Latest Odisha News

BREAKING NEWS

Browsing Category

ସାହିତ୍ୟ

ଗଳ୍ପ : ଚନ୍ଦ୍ରିକା ସିଂ

ସୁମିତା ବେହେରା ଚନ୍ଦ୍ରିକା ସିଂ ଯେଉଁଦିନ ଅଫିସ୍ ଜଏନ କଲା, ଚାପା ଗୁଞ୍ଜରଣଟିଏ ଖେଳିଗଲା ଆମ ଅଫିସ୍ ପରିସରରେ । ଇସ୍ କି ସୁନ୍ଦରୀ ସିଏ ! ଆଖି, ନାକ,ଓଠ.. ଖୁଣିବାକୁ ନାହିଁ କିଛି। ଡ୍ରେସ୍ ସେନ୍ସ୍ .. ଆଉ କହିବାକୁ ନାହିଁ । ଗୋଲାପି ଲିପଷ୍ଟିକ୍ ବୋଳା ସରୁ ଓଠରୁ ଯେତେବେଳେ ହସ ମୁଠାଏ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ହ୍ୱାଟ, ସି.ବି ପଟ୍ଟନାୟକ ? ଆଇ ମିନ୍ ଚନ୍ଦ୍ରଭାନୁ ପଟ୍ଟନାୟକ? ତଡ଼ିତ୍ ବେଗରେ ଏଇ କେତେ ପଦ ପଦ୍ମିନୀ ମୁହଁରୁ କେମିତି ବାହାରିପଡ଼ିଲା, ସେ ଜାଣି ପାରିଲା ନାହିଁ । ସଚେତନ ହେଲା ବେଳକୁ ସେ ଅନୁଭବ କଲା, ତା…

ଭାଷା ଭାଗବତ : ଅନାବଶ୍ୟକ ଭାଷା-ରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶବ୍ଦ ହେଲେ ହେଁ ସୂତ୍ରାଧୀନ ବାକ୍ୟର ଯେତେ ପଦମାନ ଯେହେତୁ ସଦା ପ୍ରଥାଧୀନ ମତ ନିମଂତେ ନାହିଁ ସ୍ଥାନ ପ୍ରତି ଭାଷାର ବ୍ୟାକରଣ କରଂତି ଅବସ୍ଥା ବର୍ଣନ ନୁହଂତି ନିୟମ, ବିଧାନ ଅଥବା ଭାଷା ସଂବିଧାନ ଭାଷାର…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ନୀରବତା ମଧ୍ୟରେ ପଦ୍ମିନୀର ହସିଲା ହସିଲା ମୁହଁକୁ ଚାହିଁ ପରିତୃପ୍ତିର ନଜର ଢ଼ାଳିଲା ସେ । କାଳ ବିଳମ୍ବ ନକରି ପଦ୍ମିନୀ କହି ପକାଇଲା-ଗତମାସରେ ପୁଅର ସ୍ୱନକ୍ଷତ୍ର ଗାଁରେ ଖୁବ୍ ଜାକଜମକରେ କରିବେ ବୋଲି ମୋର ତିନି ଦିନର…

ଅନୁବାଦ କବିତା : ହାୟ ଚିଲ

ମୂଳ ବଙ୍ଗଳା : ଜୀବନାନନ୍ଦ ଦାଶ ହାୟ ଚିଲ, ସୁନେଲି ଡେଣାର ଚିଲ ତୁମେ ଏଇ ବର୍ଷାଭିଜା ଦ୍ୱିପହରେ ଯେଉଁ ନଦୀ ବହିଯାଏ ଧାନ ବିଲ ଛୁଇଁ ତା ଉପରେ ଉଡ଼ି ଉଡ଼ି ତୁମେ କାନ୍ଦ ନାହିଁ। ତୁମରି କାନ୍ଦର ସ୍ଵର ଶୁଣି ମନେ ପଡ଼େ ମୋର ବେତ ଫଳ ପରି, ମ୍ଳାନ ଆଖି ତା'ର ସେ କିନ୍ତୁ ଯାଇଛି…

