Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ଗୁରୁ

ସୁପ୍ରିୟା ପଣ୍ଡା ଆପଣ ନ ଥିଲେ ହୁଏତ , ମୁଁ ଦେଖି ପାରିନଥାନ୍ତି ଜ୍ଞାନର ଆଲୁଅ । ମିଞ୍ଜି ମିଞ୍ଜି ଜଳୁଥିବା ଡିବିରିର ଧୂଆଁର ପରସ୍ତ ଶୁଖି ପାରିନଥାନ୍ତା ବି ଲୁହ । କେତେ ମୋର ଅପାରଗପଣ ଉଡ଼ିବାର ଅଳ୍ପ ଟିକେ ଆଶା ପରାଜିତ କ୍ଷଣର ସଂଶୟ । କାଉଁରିଆ କାଠିର କି ବଳ ସମ୍ମୋହନ…

ଭାଷା ଭାଗବତ : ସବୁ ଶୁଣେ କାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସ୍ତୋତ୍ର ଓ ମଂତ୍ର ଉଚ୍ଚାରଣ ଅଖଂଡ ନାମ ସଂକୀର୍ତନ ବାଗ୍ମୀଂକ ଓଜସ୍ବୀ ଭାଷଣ ଏ ସବୁ ଶୁଣେ ଆମ କାନ ଜନଗୋଷ୍ଠୀରେ ପ୍ରବଚନ ପାଲାରେ ଧ୍ବନି ଓ ଗାୟନ ଲୋକଂକ କଥୋପକଥନ ସବୁ ଶୁଣେ ଆମର କାନ ହାଟେ ବଜାରେ ଗଂଡଗୋଳ ଜୁଆ…

ରଚନା ସହିତ ଅନୁଭୂତି ସବୁବେଳେ ଜଡ଼ିତ : ଶୁଭନାରାୟଣ ସ୍ୱାଇଁ

ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଶୁଭନାରାୟଣ ସ୍ୱାଇଁ । ଅତି ସାଧାରଣ ଘଟଣାଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ ଗଳ୍ପର ବିଭବ ପୁଣି କବିତାର ତତ୍ତ୍ୱ ଏବଂ ଉପନ୍ୟାସର ଆରମ୍ଭ । ଅନୁବାଦ ଓ…

ଅନୁବାଦ ଗଳ୍ପ : ପୁଣି ଥରେ ଲେଉଟାଣି

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୮  ମୂଳ ପଞ୍ଜାବୀ: ଗୁରୁଦିଆଲ ସିଂହ ପଞ୍ଝାଏ ଟୋକା ହାତରେ ଫାର୍ଶ, ଠେଙ୍ଗା ଆଉ ବର୍ଚ୍ଛା ଧରି ଅନ୍ଧାର ରାତିରେ ପଇଁତରା ମାରୁଥିଲେ । ସେମାନେ ଗାଆଁକୁ ସୁରକ୍ଷା ଦେଲଲାଗି ଏମିତି ପହରା ଦେଉଥିଲେ । କିନ୍ତୁ ଲାଗୁଥିଲା ସତେ ଯେମିତି…

କବିତା : ବର୍ଷା ଆଉ ତୁମେ

ଶୁଭ୍ରାଂଶୁ ଶେଖର ମାହୁନ୍ତ  ତନୁମନ ମୋର ବିମୋହିତ ହୁଏ ବରଷାକୁ ଆଜି ଦେଖି , ବରଷାରେ ଭିଜି ଆସନ୍ତ କି ତୁମେ ଆଖି ମୋ ଯାଆନ୍ତା ଲାଖି । ଓଦା କବରୀର ନିଆରା ବାସ୍ନାରେ ହଜି ମୁଁ ଯାଆନ୍ତି ସତେ, ତୁମ କଥା ଭାଳି ଶିହରିତ ହୁଏ ଆବେଗପଣରେ କେତେ । ଦୁର୍ଲ୍ଲଭ ଇଛାର ଅଝଟପଣରେ…

