Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ସଂଖ୍ୟାବଳ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ମଣିଷ ବୁଝିଥାଏ ଯାହା ତଦନୁସାରେ କରେ ତାହା ନୂଆ କିଛି ବୁଝି ନ ପାରି ନିଜ ପଂଥାକୁ ଥାଏ ଧରି 'ସଭିଏଁ ହେବେ ଏକାଭଳି' ଭାବି, କରିଲେ ବୃଥା କଳି ସମାଜେ ରହେ ଖାଲି ଭ୍ରାଂତି ମିଳେନି ସ୍ବାସ୍ଥ୍ୟ, ସୁଖ, ଶାଂତି ଅନ୍ୟର ଉପରେ କ୍ଷମତା…

୨୦୨୨ ପାଇଁ କମଳା ଶତପଥୀ ପାଇଲେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର’

ଭୁବନେଶ୍ୱର : ସୃଜନ ଓ ଅନୁସୃଜନ ଉଭୟରେ ପ୍ରସିଦ୍ଧି ଲାଭ କରିଥିବା ବିଶିଷ୍ଟ ଲେଖିକା କମଳା ଶତପଥି ଅନୁବାଦ ପୁସ୍ତକ ‘ସୁନେଲି ବାଦଲ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଗ୍ରହଣ କରିଛନ୍ତି । ବିଶିଷ୍ଟ ତେଲୁଗୁ ଲେଖକ ସଇଦ ସଲିମଙ୍କ ‘ଭେଣ୍ଡି ମେଘମ’ର ଏହା ଓଡ଼ିଆ ଅନୁବାଦଶତପଥୀ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ କୁମାରୀ ଜୀବନରେ ଯାହାଠାରୁ କେତେ ପଦ ମହୁଝରା କଥା ଶୁଣି, ଯାହାକୁ ପ୍ରଥମଥର ଅଳ୍ପ ସମୟ ପାଇଁ ଦେଖି, ତା’ର ମନ ପଦ୍ମତୋଳା ଶୁଣିବା ସାପ ଭଳି ଧୀର, ଶାନ୍ତ ଓ ଅପ୍ରଗଲ୍‌ଭ ହୋଇଯାଇଥିଲା; ଆଜି ତାଙ୍କ ପାଇଁ ଏତେ ଦୂର…

ଭାଷା ଭାଗବତ : ଜ୍ଞାନ ଗର୍ବ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ବହିଟେ ନ ପଢ଼ିଲେ କେହି ଗ୍ରଂଥାଗାରରେ ଥାଏ ରହି ଏଥି ପାଇଁ କରିଲେ ଗର୍ବ ଭାଷାଟେ ହୁଏ ଆପେ ଖର୍ବ ଲେଖକେ ଜ୍ଞାନ ରକ୍ଷାକାରୀ ହେଲେ ହେଁ ତାହାଂକୁ ଭିକାରି କରିଥାଆଂତି ଯେଉଁମାନେ ରହଂତି ତୁଚ୍ଛ ଧନାରଣ୍ୟେ ଧନର ମାନ ହେଲେ କ୍ଷୁଣ୍ଣ ଘଟିବ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୩)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ପଦ୍ମିନୀ ସାମାନ୍ୟ ସଙ୍କୋଚ ଭାବ ନେଇ ପଚାରିଲା । - ଆପଣଙ୍କୁ କେହି କିଛି କହିଛି କି ? - ମତେ କହିଥିଲେ ମୁଁ ଆଦୌ ବିଚଳିତ ହୁଅନ୍ତି ନାହିଁ । ରାଜଧାନୀରେ ମତେ ଚିହ୍ନେ କିଏ । କିନ୍ତୁ ତୁମକୁ ନେଇ ମୁଁ ଖୁବ୍…

