Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ବିଶ୍ବର ଉପକାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ତରଂଗ ପରି ଚିଂତାବଳି ତଟକୁ ଚୁମି ଯାଏ ଚାଲି ତା'ପରେ ଫେରିଆସେ ବୋଲି ପାଣି ସହିତ ଥାଏ ବାଲି ପାଣି ଓ ବାଲିର ଏ ପ୍ରୀତି ମଝିରେ ନାହିଁ ଲାଜ, ଭୀତି ସ୍ବାଗତ, ବିଦାୟ ସର୍ବଦା ଏ ପ୍ରେମ ପାଇଁ ନୁହେ ବାଧା ଶିଳାର ବିଚୂର୍ଣିତ ରୂପ…

ରାଜଯୋଟକ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ପର ଘରେ ବଳେ ପଶି ବୁଦ୍ଧି ବତାଉଥିବା ବତାସ ମଉସା ଆଉ ମନ୍ଥରୀ ମାଉସୀ, ଏବେ ରହୁଛନ୍ତି ଜରାଶ୍ରମରେ । କେହି କୁହନ୍ତି ଆଜିର ସମାଜ ପିଲାଙ୍କ ଦୋଷ ତ କେହି କେହି କହନ୍ତି.. କୃତ କର୍ମର ଫଳ ଭୋଗ । ଆଗରୁ ଅପରିଚିତ ଦୁହେଁ ଏକା ଜାତିର ଜାଣିଲା ପରେ, ସେମାନଙ୍କ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୬୦)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଆରେ, ପାଞ୍ଚଟା ବାଜିବାକୁ ମୋଟେ ଦଶମିନିଟ୍ ଅଛି । ଆମେ ତେବେ ଏଇଠି ଦୀର୍ଘ ପାଞ୍ଚ ଘଣ୍ଟା ଧରି ବସିଛେ ? ଭୁବନେଶ୍ୱରରୁ କେତେବେଳେ କ’ଣ ଖାଇ ଆସିଥିଲେ, ଆଉ ମନେନାହିଁ । ମତେ ଭୀଷଣ ଭୋକ ଦେଲାଣି... । ଠିଆ ହେବା…

କବିତା : ପ୍ରତିଶ୍ରବ

ଗଦାଧର ମିଶ୍ର  ମର୍ଷିତ ମାୟାଦର ଇନ୍ଦ୍ରଜାଲରେ ତଥାପି ଶୁନ୍ୟତା ର ଆତ୍ମ ପ୍ରବଞ୍ଚନା , ମମତ୍ୱର ସୁରବର୍ଣ୍ଣରେ ଆଲୁଅ ଓ ଅନ୍ଧାରର ପ୍ରତିହତ ଅଜସ୍ର କାମନା ।। ଆଖିରେ ଆଖିରେ ସନ୍ଧ୍ୟାରଉନ୍ନିଦ୍ର ଇଙ୍ଗିତ, ଜୈବାତୃକ ଅଭିମାନେ ବିରହିଣୀ କନ୍ଦୋତର ନିର୍ଜୀବ ଉଛ୍ୱାସ ତପ୍ତ ହେଇ…

ଭାଷା ଭାଗବତ : ଜ୍ଞାନ ବିତରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ କଥିତ ଭାଷା ଜଳ ଧାର ଲିଖିତ ଭାଷା ଜଳାଧାର କଥାର ସୁଅ ଯାଏବହି ଲେଖା ଅଟକେ ଲିପି ହୋଇ କଥା ବଦଳେ ବାରଂବାର ପୃଷ୍ଠାରେ ଲେଖା ରହି ସ୍ଥିର ବହିକୁ କରେ ନିଜ ଘର ସଭ୍ୟତା ପୁସ୍ତକ ନିର୍ଭର କଥିତ ଭାଷା ଯାଏ ଉଡ଼ି ଲିଖିତ ଭାଷା ଧାଡ଼ି…

