Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୯)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’ ମାଓଲି ବସିଥିଲା ତାଙ୍କ ବସ୍ତିର ଅଗଣା ଆଗରେ । ଆକାଶରେ କେତେ ଚଢ଼େଇ... । କେଇଟା କାଉ ତାଙ୍କ ଘର ଆଗ ଦେଇ ଟଣାଯାଇଥିବା ଟିଣର ଛପର ଉପରେ ବସି ବୋବୋଉ ଥିଲେ ଅତି କର୍କଷ ଭାବରେ । ଗାଲରେ ହାତଦେଇ କଣ୍ଢେଇ ସହ ଖେଳୁଛି ତା'ର ସାନ ଭଉଣୀ…

ଓଡ଼ିଶା ସାହିତ୍ୟ ଏକାଡେମୀ’ର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ବିଦ୍ୟାଳୟ ସ୍ତରରେ ସାରସ୍ୱତ ପ୍ରତିଯୋଗିତା

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ତଥା ସର୍ବାଙ୍ଗୀନ ଉନ୍ନତି ପାଇଁ ବିଗତ ଛଅ ଦଶନ୍ଧି ଧରି ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରୁଥିବା ଆମ ରାଜ୍ୟର ସର୍ବୋଚ୍ଚ ସାହିତ୍ୟ ଅନୁଷ୍ଠାନ 'ଓଡ଼ିଶା ସାହିତ୍ୟ ଏକାଡେମୀ'ର ସ୍ଵନକ୍ଷତ୍ର ଦିବସ ଆସନ୍ତା ଜୁଲାଇ ୨୫ ତାରିଖରେ…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୮)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’ ମନେ ପଡ଼ିଗଲା ସୀପ୍ରା! ଯେ କାନ୍ଦୁଥିଲା, ଭାଇ ହିଁ ତା'ର ଏକମାତ୍ର ପ୍ରାଣୀ ଯେ ତା'ର ଖୁବ୍ ନିବିଡ଼ ଥିଲା । କଥାକଥାକେ ଭାଇ । ସବୁ କଥା ଭାଇସହ ବାଣ୍ଟିପାରେ । ବଡ଼ ଆତୁର ଦିଶୁଥିଲା । କାନ୍ଦୁଥିବ.. ଖାଉନଥିବ ହୁଏତ... । ସେ ତାକୁ…

କବିତା ନିରଂତର : ଅଗଣିତ ନାଆଁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’  ମନୁଷ୍ୟ, ଭୂଖଂଡ, ଈଶ୍ବରଂକୁ ସୁଦ୍ଧା ଦେଇ ଅଗଣିତ ନାଆଁ ପୂରା ପୃଥିବୀକୁ ଟିକିଟିକି କାଟି ଆମେ ଏତେ ହୀନମାନିଆ ନାଆଁକୁ ନେଇ ଚଳୁଛି କିମିଆ ଗାଆଁକୁ ନେଇ ଜଳୁଛି ନିଆଁ ବିଶ୍ବବାସୀ ସବୁ ଛାନିଆଁ ମାନିନେଉଁ ଏବେ…

କବିତା ନିରଂତର : ବିକ୍ଷିପ୍ତ ଭାବନା (୨)

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’  ଖାଦ୍ୟ ଯୋଗାଇ ସ୍ଥୂଳ ଶରୀରକୁ କଲେ ଲାଳନ ପାଳନ ସ୍ବାୟତ୍ତ ହୁଏନି କେବେ କେଉଁଠାରେ କାହାର ନିଜର ମନ * ବିଧି, ପରଂପରା, ପ୍ରଥା ନାମ ଦେଇ ରଖିଛୁଁ ଯେତେ ବଂଧନ ସେ ସବୁ ନ କାଟି କରି ହୁଏନାହିଁ ଫଳପ୍ରସୂ ଜପ, ଧ୍ୟାନ…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୭)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’ ଏସବୁ ଭିତରେ ଯେ ନିରବରେ ତାକୁ ସମର୍ଥନ କଲାପରି ପାଖରେ ଠିଆହୁଅନ୍ତି ସେ ତା\' ବାପା । ଜୀବନତମାମ ଗୋଟେ ନିରୁତା ନୀରିହ ମଣିଷଟେ ହୋଇ ରହିଗଲେ । ଯେ ଆଜିଯାଏ ବୋଉ ଶବ୍ଦବାଣରେ ଶବ୍ଦଟିଏ ମଧ୍ୟ କହିପାରିଲେନାହିଁ । କେବେ ମଧ୍ୟ କୌଣସି…

