Latest Odisha News

BREAKING NEWS

Browsing Category

ସାହିତ୍ୟ

ପୁସ୍ତକ ପରିଚୟ : ଟଙ୍କିକିଆ ମଣିଷ

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା  ଟଙ୍କିକିଆ ମଣିଷ : ଗୋଟିଏ ସ୍କେଚ୍ ନିହାତି ଗରିବ ଓ ନିମ୍ନ ମଧ୍ୟବିତ୍ତ ମଣିଷର  କବିତା ସଙ୍କଳନ : ଟଙ୍କିକିଆ ମଣିଷ କବି : ସମରେନ୍ଦ୍ର ମହାପାତ୍ର ପ୍ରକାଶକ : ଶ୍ରଦ୍ଧା ପବ୍ଲିକେଶନ୍ ପ୍ରଥମ ପ୍ରକାଶ : ୨୦୨୦ ମୂଲ୍ୟ : ୧୦୦ ଟଙ୍କା ମାତ୍ର…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସେତେବେଳେ ମୋର ପରିଚୟ ହୋଇଥିଲା ଜଣେ କର୍ମଜୀବୀ ମହିଳାଙ୍କ ସହ । ଖାଲି ପରିଚୟ କହିଲେ ଉଚିତ ହେବ ନାହିଁ ; ସେତେବେଳର ଆଧାର ବିହୀନ ମୋର ଦୁଇ ଥରିଲା ପାଦ ପାଇଁ ମହିଳା ଜଣକ ଥିଲେ ଶକ୍ତ ଚଟାଣ ଭଳି । ତାଙ୍କ ଆଶ୍ରୟକୁ…

କବିତା : ସମୀକ୍ଷା

ସୁଜାତା ମିଶ୍ର କିଛି ଯିବା ପୂର୍ବରୁ ନେଇ ଆସିଥାଏ ପ୍ରାପ୍ତି ଆଉ ଅପ୍ରାପ୍ତିର ହିସାବ ନିକାଶ.., ଅନେକ ଖଣ୍ଡ ଖଣ୍ଡ ହୋଇ ଯାଇଥିବା ସ୍ବପ୍ନ ..ସାଉଁଟି ଆଣି ଥିବା ଅନ୍ତରଙ୍ଗ କିଛି ସୁଖ.. ହଜିଲା ପାଦ ଚିହ୍ନର ଛାପ.. ଝରି ଝାଉଁଳି ଯାଇଥିବା ମୁହୂର୍ତ୍ତର ଅନୁଭୂତି... ଲୋଟି…

ଭାଷା ଭାଗବତ : ଜ୍ଞାନର ଆଲୋକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଷା ଚଳେନି ଆପେ ଆପେ ଶବ୍ଦ, ଅକ୍ଷର କଲେ ବ୍ୟାପେ ଲୋକେ କରଂତି ବ୍ୟବହାର ଶୁଭେ ଓ ଦିଶେ ଅଂତଃସ୍ବର ଭାଷା ମୂଳତଃ ଲୋକାଶ୍ରୟୀ ଚଳଇ ତାଂକ ଅନୁଯାୟୀ କ୍ଷଣ କ୍ଷଣକେ ହୁଏ ଆନ ଚଳେନି ବିଧି କି ବିଧାନ ଭାଷାର ଏହି…