କବିତା : ପ୍ରତୀକ୍ଷା

ଅଶୋକ କୁମାର ବେହେରା ଭାବି ଦେଖିଛ କି କେବେ ମୋ ହୃଦୟର ଅନ୍ତର୍ଦାହ ଖୋଜିଛ କି ଜାଣିବାକୁ କେବେ ମୋ ମନର ଅକୁହା ବେଦନା ॥ ମୁଁ ଖୋଜୁଛି ତୁମ ଛବି ନୀତି ମୋ ସାଇତା ସ୍ମୃତି ଆଇନାରେ ମୁଁ ରଖିଛି ମିଠା ମିଠା କଥା ତୁମ ପାଇଁ ମୋ ହୃଦୟର ଭାଷା ପ୍ରକୋଷ୍ଠରେ ॥ ସ୍ୱପ୍ନ ବି ଦେଖୁଛି…

ଭାଷା ଭାଗବତ : ଗୋଟିଏ ଆରେକ ପ୍ରକାର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଣ-ଯୋଡ଼ା ଯେତେ ଯୁକ୍ତାକ୍ଷର ଦିଶେ ଣ୍ଟଣ୍ଠଣ୍ଡଣ୍ଢ ସର୍ବତ୍ର କିଂତୁ ଏମିତି ଉଚ୍ଚାରଣ କରଂତିନାହିଁ ବିଜ୍ଞଜନ କଣ୍‌ଟା,ପାଣ୍‌ଠି କି ଖଣ୍‌ଡା, ଶୁଣ୍‌ଢି ତୁଂଡରୁ ହୁଏନାହିଁ କାଢ଼ି କନ୍‌ଟା, ପାନ୍‌ଠି ଓ ଖନ୍‌ଡା, ଶୁନ୍‌ଢି କାନରେ ସଦା ଥାଏ ପଡ଼ି…

ଚିନ୍ତନ ମନନ : ଧ୍ୟାନ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ଏକ ବିଷୟରେ ଏକାଗ୍ର ଚିନ୍ତନ ମନନ : ଧ୍ୟାନ । କୌଣସି ଦେବତାଙ୍କୁ ମବ ଜପ କରିବା ପୂର୍ବରୁ ସେ ଦେବତାଙ୍କର ରୂପ ଧ୍ୟାନ କରାଯାଏ । ଧ୍ୟାନଦ୍ୱାରା ଉକ୍ତ ଦେବତାଙ୍କ ରୂପ ମନ୧⁄୨କ୍ଷୁରେ ପ୍ରତିଭାତ ହୁଏ । ଯୋଗର ଆଠଗୋଟି ଅଙ୍ଗ ମଧ୍ୟରୁ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ନିରୂ ଚା’ଧରି ଭିତରକୁ ପଶି ଆସି ଲକ୍ଷ୍ୟ କଲା, ଦୁଇଜଣ ଅପରିଚିତ ବ୍ୟକ୍ତିଙ୍କର ପ୍ରଥମ ପରିଚୟ ସମୟରେ ଯେମିତି କଥାର୍ବାା ମଝିରେ ଠାଏଁ ଠାଏଁ ନୀରବତା ସୃଷ୍ଟି ହୁଏ; ସେମିତି ଏ ଉଭୟେ ବସିଛନ୍ତି । ଦିହିଁଙ୍କୁ ସଚେତନ…

କବିତା : ଏମାନେ ସବୁ କିଏ ?

ଗଜାନନ ମିଶ୍ର ଏମାନେ ସବୁ କିଏ ? କେଉଁଆଡୁ କେଉଁଆଡକୁ କରୁଛନ୍ତି ଯା'ଆସ? କ'ଣ ସବୁ ଉଦ୍ଦେଶ୍ୟ? ସବୁ ଏମାନେ କିଏ? ଅଛନ୍ତି କି ଆରାମରେ? ଲାଭାଲାଭର ହିସାବ ବାହାରେ ଗୋଟିଏ ଗୋଟିଏ! ଏମାନଙ୍କର ସଂଖ୍ୟା କେତେ? ଏମାନେ ସବୁ କିଏ ସତେ! ଭୂତ ଭଳି ଦିଶୁଛନ୍ତି ଭୂତ ହୋଇ…