Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଭାଷା ପାଇଁ ମନସ୍ତାପ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ କି ହୁଏ ଛପାଇଲେ ବହି ? ମଲାଟ ପିଂଧି ଥାଏ ରହି ପାଠକ ବାଟ ଚାହିଁ ଚାହିଁ କାଳେ କେ ନେବ କି ଉଠାଇ ଏମିତି କିଛି ଘଟେନାହିଁ ସ୍ବଭାଷୀ ପାରେ ସବୁ ସହି କେବଳ କଥା କହି କହି ହୁଏ ମନ ଭିତରେ ଦହି ଭାଷାର ପ୍ରୟୋଗ ସୀମିତ ହେବାରୁ ହୋଇ…

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୭୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଚନ୍ଦ୍ରଭାନୁଙ୍କ ଫେରିବା ପଥକୁ ଚାହିଁଚାହିଁ ଆଉ କିଛି ଦିନ ଚାଲିଗଲା । ଦିନେ ତାଙ୍କଠାରୁ ଖଣ୍ଡିଏ ଲଫାପା ପାଇଲି । ମନରେ ଯେତେ ଆନନ୍ଦ ନେଇ ଚିଠି ଖଣ୍ଡିକ ପଢ଼ିବାପାଇଁ ଖୋଲିଲି, ପଢ଼ିବାବେଳେ କାମଳରୋଗୀ ଭଳି ମୋର ମୁହଁ…

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୭୫)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସେଇ ପ୍ରଚ୍ଛନ୍ନ ସତ୍ୟ ଆଜି କେଡ଼େ ନିଷ୍ଠୁର ଭାବେ ଆତ୍ମପ୍ରକାଶ କରିଛି । ଆଉ କେତେ ଦିନ ଅଫିସରେ ଏ କଥା ଲୁଚି ରହିବ ? ସେଥିରେ ପୁଣି ମିଥ୍ୟାର ଏ ଚକ୍ରବ୍ୟୁହ ଭିତରକୁ ମୀନାକ୍ଷି ପଶି ଆସିଲାଣି । କ’ଣ ହେବ ପରିଣାମ ?…

ତଥାସ୍ତୁ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ଭଗବାନ ହେଉଛନ୍ତି ସୃଷ୍ଟି କର୍ତ୍ତା । ତାଙ୍କରି ଅନୁସାରେ ମନୁଷ୍ୟର ଭାଗ୍ୟ ର୍ଦ୍ଧାରିତ ହୁଏ । ମନୁଷ୍ୟର ଭାଗ୍ୟ... ଇଶ୍ୱରଙ୍କ ଅନୁଯାୟୀ ଲିଖିତ । ଏହାକୁ କେହି ବଦଳାଇ ପାରିବେ ନାହିଁ । କିନ୍ତୁ ଆପଣମାନେ କେବେ ଅନୁଭବ କରିଛନ୍ତି…

ଭାଷା ଭାଗବତ : ଅଲୋଡ଼ା ବିଶ୍ରାମ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଦୁର୍ବଚନ ଶୁଣିଲେ କାନ ସୁଦ୍ଧା ଯେଣୁ ରହୁଛିଁ ମୌନ ଆଖିରେ ଦେଖି ଦୁର୍ଲିଖନ ସ୍ଥିର ରଖିପାରେଁ ମୋ ମନ ଖୋଜି ଅନ୍ୟର ଦୋଷ, ତ୍ରୁଟି ଦେଖାଏଁନାହିଁ ଗୋଟି ଗୋଟି ସବୁ ବିଚ୍ୟୁତି ନେଇ ସହି ଏହି ସଂସାରେ ଥାଏଁ ରହି ପାରିଲେ ନିଜ ତ୍ରୁଟି ଜାଣି…