ସଂଗ୍ରାମ କେଶରୀ ସେନାପତିଙ୍କୁ ଶ୍ରେଷ୍ଠ ସମ୍ପାଦକ ସମ୍ମାନ ପ୍ରଦାନ

ଭଦ୍ରକ : ଗତ ପାଞ୍ଚ ବର୍ଷ ଧରି ନିୟମିତ ଭାବରେ ପ୍ରକାଶ ପାଉଥିବା ଶୁଭପଲ୍ଲବ ଇ-ପତ୍ରିକାର ସମ୍ପାଦକ ସଂଗ୍ରାମ କେଶରୀ ସେନାପତିଙ୍କୁ ଜାତୀୟ କବି ଲେଖକ ସଙ୍ଗଠନ ପକ୍ଷରୁ ଶ୍ରେଷ୍ଠ ସମ୍ପାଦକ ସମ୍ମାନ ପ୍ରଦାନ କରାଯାଇଛି । ଗଳ୍ପ, କବିତା, ପ୍ରବନ୍ଧ, ଆଲୋଚନା ଏବଂ ଶିଶୁ ସାହିତ୍ୟ ଆଦି ବିଭାଗ ସହ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ 'ବେଳାଭୂମିର ଚିହ୍ନ' ଦ୍ରୁତ ପରିବର୍ତ୍ତିତ ସମୟର ପନ୍‌ଝା ଭିତରେ କେତେକେତେ ସାମାଜିକ ଅସଙ୍ଗତି ବିସଙ୍ଗତି, ସଂସ୍କୃତି ଅବକ୍ଷୟର ରାଶି ରାଶି ଉଦାହରଣ, ଅପସୃୟମାନ ଲୋକୋକ୍ତି, ଲୋକକଥା, ଲୋକଚରିତ୍ର । ଏଇ ପରିଧି ଭିତରେ ବିସ୍ଥାପନ,…

କବିତା : ସୁନେଲି କ୍ଷେତ

ପ୍ରିୟମ୍ବଦା ସାମଲ ଶୀତ ପ୍ରଭାତରେ ଚାଷୀ ଗୀତ ଗାଏ ଦେଖି ତାର ସୁନା କ୍ଷେତ ଧରଣୀ ମାଆ ମୋ ସୁନେଲି ରଙ୍ଗର ପିନ୍ଧି ଅଛି ପାଟ ବସ୍ତ୍ର। ଅଳସି ସୋରିଷ ଫୁଲେଇ ହେଉଛି ଅଳସ ଭାଙ୍ଗଇ ଧୀରେ ସୁନେଲି କ୍ଷେତରେ ନାଚି ନାଚି ଝୁମେ ଜନ ମନ ପ୍ରାଣ ହରେ। ପ୍ରକୃତି ରାଣୀର ସେନେହ ସ୍ପର୍ଶରେ…

ଭାଷା ଭାଗବତ : ଲୋକଭାଷାରେ ଲେଖାବଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବିକଳ୍ପ ସୁବିଧାଜନକ ହେଲେ ହେଁ ଏଠି ବହୁ ଲୋକ ହୁଅଂତି ପ୍ରଥାର ସ୍ତାବକ ଦିଶେନି ନୂଆ ଜ୍ଞାନାଲୋକ ପରିବର୍ତନ ପ୍ରତି ଭୀତି ଥିବାରୁ ସୁପ୍ରାଚୀନ ଜାତି କରିପାରୁନି ଅଗ୍ରଗତି ସହୁଛି ବହୁବିଧ କ୍ଷତି ବିଶ୍ବ ଆଡ଼େ…

ପୁରସ୍କାର, ସାମୟିକ ଭାବରେ ଉତ୍ସାହିତ କରେ : ଶର୍ମିଷ୍ଠା ସାହୁ

ସମକାଳୀନ ଓଡ଼ିଆ ସାହିତ୍ୟରେ କବୀ ଶର୍ମିଷ୍ଠା ସାହୁ ଏକ ସଶ୍ରଦ୍ଧ ଉଚ୍ଚାରଣ । ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ କବିତା କେଉଁଠି ବି ଫୁଟିଉଠି ପାରେ। କେବଳ ଫୁଟେ ନାହିଁ , ତା ‘ ବାସ୍ନାରେ ଖୁବ ଭିଜାଏ ପାଠକ ପାଠିକାଙ୍କୁ। ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର…

ଅଭୁଲା ଗୀତ : ଫୁଲରସିଆରେ

ଗୀତ: ନରସିଂହ ମହାପାତ୍ର ସଂଗୀତ: ବାଳକୃଷ୍ଣ ଦାଶ ଗାୟନ : ସନ୍ଧ୍ୟା ମୁଖାର୍ଜୀ ଚଳଚ୍ଚିତ୍ର : ଶ୍ରୀଲୋକନାଥ, ୧୯୬୦ ଫୁଲରସିଆରେ ମନ ମୋର ଛୁଇଁ ଛୁଇଁ ଯା ଯା ତୋ ଲାଗି ବିକଶି ଚାହିଁଚି ଏ କୁଞ୍ଜେ ତୋ ଲାଗି ବିକଶି ଚାହିଁଚି ଏ କୁଞ୍ଜେ ଗୁଞ୍ଜନ ଦେଇ ଯା ଯା ଫୁଲରସିଆରେ ମନ ମୋର…