ସ୍ୱଳ୍ପ ଗଳ୍ପ : ଦୀପ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୭ ଦୀପ । ସାଧାରଣ ଆଉ ସବୁଦିନର ଗୋଟିଏ ମୂର୍ତ୍ତିକା-କଳ। । ବେଳେ ବେଳେ ଏହା ଉପରେ ବିଶେଷ ଭାବରେ ଅଳଙ୍କରଣ କରାଯାଇଥାଏ ମାତ୍ର ସାଧାରଣ ଭାବରେ ଏହା ଖୁବ୍ ଶସ୍ତା ଆଉ ଦେଖିବାକୁ ଅତି ସାଧାରଣ । କାମ ସରିଗଲା ମାନେ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୯)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଜୋର୍ କରି ମୀନାକ୍ଷିର ହାତଧରି ଉଠାଇବାକୁ ଚେଷ୍ଟା କଲା ପଦ୍ମିନୀ । ମୀନାକ୍ଷି କିନ୍ତୁ ଶିରିସ ଫୁଲ ଭଳି କୋମଳ ଓ ପଥର ଭଳି କଠିନ ଉପାଦାନରେ ଗଢ଼ା ସାଙ୍ଗକୁ ନିର୍ବୋଧ ଦୃଷ୍ଟିରେ ଚାହିଁ ରହିଥିଲା । ଯା’ର ହିମାଦ୍ରୀ…

କବିତା : ମଳୟ ପରଶେ

ବିଳାସିନୀ ପୃଷ୍ଟି ଫୁଲେଇ ଫଗୁଣ ସାଥିରେ ଆଣିଛି ମଳୟ ପରଶ ଛିଟା ଆମ୍ବ ବଉଳର ବାସ ଭାସି ଆସେ କୋଇଲି କରୁଛି ଥଟ୍ଟା । ରହି ରହି ଗାଏ ମଧୁର ସଙ୍ଗୀତ ମତୁଆଲା ଭରା ହୋଇ ପ୍ରେମ ସମ୍ପର୍କକୁ ସୁଦୃଢ କରଇ ଜଗତେ ବାରତ୍ତା ଦେଇ । ରଙ୍ଗ ବେରଙ୍ଗର ଫୁଲ ଫୁଟିଅଛି ପ୍ରକୃତି ରାଣୀ ବିଭୋର…

ଭାଷା ଭାଗବତ : ଶିଶୁ ମନଲାଖି ଲେଖା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଯାହା ଶୁଣି ନ ଥାଏ କାନ ଅଥବା ଦେଖେନି ନୟନ ସେପରି ଶବ୍ଦର ଲିଖନ ଶିଶୁ ନିମଂତେ ଅକାରଣ ପାଇଲେ ବିଧା ଓ ଚାପୁଡ଼ା ଧିକ୍‌କାର୍‌ ଆଉ କାନମୋଡ଼ା ଅଳ୍ପବୟସ୍କ ଏକ ଶିଶୁ ବିଦ୍ୟାଳୟକୁ ପଶୁ, ପଶୁ ପ୍ରାୟତଃ ଯାଇଥାଏ ଡରି ବସେ ସେ କିଛି ବି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଆଉ ମୀନାକ୍ଷି... ! ପରିଚିତା ବାନ୍ଧବୀର କଣ୍ଠରୁ ଅନର୍ଗଳ ଝରିଯାଉଥିବା ଭିଜା ଭିଜା ଶବ୍ଦର ଭାବସବୁକୁ ସା୍ୱିକ ହୃଦୟ ନେଇ ଶୁଣିଚାଲିଥିଲା । ସ୍କୁଲ ଜୀବନର ଏଇ ପଢ଼ା ସାଙ୍ଗକୁ ସେ ଏବେ ଆଉ ଅବିଶ୍ୱାସ କରୁନଥିଲା ।…