ସମୟ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ସମ‌ୟ ଏକ ଅମୂଲ୍ୟ ସ‌ମ୍ପଦ । କାଳର ଅନ୍ୟନାମ ସମୟ । ଏହା କାହାକୁ ଅପେକ୍ଷା କରେନାହିଁ।ଏହାର ସଦୁପୋଯୋଗ କରିବା ଉଚିତ୍ । ପ୍ରତ୍ୟେକ ବ୍ୟକ୍ତି ଏହାର ମୁଲ୍ୟ ବୁଝିବା ଦରକାର । ଗୋଟିଏ ସୂର୍ଯ୍ୟାସ୍ତରୁ ପର ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ…

ଭାଷା ଭାଗବତ : ସଂପର୍କ ଗୋଟେ ଚାରା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମୋ ସାଂଗେ ବିତାଇ ସମୟ ଯାହା ମନରୁ ହଟେ ଭୟ ହୋଇପାରେ ସେ ହାସ୍ୟମୁଖ ବାସ୍ତବ ଆନଂଦିତ ଲୋକ ତାହା ଆନଂଦ ମୁହିଁ ଦେଖି ନିଜେ ବି ହୁଏଁ ଖୁବ୍‌ ସୁଖୀ ଏମିତି ବିତିଗଲେ କାଳ ଦୁହିଂକୁ ଲାଗେ ଖୁବ୍‌ ଭଲ ନ କରି ବେଶି…

କବିତା : ଚିଲିକା ତୀରେ

ଚୈତନ୍ୟ ବାଗ ଶ୍ରୀକ୍ଷେତ୍ର ପଥରେ ଅନତୀ ଦୂରେ ରହିଅଛି ଏକ ନିଧି ଚକ୍ଷୁ ପାଏନା କଳନା କରି ହୁଏନା ଅଗାଧ ତାର ବାରିଧି । ନୀଳାମ୍ବୁରେ ପରିପୂର୍ଣ୍ଣ ଜଲରାଶି ଆହା କେଡେ ମନ ଲୋଭା ପ୍ରାଚୀର ଦିଗରେ ଭାସ୍କର କିରଣ ପଡ଼ି ବଢ଼ାଉଛି ଶୋଭା । ଉତ୍କଳ ର ସେହି ଚାରୁ ଅଳଙ୍କାର ହେମ…

ଯେତେବେଳେ ଯାହା

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ଆମ ଭାରତବର୍ଷରେ ଗୁରୁଦିବସ ପାଳନ ବିଧି ଯିଏ ପ୍ରଚଳନ କରିଥିଲେ.. ତାଙ୍କୁ ମୋର କୋଟିଏ ପ୍ରଣାମ । ଏବେ ଯୁଗ ଆଗେଇଲା । ଯୁଗ ଅନୁସାରେ ତଳଦେଇ ପରମ୍ପରାର ବି ପ୍ରମୋସନହୋଇ ଢ଼େରେ ଉର୍ନ୍ନତି ହେଲାଣି । ଗୁରୁ ଓ ଛାତ୍ର -ଛାତ୍ରୀଙ୍କ ସମ୍ପର୍କ ଅଗ୍ରଗତି କଲାଣି ।…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଅଫିସ ରୁମ୍ ଭିତରେ ପ୍ରବେଶ କରି ପଦ୍ମିନୀ ସମସ୍ତଙ୍କ ଉଦ୍ଦେଶ୍ୟରେ ଗୁଡ଼୍‌ ମର୍ଣ୍ଣିଂ ଜଣାଇ ଦେଖିଲା ପ୍ରକାଶ ଓ ଆଉ ଦୁଇଜଣ ସହକର୍ମୀ ହିଁ ଆସିଛନ୍ତି । ଘା ଦେଖି ଜାଣି ନେଲା ସେ ଆଜି ଶୀଘ୍ର ପହଞ୍ଚି ଯାଇଛି । ସବୁଦିନ…