହୃଦୟକୁ ବିଦାରିତ କରୁ ନଥିଲା ତାଙ୍କର ବ୍ୟବହାର…

କବିତା : ନଈ ସେପାରି ଗାଁ

ରାଜ କିଶୋର ନାୟକ  ନଈ ସେପାରି ଗାଁ ସେ ଗାଁ ଉପରେ ସବୁଜ ପତରେ ଲେଖା ମୋ ପ୍ରିୟାର ନାଁ (୦) ଅଳସୀ ନଈର ସୁନେଲୀ ଢେଉରେ ପ୍ରିୟା ମୋ ଦେଖଇ ମୁହଁ ନିର୍ମଳ ଶରତେ ଅନାଵିଳ ଜଳେ ପଖାଳେ ତା ଗୋରା ଦେହ କାଶତଣ୍ଡୀ ବଣେ ପାଦ ଥାପି ଥାପି ଖେଳେ କନକ କନିଆଁ ନଈ ସେପାରି ଗାଁ…

ଭାଷା ଭାଗବତ : ବହୁସ୍ତରୀୟ ଭାଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଥିଲେ ବି ଉନ୍ନତ ସାହିତ୍ୟ ଭାଷା ହୁଏନି ଚିରାଦୃତ ଲାଟିନ୍‌, ଗ୍ରୀକ୍‌ ଓ ସଂସ୍କୃତ ପ୍ରମାଣ କରଂତି ଏ ସତ ସର୍ବସ୍ତରୀୟ ପ୍ରଚଳନ ନ ହେଲେ ଭାଷାର ସମ୍ମାନ କେଉଁଠି କେବେ ବଢ଼େନାହିଁ ଏ କଥା ବୁଝୁନୁ କିପାଇଁ ? ଏଠାରେ ଶିକ୍ଷାପ୍ରାପ୍ତ ଲୋକ…

ଓଡ଼ିଆ ସାହିତ୍ୟକୁ ହିନ୍ଦୀ ଭାଷାଭାଷୀଙ୍କ ନିକଟରେ ପରିଚିତ କରାଇବା ହିଁ ମୋର ଏକମାତ୍ର ଲକ୍ଷ୍ୟ : ପାରମିତା ଷଡ଼ଙ୍ଗୀ

ଓଡ଼ିଆ ଭାଷା ସାହିତ୍ୟରେ ସମକାଳର ଜଣେ ନିଆରା ଶବ୍ଦଶିଳ୍ପୀ ପାରମିତା ଷଡ଼ଙ୍ଗୀ । ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ, ସେ ସୃଷ୍ଟି କରି ଚାଲିଛନ୍ତି ଗଳ୍ପ, କବିତା, ଅନୁବାଦ ସାହିତ୍ୟ। କେବଳ ଏତିକି ନୁହେଁ ଜଣେ ସମୀକ୍ଷୀକା ଭାବରେ ମଧ୍ୟ ସେ ବେଶ ସୁପରିଚିତ । ସାହିତ୍ୟ ସର୍ଜନା…

ଅଭୁଲା ଗୀତ : ମରମ ତଳେ ଅତୀତ ଯେ ମରେନା

ଗୀତ: ମରମ ତଳେ ଅତୀତ ଯେ ମରେନା ସଙ୍ଗୀତ ଓ ଗାୟନ: ବାଳକୃଷ୍ଣ ଦାଶ ଗୀତ: ନାରାୟଣ ପ୍ରସାଦ ସିଂହ ଚଳଚ୍ଚିତ୍ର : ଅଭିନେତ୍ରୀ, ୧୯୬୫ ମରମ ତଳେ ଅତୀତ ଯେ ମରେନା ମରମ ତଳେ ଅତୀତ ଯେ ମରେନା ଦହନ ଯେ ସରେନା ମରମ ତଳେ ଅତୀତ ଯେ ମରେନା ଦହନ ଯେ ସରେନା ନୀର ଧାରା ଝରେ ମରା…

