Latest Odisha News

BREAKING NEWS

Browsing Category

ସାହିତ୍ୟ

ନାଟକ, ସମାଜର ବାସ୍ତବ ଚିତ୍ର ବହନ କରେ : ଦ୍ଵାରିକାନାଥ ନାୟକ

ପୃଥିବୀର ସବୁ ଭାଷାର ସାହିତ୍ୟ ସହିତ ନାଟକ ଏକ ଅବିଚ୍ଛେଦ୍ୟ ଅଙ୍ଗ। ଜୀବନ ସହିତ ସାହିତ୍ୟ ଯେମିତି ଯୋଡ଼ି ହୋଇ ରହିଛି, ସାହିତ୍ୟ ସହିତ ନାଟକ ମଧ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ନାଟକ ଜୀବନର କଥା କହେ। ଦୀର୍ଘ ପାଞ୍ଚ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ିଆ ନାଟକ ଜଗତରେ ଜଣେ ଅବିଶ୍ରାନ୍ତ…

ଅଭୁଲା ଗୀତ : ଝୁଲରେ ହାତୀ ଝୁଲରେ

ଗୀତ: ସାରଦା ପ୍ରସନ୍ନ ନାୟକ ସଙ୍ଗୀତ : ବାଳକୃଷ୍ଣ ଦାଶ ଗାୟନ: ସିପ୍ରା ବୋଷ ଲକ୍ଷ୍ମୀ, ୧୯୬୨ ଝୁଲରେ ହାତୀ ଝୁଲରେ ବାଆ ପାଣି ଖାଇ ଫୁଲରେ ଝୁଲରେ ହାତୀ ଝୁଲରେ ହାତୀ ଝୁଲୁଥାଏ ନସର ପସର କିଆ କନ୍ଦା ଖାଇବାକୁ କହ୍ନେଇ ଝୁଲଇ ଯଶୋଦା କୋଳରେ ଦୁଧକଳେ ଖାଇବାକୁ ଝୁଲରେ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଶାଢ଼ୀ ପଣତରେ ମୁହଁ ପୋଛିଲା ପଦ୍ମିନୀ । - ନାଆ ଚାଲିଥିବା ଯାଏ ନାଉରୀ ଗୀତ ଗାଉଥାଏ । କାତ ନପାଇଲେ ସିନା ସବୁ ଅଘଟଣ । ଘାସଫୁଲ ମଧ୍ୟ ଠାକୁରଙ୍କ ମଥାରେ ରହିଲେ ଶୋଭାଯାଏ... ସଭିଙ୍କୁ ସୁନ୍ଦର ଦିଶେ । ଆଉ ଚମ୍ପା…

ଆନ୍ତର୍ଜାତୀୟ ବୁକର ପୁରସ୍କାର ପ୍ରାପ୍ତ ‘ରେତ୍ ସମାଧି’କୁ ଓଡ଼ିଆରେ ପ୍ରକାଶ କରିବ ‘ଧଉଳି ବୁକ୍‌ସ’

ଭୁବନେଶ୍ୱର : ‘ଅନ୍ତର୍ଜାତୀୟ ବୁକର ପୁରସ୍କାର’ ବିଜୟିନୀ ଗୀତାଞ୍ଜଳୀ ଶ୍ରୀଙ୍କ ପ୍ରସିଦ୍ଧ ହିନ୍ଦୀ ଉପନ୍ୟାସ ‘ରେତ୍ ସମାଧି’ର ଓଡ଼ିଆ ଅନୁବାଦ ସତ୍ୱାଧିକାର ଅଗ୍ରଣୀ ପ୍ରକାଶନୀ ସଂସ୍ଥା ‘ଧଉଳି ବୁକ୍‌ସ’ ସଂସ୍ଥା କ୍ରୟ କରିଥିବା ଜଣାପଡିଛି । ଏହି ଉପନ୍ୟାସ ବିଶିଷ୍ଟ ଅନୁବାଦିକା ଡେଜି ରକ୍‌ୱେଲଙ୍କ…

