Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : କବିର କାମ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’ ଯାହା ଦେଖିଲା, ତାହା ଲେଖିଲା ଯାହା ଶୁଣିଲା, ତାହା ବୁଣିଲା ଯାହା ଭାବିଲା, ତାହା ରାବିଲା ଯାହା ଜାଣିଲା, ତାହା ଗଣିଲା କେଉଁଠୁ କ'ଣ ଆଣିଲା ତାର ହିସାବ ମିଳୁନାହିଁ କିଂତୁ ଓଳିଏ କାମ ଅଟକିଲେ ଜମାରୁ ଚଳୁନାହିଁ…

ବିଶ୍ବ ମାତୃଦିବସ

ନିରୁପମା ପତି "କୁପୁତ୍ରଃ ଜାୟତେ କ୍ବଚିଦପି କୁମାତା ନ ଭବତି" ଅର୍ଥାତ, ସଂସାରରେ କୁ ପୁତ୍ର ଜନ୍ମ ଲାଭ କରିପାରେ, ମାତ୍ର କେବେହେଲେ କୁମାତା କୈାଣସି ଜନ୍ମ ରେ ଜନ୍ମ ହୁଅନ୍ତି ନାହିଁ। ମାଆ ଆଦର୍ଶ ସ୍ଥାନୀୟା, ଚିର ବନ୍ଦନୀୟା ,ବିଶ୍ବ ଵନ୍ଦନୀୟା। "ନ ମାତୁଃ ପରଦୈଵତଂ"ମାଠାରୁ ଵଡ…

କବିତା ନିରଂତର : ଏକଦା ପଠିତ, ଏବେ ଅପଠିତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 'କବିତା ନିରଂତର' ତତ୍କାଳ ସ୍ବୀକୃତି, ଲୋକପ୍ରିୟତାର ପାଲରେ ଗଲେ ପଡ଼ି ଲୋକରୁଚି ଚିହ୍ନି ଲେଖକେ ଲେଖଂତି ସତ୍ୟ ଯାଏ ବାଟ ହୁଡ଼ି ପ୍ରକାଶକ ଠାରୁ ବିକ୍ରି ଅନୁସାରେ ମିଳିଲେ ଟଂକା ବିଡ଼ା ଅନେକ ଲେଖକ ବିନା ଦ୍ବିଧାରେ ଲେଖନୀ ଲଗାଂତି…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୧)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ଈଶ୍ୱର ମରିଗଲା ପରେ ଈଶ୍ୱର ମରିଗଲା... ଈଶ୍ୱର ମରିଯିବା ଏମିତି କିଛି ବଡ଼ ଘଟଣାଟେ ନଥିଲା କଦାପି ଅନ୍ୟମାନଙ୍କ ପାଇଁ । ଈଶ୍ୱର ମରିଯିବା କେଉଁ ଗୋଟେ ବଡ଼ ଖବର ଥିଲା?? ମାତ୍ର ସେ ମରିଯିବା ସହ ସେ ସହରକୁ ଆସିଥିଲା ଗୋଟେ ଝଡ଼... । ଯାହା ସବୁ ଚଳଚଞ୍ଚଳ…

ସାହିତ୍ୟ ମୋ ଜୀବନର ଗତିପଥ : ମୁକ୍ତିରାଣୀ ଦେବତା

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ମୁକ୍ତିରାଣୀ ଦେବତା ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି…

ସ୍ୱାଭିମାନୀ ଆଇନଜୀବି ମଧୁବାବୁ କାହିଁକି ପ୍ରାସଙ୍ଗିକ

ମଧୁସୂଦନ ଦାସଙ୍କ ଜୟନ୍ତୀ ଉପଲକ୍ଷେ ବିଭୁପ୍ରସାଦ ତ୍ରିପାଠୀଙ୍କ ଆଲେଖ୍ୟ ଚଳିତ ବର୍ଷ ପରି ଏଥର ମଧ୍ୟ ରାଜ୍ୟବ୍ୟାପୀ ଆଇନଜୀବିମାନେ ସ୍ୱାଭିମାନୀ ଆଇନଜୀବି ମଧୁସୂଦନ ଦାସଙ୍କର ଜନ୍ମ ଜୟନ୍ତୀକୁ ଆଇନଜୀବି ଦିବସ ଭାବେ ପାଳନ କରୁଛନ୍ତି । ଏହି ଅବସରରେ ରାଜ୍ୟର ୧୬୦ ଟି…