ଅଧ୍ୟାପକ ବିଶ୍ଵରଞ୍ଜନ ହେଲେ ମନୋଜ ଦାସ ସ୍ମୃତି ସଂସଦର ନୂତନ ସଭାପତି

ଭୁବନେଶ୍ୱର : ମନୋଜ ଦାସ ସ୍ମୃତି ସଂସଦର ଏକ ସ୍ଵତନ୍ତ୍ର ବୈଠକରେ ସ୍ଥାନୀୟ ଏକ ହୋଟେଲରେ ନୂତନ ସଭାପତି ଭାବରେ କଥାକାର ଅଧ୍ୟାପକ ବିଶ୍ଵରଞ୍ଜନ ଦାୟିତ୍ଵ ଗ୍ରହଣ କରିଛନ୍ତି । ପୂର୍ବରୁ ବିଶିଷ୍ଟ କଥାକାର ବିଜୟ ନାୟକ ସଂସଦର ପ୍ରଥମ ସଭାପତି ଭାବେ ମନୋନୀତ ହୋଇଥିଲେ। ତେବେ ମହାମହିମ…

ଭାଷା ଭାଗବତ : ସାହିତ୍ୟର ଶକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସ୍ବଦେହ ସଂଦେହ-ବିହୀନ ହେଲେ ହିଁ ଚିତ୍ତ ପରିଚ୍ଛନ୍ନ ହୁଏ, ଉଭେଇଯାଏ ଡର ସଂଭବ ସବୁ ଉପକାର ' ଲୋକେ କ'ଣ ଭାବିବେ? ' ଚିଂତା ସୃଷ୍ଟି କରିଲେ ଅସ୍ଥିରତା ବଚନ ପାଲଟେ ସଂଳାପ ସତ୍ୟର ମୁକ୍ତ ଅପଳାପ ଅଧିକ ମଧୁର ଆଳାପ…

କୁଳାଙ୍ଗାର ଉବାଚ : ପରିବା ପ୍ରାର୍ଥନା

ପ୍ରଭୁଙ୍କ ପ୍ରସାଦ ତୁମେ ବାବାଜୀଙ୍କ ପ୍ରିୟ ସାଦାଖିଆ ଭକତଙ୍କ ତୁମଠାରେ ଜୟ! କୃପା କରି ସୁରୁ ହେଉ ମହଙ୍ଗା ସରିବା, ଜୟ ଜୟ ହେ ଜୟ ଜୟ ହେ ପରିବା...॥ ଜୟ ଜୟ ବାଇଗଣ ପରିବାର ରାଜା କୃପାକର କଡେଇରେ ହେବାପାଇଁ ଭଜା! ତୁମେ ଏବେ ଅପହଞ୍ଚ ମୋ ବେଏଗରେ ତୁମକୁ ପାଇବା ପାଇଁ ମୁଁ…

ଗଳ୍ପ : ବନ୍ୟା

ଅରବିନ୍ଦ ଦାସ ସାର, ଏ ବନ୍ୟା, ପ୍ରକୃତରେ ଜୀବନ ବଦଳାଇ ଦିଏ। ଲକ୍ଷପତି ଲୋକ ବି ଦାଣ୍ଡର ଭିକାରୀ ହୋଇଯାଏ।" ସହକର୍ମୀ କେଦାରର କଥା ଶୁଣି ଟିଭିକୁ ଅନାଇଲେ ଦୀପକ। ବନ୍ୟା ଯୋଗୁଁ ତାଙ୍କ ଛୁଟି କ୍ୟାନ୍ସଲ। ସ୍ପେଶାଲ ରିଲିଫ ଅଫିସର ଭାବେ ଦାୟିତ୍ୱ ବହନ କରି ବନ୍ୟା ଅଞ୍ଚଳ ବୁଲିବାକୁ…

ଭାଷା ଭାଗବତ : ସାର୍ଥକ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ତୁଂଡରୁ ଶୁଭୁ ଶୁଦ୍ଧ ସତ୍ୟ ଚିତ୍ତରେ ଥାଉ ଆନୁଗତ୍ୟ ହୃଦୟେ ବାସ କରୁ ପ୍ରୀତି ସୁସ୍ଥିର ହୋଇଥାଉ ମତି ହାତ ବି କରୁଥାଉ ଦାନ କାନ ନ ଶୁଣୁ ବିଜ୍ଞାପନ ଆଖି ଆଗରେ ରହୁ ଲକ୍ଷ୍ୟ କେ ନୋହୁ କାହାର ବିପକ୍ଷ କରିଲେ ଏ…