Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଅବିବେକୀ ତୁଂଡ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆଖି ଦୁଇଟି ମୂକ ସାକ୍ଷୀ ମୁହଁରେ ରହିଛଂତି ଲାଖି ଉଭୟେ ବାକ୍‌ଶକ୍ତି ବିହୀନ ଦେଖୁଥାଆଂତି ଦୃଶ୍ୟମାନ ମୁଂଡର ଦୁଇ ପାଖେ କାନ ଶୁଣଂତି ଅସରା ବଚନ କିଛି ପାରଂତିନାହିଁ କହି ଥାଆଂତି ମୂକ ହୋଇ ରହି କେବଳ ଅବିବେକୀ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୨୦)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ କ'ଣ କହିବେ କୁହନ୍ତୁ ନା , ଆସ୍ଥା ଗମ୍ଭୀର ସ୍ୱର ରେ ଉତ୍ତର ଦେଲା ! ମୁଁ କହିଦେଲେ କଣ ଆପଣ ମୋ କଥାକୁ ଏତେ ସହଜରେ ବିଶ୍ୱାସ କରିଯିବେ ନା କଣ ,ସାଗର ଦୃଢ଼ତାର ସହିତ ଉତ୍ତର ଦେଲା ?" କେମିତି ଭାବୁଛନ୍ତି ଯେ ମୁଁ ଏତେ ସହଜ…

କବିତା : ଆସ ମାଆ

ଚନ୍ଦ୍ରଶେଖର ପଣ୍ଡା  ଥରଟିଏ ମା' ସରଗ ରାଇଜୁ ଏ ଧରାକୁ ଯେବେ ଆସନ୍ତ । କେମିତି ଚାଲିଛି ତୁମଗଢା ଧରା ଦେଖିକି ଚକିତ ହୁଅନ୍ତ । କେତେ ଆଦରରେ ମଣିଷ ଗଢ଼ିଲ ପ୍ରାଣୀ ମଧ୍ୟେ ସାର କରି ବୁଦ୍ଧି ବିବେକ ତା ମୁଣ୍ଡେ ଭରିଥିଲ ସଂସାର ହସିବ ବୋଲି । ସବୁକିଛି ଆଜି ହଜିତ ଗଲାଣି ତୋ…

ଅନୁବାଦ କବିତା : ଏଥର କବିତା ଲେଖି

ମୂଳ ରଚନା : ସୁନୀଲ ଗଙ୍ଗୋପାଧ୍ୟାୟ  ଏଥର କବିତା ଲେଖି ମୁଁ ଏକ ରାଜ ପ୍ରସାଦ ବନେଇବି, ମୋର ଇଚ୍ଛା ଏଥର କବିତା ଲେଖି ମୁଁ ଏକ ପୋଣ୍ଟିୟାକ କାର ଚଢ଼ିବି ମୁଁ ଠିକ ରାଷ୍ଟ୍ରପତି ନହେଲେ ବି ତିନି ପାଦ ଭୂମି ପାଇଁ ପାଦ ଟେକି ରଖିବି। ମେଷ ପାଳକର ଗୀତରେ ଏ ପୃଥିବୀ ଋଣୀ ବହୁଦିନ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୯)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଆଜି ସ୍ୱପ୍ନିଲ ଯିବାର ଚାରି ମାସ ବିତି ଯାଇଛି ; ୱାଟ୍ସଆପରେ ଡ଼ିପି ରଖୁଥିବା ଫଟୋଗୁଡିକର ମୁହଁ ସବୁ ଆଖି ଆଗରେ ନାଚି ଯାଉଛି ଆସ୍ଥା ର ! ଓଜସ୍ୱିନୀ ଲାଗୁଛି ଧରା, ଅଣ ନିଶ୍ୱାସୀ ହୋଇପଡୁଛି ଜୀବନ !ସେଥିପାଇଁ ଘର କାମ ସାରି…