କବିତା : ରଜ

ବାସନ୍ତୀ ଜେନା ରଜ ଆସିଛିରେ ସଜବାଜ ହୋଇ ଖୁସିର ପସରା ନେଇ ଜୀବନ ସରସ ପର୍ବ ପର୍ବାଣୀରେ ରଜ ଦିଏତ ବତାଇ। (ଘୋଷା) ରଜ ପୂର୍ବ ଦିନ ସାଜସଜ୍ଜା ହୁଏ ରଜ ପାଇଁ ଆୟୋଜନ ପାରମ୍ପରିକ ଏ ପ୍ରଚଳିତ ପର୍ବ ଖୁସି ଆଣି ଦିଏ ଦିନ ପହିଲି ରଜରେ ପ୍ରତ୍ୟୁଷରୁ ଉଠି ସ୍ନାନ ଶୌଚ ହେଉ ଥାଇ ଜୀବନ…

କବିତା ନିରଂତର : ବିକ୍ଷିପ୍ତ ଭାବନା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’  ମହାସାଗରରୁ ନୀଳିମାଂଶ ନେଇ ହୋଇଥାଏ ଯାହା ଅଂକା ମରୁଭୂମିବାସୀ ତାହାକୁ ଦେଖି କହଂତି ମରୀଚିକା * ସ୍ମୃତି-ସିଂଦୁକକୁ ଦରାଂଡି, ଉଂଡି ଶବ୍ଦ ଦିଏ ଯଦି ଧରା ଅଚିହ୍ନା ହେଲେ ବି ପାଠକେ କହଂତି ' ଏ ସବୁ ଶବ୍ଦ-ହୀରା '…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୬)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’ ଟ୍ରେନ୍ ଧାଉଁଚି ଷ୍ଟେସନ୍ ଆଡ଼କୁ, ପୁଣି ଛାଡ଼ିଯାଉଛି ଆଉ ଏକ ନୂଆ ଷ୍ଟେସନ୍‌ରେ ପହଞ୍ôଚବା ଆଗ୍ରହରେ ଦ୍ରୁତଗାମୀ ହୋଉଛି ପୁଣି ଆଉ ଏକ ଟ୍ରେନ୍‌... । କୋଳାହଳ-ବ୍ୟସ୍ତତା, ବିବ୍ରତ ଭିତରେ ଆପଣା ରାସ୍ତାରେ କିଛି ହୁଇସିଲ୍‌ର ଶବ୍ଦ,…

କବିତା : ବସନ୍ତ ନାହିଁ

ପ୍ରିୟମ୍ବଦା ସାମଲ ଯେହେତୁ ବସନ୍ତ ନାହିଁ ଆଉ ନାହିଁ ମଳୟ ଜଞ୍ଜାଳ ତେଣୁ ଆଜି ଭଲ ଲାଗେ ସୂର୍ଯ୍ୟଙ୍କର ଏ ରୌଦ୍ର କିରଣ ଭଲ ଲାଗେ ଜଳିବାକୁ ବୈଶାଖର ନିଦାଘ ଦାରୁଣ। ଶୋଇ ରହି ସମୟର ଶାମୁକା ଭିତରେ ମୁଦ୍ରିତ ସ୍ମୃତିର ଡେଣା ଖୋଲିବାକୁ ଇଛା ହୁଏ ବୁଝିବାକୁ ତା ଆଖିର ଭାଷା ସେ…