କବିତା : ସକାଳ

ଦେବଯାନୀ ରାୟ ସକାଳ ହେବାକୁ ଆହୁରି ଅନେକ ବାକି ଆକାଶ ଛାତିରେ ଚନ୍ଦ୍ରତାରା ସୂର୍ଯ୍ୟଙ୍କ ମେଲଣରୁ ବଞ୍ଚିବାର ରାହା ଖୋଜୁଛି ବସୁଧାର ଆୟୁଷ ବିଶ୍ୱାସ ରୁ ଆଖି ଫେରାଇ ଦେଖିଲେ ବାରିହୋଇପଡେ ନିଃସଙ୍ଗ ନିଃଶ୍ୱାସ। ତ୍ୟାଗର ହିସାବ ଖାତାରେ ସମୟର ଅଭିନୟ ତେବେ ବି ଚଗଲା ମନ ହଳେ ଡେଣା…

ଅକ୍ଷୟ ଦାଶଙ୍କ କବିତା ସଙ୍କଳନ ‘ଦି ଗ୍ଲୋରିୟସ୍ ୱାର୍ଲଡ଼’ ଉନ୍ମୋଚିତ

କଟକ : କିଶୋରନଗର ମହାବିଧ୍ୟାଳୟର ଇଂରାଜୀ ବିଭାଗର ଅବସରପ୍ରାପ୍ତ ଅଧ୍ୟାପକ ଅକ୍ଷୟ କୁମାର ଦାଶଙ୍କ କବିତା ସଙ୍କଳନ 'ଦି ଗ୍ଲୋରିୟସ୍ ୱାର୍ଲଡ଼' ଉନ୍ମୋଚିତ ହୋଇଯାଇଛି । ମହାବିଧ୍ୟାଳୟର ଅଧ୍ୟକ୍ଷ ଅଭୟ କୁମାର ସ୍ବାଇଁଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ୍…

Edit କବିତା : ପ୍ରେମ

ତପସ୍ୱିନୀ ଶତପଥୀ ଶାଶ୍ୱତ ଅମୃତର ସ୍ପର୍ଶ ଯୋଡ଼େ ଦୁଇ ଅନ୍ତର ନା ତାର ପ୍ରେମ କରଇ ସଭିଙ୍କୁ ହର୍ଷ ସୁପ୍ତ ଚେତନାକୁ ଜାଗ୍ରତ କରେ ସ୍ଵୟଂ ସିଦ୍ଧ କରେ ପରିଚୟ । ମୃଦୁ ମଳୟର ମଳୟ ପବନେ ପୁଲକିତ ସ୍ପନ୍ଦନ ପ୍ରେମ ନିଷ୍ପାପ କରେ ଜୀବନ ବନ୍ଧନ ଶ୍ରାବଣ ଭିଜା ବରଷା ଟିପାରେ ତନୁ ମନ…

କବିତା : ଘର

ନିରୂପମା ପତି ସରଗଠୁଁ ଵଡ ଏହି ଆମ ଘର ଘର ନୁହେଁ ସେହି ଭାଵର ମନ୍ଦିର ସ୍ନେହ, ଶ୍ରଦ୍ଧା, ପ୍ରୀତି ଥାଏ ନିରନ୍ତର ଶାନ୍ତି ମୈତ୍ରୀର ସେ ଏକାନ୍ତ ନିର୍ଝର ସେଘରେ ଜନମ ମୋର ଵାପା,ମା, ଭାଇ, ଭଉଣୀଙ୍କୁ ନେଇ ଏକସୂତ୍ରେ ପରିବାର । ଆକାଶଠୁଁ ଵଡ ପୂଜ୍ୟ ପିତା ମୋର ଧର୍ମ, ସ୍ବର୍ଗ,ତପ…