ଭାଷା ଭାଗବତ : ବ୍ୟକ୍ତିର ପ୍ରବୃତ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଜୀବନ ନୁହଇ ବେଉସା ଅଯଥା ହାନି ଲାଭ କଷା କରିଲେ ପୂରେନାହିଁ ଆଶା ବଢ଼ଇ ବିଭିନ୍ନ ଦୁର୍ଦଶା ମଣିଷ ବୁଦ୍ଧିମାନ ଜୀବ ହେଲେ ହେଁ ଏ ସଂସାରୁ ଯିବ ପୀଡ଼ାରୁ ମିଳେନାହିଁ ମୁକ୍ତି ଅଯଥା ଅନର୍ଗଳ ଯୁକ୍ତି ଯୌକ୍ତିକତାକୁ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୮)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସ୍ୱପ୍ନିଲଙ୍କ ମୃତ ଦେହ ପାଖରୁ କୌଣସି ସମ୍ପର୍କୀୟଙ୍କ ଫୋନ ନମ୍ବର କିମ୍ବା ଠିକଣା ମିଳି ନ ଥିଲା ! ତାଙ୍କ ମୋବାଇଲ ଫୋନରୁ ପୁଲିସ ଯାହା ଯାହାକୁ ଫୋନ କରିଥିଲା ସମସ୍ତେ ତାଙ୍କର ସାଙ୍ଗ ସାଥି ଶୁଭ ଚିନ୍ତକ ଥିଲେ ! ସାଙ୍ଗ ସାଥି…

ଭାଷା ଭାଗବତ : ବଡ଼ ସୃଷ୍ଟିର ସାନ ଅଂଶ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଂସାରେ ଅଛୁଁ ଆମେ ରହି ସ୍ବତଃ ଶରଣାପନ୍ନ ହୋଇ ଇଚ୍ଛା ଅନିଚ୍ଛା ନିରପେକ୍ଷ ପ୍ରୟାସ ସବୁ ନିରର୍ଥକ ସୃଷ୍ଟିର ଅଂଶଟିଏ ହୋଇ ସ୍ରଷ୍ଟାଂକୁ ମାଗୁଛୁଁ କିପାଇଁ ? ଜୀବଧର୍ମ ହିଁ ସର୍ବୋତ୍ତମ ଜୀବ ମାତ୍ରକେ କରେ କର୍ମ…

କବିତା : ଦୈବୀ ଶକ୍ତି

ବିଳାସିନୀ ପୃଷ୍ଟି ଦୈବୀ ଶକ୍ତି ତୁମେ ଦୈବୀ ସ୍ରଷ୍ଟା ହୋଇ ଅଦୃଶ୍ୟେ ଇଙ୍ଗିତ କର ବିଶ୍ଵ ପ୍ରାଣକର୍ତ୍ତା ବୈକୁଣ୍ଠାଧିପତି ଆଜ୍ଞାଧୀନ ଯାହାଙ୍କର l ପାଳନ କାଳରେ ମହାଶକ୍ତି ଦୂର୍ଗା ଦଶଭୂଜ ଦିଅ ମେଲି ସଂହାର କାଳରେ ମହାକାଳୀ ରୂପ ତ୍ରିପୁର ପ୍ରକମ୍ପେ ଖାଲି l ଦୃଷ୍ଟ ବିନାଶନେ…

ସ୍ୱଳ୍ପ ଗଳ୍ପ : ଶେଷର ନିର୍ଦ୍ଦେଶ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୬ ଜଣେ ରାଜା ବୋଲି ମଣୁଅଛି ତେଣୁ ଅଧୀନର ଦୋଷ କ୍ଷମା କରିବା ହୁଅନ୍ତୁ । ଆପଣ ଯେତେବେଳେ ଜଣେ ରାଜା ତେବେ ଆପଣଙ୍କୁ କେହି କେବେ ସିଧା ସଳଖ ଏମିତି କହିପାରିବ ନାହିଁ, ହେ ରାଜନ୍,ଆପଣଙ୍କର ସମୟ ଏବେ ଶେଷ । ଆପଣ ନିଜର ସମାପ୍ତି…