କବିତା : ଜୀବନ ଗାଥା

ରବି ପଣ୍ଡା ଏକ ଅଲିଖିତ ଘୋଷଣାନାମାରେ ଦସ୍ତଖତ କରିସାରିଛି କେଉଁ ଦିନରୁ ମା'ଠାରୁ ମାଟିକୁ ଛୁଇଁବାଠାରୁ ମୋ ସତ୍ତା ଚୁକ୍ତି କରି ଦେଇଛି , ହାତକାଟି ଜନ୍ମ କୁଣ୍ଡଳୀରୁ। ମୁଁ ଚାଲିବି, ଚାଲୁଥିବି ସୂର୍ୟ୍ଯାସ୍ତର ରଙ୍ଗ ସବୁ ଲିଭି ଯିବା ପୂର୍ବ ପର୍ଯ୍ୟନ୍ତ /ମୋ ପ୍ରୁଥିବୀର ଦିଗ୍…

ମିଛ ନୁହେଁ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ଆଜିକାଲି ଆଉ କିଏ କଣ ମିଛ କହୁଛନ୍ତି? ନା, ଏବେ ସମସ୍ତେ ସତ କହିବା ଶିଖିଯାଇଛନ୍ତି । ଆଜ୍ଞା ! ଆପଣମାନେ ଅନୁସନ୍ଧାନ କରୁନାହାନ୍ତି ! ବଳେ ଜାଣିଯିବେନି! ଏମିତିକା ଏତେ ସତ କହୁଛନ୍ତି ଯେ, କେହି ମିଛବୋଲି କହି ପାରିବେନି । ବାପା କହିଲେ ପୁଅରେ! ମୁଁ ଘରେ…

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୭୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତାଙ୍କ କଥାର ମାୟାଜାଲ ଭିତରେ ଆମେ ସମସ୍ତେ ଛନ୍ଦି ହୋଇଯାଇଥିଲୁ । କାହାର କିଛି କହିବାର ନଥିଲା । ସେ ଦିଲ୍ଲୀ ଯିବା ଦିନ ଶୋଇଥିବା ପୁଅକୁ ଛାତି ଉପରକୁ ଉଠାଇ ଆଣି, ତା’ର କୁନି ଓଠରେ ଚୁମା ଦେଇଥିଲେ । ମୋ ମୁଣ୍ଡରେ…

କବିତା : ଫୁଲଶର

ଗଦାଧର ସାହୁ ଫୁଲ ସବାରୀରେ ବସି ଫଗୁଣ ଆସିଛି ମୋ କାନରେ ତୁମ କଥା କହେ ହସି ହସି । ତା ଚୋରା ଚଇତି କରେ ତୁମ ଚିତ୍ତ ଚୋରି ମୋ ଚିତ୍ତ କେତେ ସହିବ କେତେ ଧୈର୍ଯ୍ଯ ଧରି । ଆହୁରି ଡରାଏ ମୋତେ ତୁମେ ଆନମନା ତା ପରଶ କାଉଁରିରେ ମୁଁ ମନେ ପଡେନା । ଫୁଲ ଫଗୁଣ ଫଗୁରେ ଯେତେ…

ବିଜୟ ନାୟକଙ୍କ ପ୍ରବନ୍ଧ ସଙ୍କଳନ ‘କଳ୍ପନାର ବାସ୍ତବତା’ର କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ନୂଆଦିଲ୍ଲୀ : ବିଶିଷ୍ଟ ଲେଖକ ବିଜୟ ନାୟକଙ୍କ ପ୍ରବନ୍ଧ ସଙ୍କଳନ “କଳ୍ପନାର ବାସ୍ତବତା”ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଏହି ଅବସରରରେ ସାଂସଦ ଭତୃହରି ମହତାବ, ଲେଖିକା ପ୍ରତିଭା ରାୟ, ବିଶିଷ୍ଟ କବି ଅମରେନ୍ଦ୍ର ଖଟୁଆ ପ୍ରମୁଖ ଅତିଥି ଭାବରେ…