Latest Odisha News
Browsing Category

ସାହିତ୍ୟ

କବିତା : ଦେବୀ

ଭାରତ ମାଝୀ  ତୁ ତମେ ଦେବତା କହିବୁନି କେବେ, ପ୍ଲିଜ୍! ମହାଳୟାରେ ଆଇଁଷ ଖାଇଚି ପିତୃଙ୍କୁ ଦେଇନି ପିଣ୍ଡ, ଜାଣିଜାଣି ଅରଷ୍ଟି, ଯମର ଦୁରୁଦଣ୍ଣ! ହେଲେ ଆ', ତତେ ଦେବୀ କରିଦେବି, ମୁଁ ମହୀଷ ହୁଏ ପଛେ ତୋ 'ଜାନୁ ଯଉବନ ଖୋଲା ଅଙ୍ଗେ ନାହିଁ ବାସ' ତ ଦେଖିବି! ତୁ ମତେ ଦେବତା…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୯)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସୁରେଖା ସହିତ ପିଲାମାନଙ୍କୁ ଆଜି ଆସିବାକୁ ପଡିବ !ସ୍କୁଲ କୁ ଫୋନ କରି କହିଦେଲା ଆସ୍ଥା । ଆଜି କିନ୍ତୁ ପିଲାଙ୍କ ମନରୁ ସୁରେଖା ପ୍ରତି ଥିବା ଅମଙ୍ଗ ମନୋଭାବ ଦୁରେଇ ଯାଇଚି ; ଖୁସି ଖୁସି ଆସି ଘରେ ଆସି ପହଁଚିଗଲେ ସ୍କୁଲରୁ…

ଭାଷା ଭାଗବତ : ପ୍ରଥାକୁ ରଖଂତି ଚଳାଇ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବ୍ୟକ୍ତିଠାରୁ ବକ୍ତବ୍ୟ ବଡ଼ ଭାବି ନିଜ ଭାଷାକୁ ଗଢ଼ ଭାବ, ଜ୍ଞାନ ହେଲେ ସୁଲଭ କମିବ ବ୍ୟକ୍ତିର ପ୍ରଭାବ ଏବେ ତ ବ୍ୟକ୍ତି ପୂଜା ଧାରା ବହୁଛି ଏହି ରାଜ୍ୟ ସାରା ଚାଲିଛି ବ୍ୟକ୍ତିଂକ ବଂଦନା ଭାଷା ମହତ୍ତ୍ବ ହୁଏ ଊଣା…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୮)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଥରେ କାରରେ ସମ୍ଭବଙ୍କ ସହିତ ଭୁବନେଶ୍ୱର ଗଲା ବେଳେ ଗାଡ଼ି ଅଟକେଇ ସମସ୍ତଙ୍କଠାରୁ ହାତ ପତେଇ ଟଙ୍କା ମାଗୁଥିଲା , ପ୍ରତିବଦଳରେ ଆଶୀର୍ବାଦର ହାତ ମୁଣ୍ଡରେ ରଖି ଦେଉଥିଲା ! ନାଁ ପଚାରିବାରୁ ଲାଜେଇ ଲାଜେଇ କହିଲା ମୋ ନାଁ…

ଭାଷା ଭାଗବତ : ଆଗମୁହାଁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପଛ ଆଡ଼କୁ ଦେଖି ଦେଖି କେ ସତେ ଚାଲିପାରିବ କି ? ସଭିଏଁ ଜାଣଂତି ଉତ୍ତର ମୁହଁ ବୁଲାଂତି ବାରଂବାର ଚାଲିଲେ ହୋଇ ଆଗମୁହାଁ ସବୁ ଦିଶିବ ନୂଆ ନୂଆ ସଂଭବ ହେବ ଦ୍ରୁତ ଗତି ଚଂଚଳ ଘଟିବ ଉନ୍ନତି ଆଗକୁ ବଢିବାର ବାଟ…

ସାଧନାରୁ ସିଦ୍ଧି

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ 'ଚେତନାର ଚୌହଦୀ' ଜୀବନ ଧାରଣ ପାଇଁ ଯେପରି ଆବଶ୍ୟକତା ରହିଛି ଯଥା:- ଅନ୍ନ, ବସ୍ତ୍ର ଓ ବାସଗୃହ। ସେହିପରି ଆତ୍ମାର ପ୍ରଗତି ନିମନ୍ତେ ଉପାସନା, ସାଧନା ଓ ଆରାଧନାର ପ୍ରୟୋଜନ ରହିଛି। ଉପାସନାର ଅର୍ଥ ହେଉଛି, ଭକ୍ତ ନିଜକୁ ଭଗବାନଙ୍କ ପାଖରେ ସମର୍ପଣ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୭)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସମ୍ଭବଙ୍କର କଲ୍ ଥିଲା , ନେଟୱର୍କ ସର୍ଭିସ ନଥିଲା ଫୋନରେ କଥା କଟି କଟି ଯାଉଥିଲା , ତାପରେ କାମ ବି ଥିଲା ସେଥିପାଇଁ ଫୋନ ରିସିଭ କରି ନ ଥିଲି । କୁହ କଣ କହୁଥିଲ ? ମୁଁ ଠିକ ଅଛି ,ଏଠି ଖାଇବା ପିଇବା ବି ଭଲ ।ମୋ ପାଇଁ…

ଭାଷା ଭାଗବତ : ଅତୀତ ଅନୁସାରୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଂସ୍କୃତ ହେବାରୁ ଦୁର୍ବୋଧ୍ୟ ଲେଖକେ କଲେ ଅନୁବାଦ ଅନେକ ସ୍ଥାନୀୟ ଭାଷାରେ ବ୍ୟାପିଲା ସମଗ୍ର ଦେଶରେ ଲୌକିକ ଭାଷାକୁ ଆଶ୍ରୟି ଗ୍ରଂଥ, ପୁରାଣ କାଳଜୟୀ ହୋଇଲେ, ପାଇଲେ ସ୍ବୀକୃତି ଏପରି ହେଲା ଜ୍ଞାନୋନ୍ନତି ଏବେ…

କବିତା : ମୁଁ

ଡମ୍ବରୁଧର ବେହେରା କାହା ପାଇଁ ଆଜି ମୁଁ କ'ଣ ? କାହା ପାଇଁ ଅଦିନିଆ ଝଡ କାହା ପାଇଁ ତତଲା କୋହର ପାହାଡ଼ ତଥାପି ବଞ୍ଚିବାକୁ ହେବ ମୋତେ ଖଟିଖିଆ ମଜୁରୀଆ ଖାଲି ଥିବା ଭାତ ହାଣ୍ଡିକୁ ଦେଖି ଦେଖି ଗରୀବର ହାଣ୍ଡିଶାଳେ ସହରର ମାଲିକଙ୍କୁ ଦେଖି ସେମାନଙ୍କ ସୁସ୍ୱାଦୁ ଖାଦ୍ୟର ମହ…