Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୭)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ବହୁତ ଭାବିଲା ଆସ୍ଥା .... ! ସମ୍ଭବଙ୍କୁ ପଚାରି ଦିଅନ୍ତା ତା' ସହିତ ଏମିତି କାହିଁକି କଲେ !?କିନ୍ତୁ ଜିଭ ଅଗରେ ରହିବା କଥା କୁ କେମିତି କଣ୍ଠସ୍ଥ କରାଯାଏ ସେକଥା ବେଶ୍ ଭଲ ଭାବରେ ଜଣା ତାକୁ ! କହିବ କହିବ ହେଇ ଦିନେ, ଦୁଇ…

କବିତା : ଛାଇ ଅନ୍ଧାର

ମିରିନା ମହାନ୍ତି ଯେତେବେଳେ ମୁଁ ଅନ୍ଧାରକୁ ଫୁଲଟିଏ ଫିଙ୍ଗିଲି ହଜାଇ ବସିଲି, ନିଃଶ୍ବାସ, ବିଶ୍ବାସ। । ଚଉଦିଗ ମହମହ ବାସୁଥିଲା। ମଧୁମାଳତୀର ବାସ ଗୋଳେଇ ହୋଇ ଯାଉଥିଲା ଶୂନ୍ଯତାରେ। ତୁମ ନରମ ଆଲିଙ୍ଗନର ମତୁଆଲା ପଣରେ ହାରିଯାଉଥିଲା ପବନ। ଆକାଶ ଭର୍ତ୍ତି…

ଭାଷା ଭାଗବତ : ବୋଧ ଓ ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କର୍ମ ସାଧନା କରି କୃତି ଛାଡ଼ିଯାଏ କର୍ମିଷ୍ଠ ବ୍ୟକ୍ତି ତାହା ହିଁ ଦେଇପାରେ ତୃପ୍ତି ସହିତ ସମୂହ ସ୍ବୀକୃତି ବୋଧ ନ ଥିଲେ ପ୍ରାପ୍ତ ଜ୍ଞାନ କେବଳ ସ୍ମୃତି ସଂକଳନ ମନେ ରଖୁଁ ଓ ଭୁଲିଯାଉଁ ବୋଧ ସଂଭାଳି ଜିଇଁଥାଉଁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ବାଇଶି ପାହାଚ ଆଲୋଚନା ଭିତରେ ସେଠାରେ ଅଧିଷ୍ଠିତ ଦେବା ଦେବୀଙ୍କ ସମ୍ପର୍କରେ ସୂଚନା ଦେବା ନିହାତି ଆବଶ୍ୟକ। ପୁଣି ଶୈବ ଓ ବୈଷ୍ଣବ ଧାରା ଯେଉଁଠି ସମାନ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୬)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଫୋନ ଧରି ଚାଲିଗଲେ ସମ୍ଭବ। କାହା ସାଙ୍ଗରେ ଗୋଟେ ଗପୁଚନ୍ତି ଗପୁଚନ୍ତି ଗପ ଆଉ ସରୁନି । ଆସ୍ଥା ରାଗିରେ ପଞ୍ଚମ ହେଲାଣି ହେଲେ କିଛି କହିପାରୁନି । ବହୁତ କଷ୍ଟରେ ରାଗକୁ ସମ୍ବରଣ କଲା । କିଛି ନହେବାର ଅଭିନୟ କଲା । ରାତି…

କବିତା : ହସରେ ନନ୍ଦ କୋଳେ ଗୋବିନ୍ଦ

ଉମାକାନ୍ତ ଦାସ ହସରେ ନନ୍ଦ କୋଳେ ଗୋବିନ୍ଦ ଆଜି ଜନମ ନେଇ, ଦେବକୀ ଗର୍ଭୁ ହୋଇ ଉଦୟ ସୁଧାର ତୁମେ ମହୀ ।। ଦ୍ବାପରେ ତୁମେ ଜନମି ପ୍ରଭୁ କହିଲ ଧର୍ମ ବାଣୀ , ମୁଖ ନିଃସୃତ ଶବ୍ଦ ଅମୃତ ଗୀତା ଲେଖିଲ ପୁଣି ।। ଆଜିରେ ଆମେ ହେଉ ପାଗଳ ମଧୁ କଥା ନ ଶୁଣି, ଅନ୍ଯାୟ ପଥେ ଅଧର୍ମ…

ଭାଷା ଭାଗବତ : ସତ୍ୟାଂଶ ଆପେ ଭୟଂକର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସତ୍ୟାଂଶ ହେଲେ ସୁଦ୍ଧା ଲେଖା ପୂର୍ଣସତ୍ୟ ଦିଏନି ଦେଖା ସତ୍ୟକୁ ରଖିଲେ ଆବୃତ ହୁଏନି ପୂରା ପ୍ରକଟିତ ମିଥ୍ୟାଠାରୁ ବି ଭୟଂକର ଅର୍ଧସତ୍ୟର ଏ ସଂସାର ଚଳୁଛି ଭାଷାର ଚାତୁରୀ ସତ୍ୟ ଯାଉଛି ସ୍ବତଃ ହାରି ଯାହା ମନରେ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୫)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ପିଲାମାନଙ୍କୁ ଆଣିବାକୁ ବସ୍ ଷ୍ଟପେଜକୁ ଚାଲିଗଲେ ସମ୍ଭବ। ସୁରେଖାକୁ ଚା କପ୍ ଟି ବଢ଼େଇ ଦେଇ ଆସ୍ଥା ଆଜି ତୁ କହ ଡିନର ରେ କଣ କରିବା । ତୋର ଆଜି କଣ ଖାଇବାକୁ ଇଚ୍ଛା ହେଉଛି କହ । ସୁରେଖା ଭାବବିହ୍ଵଳ ହୋଇ ମାଆ କେବେ ଦିନେ…

ଭାଷା ଭାଗବତ : ଭାଷାର ବିକାଶ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରାଚୀନ ଗ୍ରଂଥକୁ ଆଶ୍ରୟୀ ସ୍ବମତ ପ୍ରଚାର କରଇ ଏପରି ଦ୍ବିରୂପୀ ଲେଖକ ଗ୍ରଂଥପାଠୀଂକୁ ମଣେ ମୂର୍ଖ ପାଠକ ଯଦି ହୁଏ ହେୟ ସାହିତ୍ଯ ଲଭେନି ବିଜୟ ହୁଏ ଅଧିକ ଅବକ୍ଷୟ ମନରେ ଜାତ କରେ ଭୟ ଲେଖକ ପାଠକ ଉଭୟ…

ଅନୁବାଦ କବିତା : ବିରହ

ମୂଳ ରଚନା: ବୁଦ୍ଧଦେବ ବସୁ  ଭ୍ରମର, ଏ ଭ୍ରମର ଏତେ ଗୁଣୁ ଗୁଣୁ କାହିଁକି କରୁଛ ! ଘର ଭିତରେ ସଙ୍ଗୀତର ନିଆଁ ଲଗେଇ ଦେଉଛ ଭଗବାନ କରନ୍ତୁ ତୋ ଅଳି ନହେଉ ବ୍ୟର୍ଥ । ଭ୍ରମର, ଏ ଭ୍ରମର ତୁ ଟିକେ ତୋ ରାଗିଣୀ ବନ୍ଦ କର ମୋ ଛାତି ଭିତରେ ବାଜି ଉଠୁଛି ଆଉ ଜଣଙ୍କର ସ୍ଵର, ତୋ ପରି ସେ ବି…