ମୁଁ ଆଇପିଏସ ଛାଡ଼ି ବିଜେପିରେ ଯୋଗ ଦେବାକୁ କାହିଁକି ନିଷ୍ପତି ନେଲି

ବସନ୍ତ ରଥ  କାରଣ ଏକ ନିର୍ଦ୍ଧିଷ୍ଟ ବର୍ଷରେ ଯେତେବେଳେ ଶ୍ରୀନଗରରେ ଶହ ଶହ ଲୋକଙ୍କର ଜୀବନ ଯାଉଥିଲା, ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏଭଳି ପ୍ରାଣହାନୀକୁ ରୋକିବାକୁ କୌଣସି ପ୍ରଚେଷ୍ଟା ତ କରି ନଥିଲେ, ବରଂ ଦୁବାଇରୁ ଆମଦାନୀ ରେନବୋ ବ୍ରାଣ୍ଡର କ୍ଷୀର ତାଙ୍କୁ ସେଦିନ କାହିଁକି ମିଳିନି ବୋଲି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୫)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସେଇଦିନଠାରୁ ଏଇ ମୂର୍ତ୍ତିଟି ତା’ ଜୀବନର ଏକ ଅବିଭାଜ୍ୟ ଅଂଶ ହୋଇ ରହିଯାଇଛି । ଆନନ୍ଦ ମୁର୍ହୂରେ ସେ ହସର ଶହଶହ ପାଖୁଡ଼ା ଝରାଇ ତା’ ଉପରେ ଲୋଟିଯାଇଛି । ବିଷାଦ ଲଗ୍ନରେ ଧାରଧାର ଲୁହ ତା’ ପାଦକୁ ସିକ୍ତ କରିଦେଇଛି ।…

କବିତା : ବାଟ

ନାରାୟଣ ସାହୁ ଏ କେଉଁ ବାଟରେ ମୁଁ ଅଛି ! ଯେଉଁ ବାଟରେ ଯୋଗୀରୂପ ନେଇ ଉଡୁଛନ୍ତି ଦଳେ ପ୍ରଜାପତି, ସେହି ବାଟରେ କିଛି ପିଣ୍ଡଙ୍କୁ କିଛି ଭ୍ରମର କରୁଛନ୍ତି କ୍ଷତାକ୍ତ ! ଯେଉଁ ବାଟରେ ରଙ୍ଗ ଉଡେଇ ଚାଲି ଯାଉଛି ନାବାଳକଟି ପବନରେ ଇନ୍ଦ୍ରଧନୁ ଆଙ୍କି, ସେହି ବାଟରେ ରଙ୍ଗ ଭସେଇ ଲାଲ୍…

ଭାଷା ଭାଗବତ : ସଂଖ୍ୟାବଳ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ମଣିଷ ବୁଝିଥାଏ ଯାହା ତଦନୁସାରେ କରେ ତାହା ନୂଆ କିଛି ବୁଝି ନ ପାରି ନିଜ ପଂଥାକୁ ଥାଏ ଧରି 'ସଭିଏଁ ହେବେ ଏକାଭଳି' ଭାବି, କରିଲେ ବୃଥା କଳି ସମାଜେ ରହେ ଖାଲି ଭ୍ରାଂତି ମିଳେନି ସ୍ବାସ୍ଥ୍ୟ, ସୁଖ, ଶାଂତି ଅନ୍ୟର ଉପରେ କ୍ଷମତା…

୨୦୨୨ ପାଇଁ କମଳା ଶତପଥୀ ପାଇଲେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର’

ଭୁବନେଶ୍ୱର : ସୃଜନ ଓ ଅନୁସୃଜନ ଉଭୟରେ ପ୍ରସିଦ୍ଧି ଲାଭ କରିଥିବା ବିଶିଷ୍ଟ ଲେଖିକା କମଳା ଶତପଥି ଅନୁବାଦ ପୁସ୍ତକ ‘ସୁନେଲି ବାଦଲ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଗ୍ରହଣ କରିଛନ୍ତି । ବିଶିଷ୍ଟ ତେଲୁଗୁ ଲେଖକ ସଇଦ ସଲିମଙ୍କ ‘ଭେଣ୍ଡି ମେଘମ’ର ଏହା ଓଡ଼ିଆ ଅନୁବାଦଶତପଥୀ…