ଭାଷା ଭାଗବତ : ନ୍ୟୂନତମ ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ବର୍ଣଗଠିତ ଶବ୍ଦରାଜି ଥିଲେ ହେଁ ଭାଷାରେ ବିରାଜି କେବଳ ବର୍ଣମାଳା ଶିଖି ହୁଏନି ବେଶି କିଛି ଲେଖି ଜଣା ଶବ୍ଦର ବ୍ୟବହାର କରିବା ପାଇଁ ଇଚ୍ଛା ଯା'ର ସେ ପାରେ ବାକ୍ୟାବଳି ଲେଖି ସ୍ବାନୁଭୂତିରୁ ଆପେ ଶିଖି ବାପାଂକୁ କହେନାହିଁ…

ଗଳ୍ପ : ଫଗୁଣ ଫେରିଲାଣି

ସୁମିତା ବେହେରା ବାପି କୋଇଲିର କୁହୁରେ ନିଦ ମୋର ଅଚାନକ ଭାଙ୍ଗିଗଲା । ମୋର ଅଗୋଚରରେ ବସନ୍ତ ଆସିଗଲା କି ଆଉ ? ସୁକୁମାରଙ୍କର ଯିବା ପରେ ଫଗୁଣ କେତେବେଳେ ଆସିକି ଚାଲିଯାଏ, ମୁଁ ଜାଣିପାରେ ନାହିଁ । କାନ ଡେରିଲି, ରହି ରହି କୋଇଲିର କରୁଣ ମୂର୍ଚ୍ଛନା ଭାସି ଆସୁଥିଲା। ଅଳସ ଭାଙ୍ଗି ଝରକା…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସରୁ ଓଠରେ ଇଷତ୍ ଫାଙ୍କ ସୃଷ୍ଟି କରି ସେ ଚାହିଁଲା । - ବିନା ଚାର୍ଜିଂରେ ତ କେହି ପ୍ରକୃତ ସତ୍ୟକୁ ଆବିଷ୍କାର କରିପାରିନି । - ସମସ୍ତେ ଯଦି ସତ୍ୟାଭିଳାଷୀ ହୁଅନ୍ତେ, ସେ ନିର୍ଭୀକତା ଯଦି ସମସ୍ତଙ୍କ ପାଖରେ…

ଭାଷା ଭାଗବତ : ହିଂସାର କାହାଣୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଋଷି, ତପସ୍ବୀଂକର ଦେଶ କେଉଁଠୁ ପାଇ ଏତେ ରୋଷ କରିଚାଲିଛି ଆତ୍ମନାଶ ସହିତ ସମୂହ ବିନାଶ ବ୍ୟକ୍ତିର ପଦେ କଥା ଶୁଣି ତାକୁ ଚଂଚଳ ଦେଲେ ହାଣି ସରେନି ହିଂସାର କାହାଣୀ ଅବୋଧ୍ୟ କାହିଁକି କେଜାଣି ମତ ଲେଖିବା ପାଇଁ ବ୍ୟଗ୍ର ହୋଇ ଯେ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୫)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ - ଚନ୍ଦ୍ରଭାନୁଙ୍କୁ ବିବାହ କରିବାର ଗୋଟିଏ ବର୍ଷ ପରେ । ନିରୁତ୍ସାହିତ ଭାବେ ଉର ଦେଲା ପଦ୍ମିନୀ । - ତେବେ ବିବାହ ପରେ ଗୋଟିଏ ସନ୍ତାନର ଜନକ ହୋଇ ସେ ତତେ ପ୍ରତ୍ୟାଖ୍ୟାନ କରିପାରିଲେ କେମିତି ? ୟା’ ଅନ୍ତରାଳରେ…

କବିତା : ପ୍ରତୀକ୍ଷା

ନିବେଦିତା ରଥ ମୁଁ ଏବେ ବୁଝି ଗଲିନି ମୋ ଯନ୍ତ୍ରଣାର ଉତ୍ତପ୍ତ ମରୁଭୂମି ପରେ କେବେ ବି ଫୁଲଟିଏ ଫୁଟିବନି ଆଉ, ଏ ଧରିତ୍ରୀ କେବେ ବି ଭିଜି ଯିବନି ମୋ ତତଲା ଲୁହରେ କି ରକ୍ତର ନଈରେ, ଖାଲି ଯାହା ମୋ ପ୍ରଶ୍ନର ବର୍ଷାରେ ମୁଁ ନିଜେ ହିଁ ଭିଜୁ ଥିବି ବାରମ୍ବାର । ରୂପାଝରା ନିଶୁନ ଏ…