Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ମୁଁ ନାରୀ

ଶ୍ୱେତପଦ୍ମା ପାଢ଼ୀ କେବେ ଲକ୍ଷ୍ମୀ, ସରସ୍ଵତୀ, କାମିନୀ ତ କେବେ ଦୁର୍ଗା ଶତାବ୍ଦୀ ପରେ ଶତାବ୍ଦୀ ବିତିଗଲାଣି ପ୍ରଶଂସାରେ ଅଥଚ, ନାରୀର ଗୁଣ ଓ ସୈାନ୍ଦର୍ଯ୍ୟ ବର୍ଣ୍ଣନା ତୁମ ଭାଷାକୋଷ ବର୍ହିଭୁତ ! ଭୟ ଦେଖେଇ ମୋତେ ନୀରବ କରିଦିଏ ସମାଜ ସ୍ବପ୍ନ ଭାଙ୍ଗିଗଲେ ସଜେଇ ଦିଏ ମୋତେ ଚିର…

ସୁଖ-ଦୁଃଖ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ମନୁଷ୍ୟ ଜୀବନଟା ଏକ ରଙ୍ଗମଞ୍ଚ । ଜୀବନରେ ସୁଖ ଦୁଃଖ ଲାଗି ରହିଥାଏ । ସୁଖ ଦୁଃଖ ମନୁଷ୍ୟର କାର୍ଯ୍ୟ ଉପରେ ନିର୍ଭର କରେ । ଖରାପ ସମୟରେ ବ୍ୟକ୍ତି ଅଣନିଶ୍ୱାସ ହୋଇପଡେ ଓ ନିଜର ଦୁଃଖ ବିଷୟରେ ଅନ୍ୟକୁ କହିପାରେ ନାହିଁ । କିନ୍ତୁ ବେଳେ…

ଭାଷା ଭାଗବତ : ନେତାଂକ ଯାତାୟାତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଯିଏ ଚାହିଁଲେ ଆସି ମିଶେ ଚାହିଁଲେ ପୁଣି ସୁଖେ ଖସେ ସେ ହିଁ ବୋଲାଏ ଜନନେତା ସବୁ ଦଳରେ ଏ ଅବସ୍ଥା ସକାଳେ ଥିଲା, ସଂଜେ ନାହିଁ କୁଆଡ଼େ ଗଲା ଜଣା ନାହିଁ ଅନ୍ୟ ଦଳର କାର୍ଯାଳୟ ହୁଏ ତା ଅଭୟ ଆଶ୍ରୟ ଦଳ ଦଳ ମଧ୍ୟରେ ଭେଦ ନ ଥାଏ…

କବିତା : ପଖାଳ ବନାମ ମଦ

ଡଃ.କୁଳାଙ୍ଗାର ବିଶ୍ବର ଶ୍ରେଷ୍ଠ ଦେଶ ଅଟଇ ଉତ୍କଳ, ଜଗତର ଶ୍ରେଷ୍ଠଖାଦ୍ୟ ଅଟଇ ପଖାଳ ! ବିଦେଶୀଏ ମଦପିଇ କରନ୍ତି ବାନ୍ତି, ଓଡ଼ିଆଏ ପଖାଳ ଖାଇଦେଲେ ଶାନ୍ତି! ମଦ ସହ ପଖାଳର ସାମଞ୍ଜସ୍ୟ ଅଛି, ସେଥିପାଇଁ ଓଡ଼ିଆ ତା ନିଶାରେ ପଡିଛି! ପେଗ୍ ପ୍ରସ୍ତୁତ ଯେଵେ ମଦରେ ପାଣିଢାଳ,…

ଭାଷା ଭାଗବତ : ଅତୁଳନୀୟା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ନାରୀ ମାତ୍ରେ ଅତୁଳନୀୟା ଲୋଡ଼େନାହିଁ କାହାରି ଦୟା ନିଜେ ଜନ୍ମି, ଜନ୍ମାଏ ଜୀବ ତାକୁ କିଏ ଟପିପାରିବ ? ମୂଳତଃ ଅଟେ ସେ ଅନନ୍ୟା ଶୁଦ୍ଧ ପ୍ରୀତିର ଧୀର ବନ୍ୟା ତା'ର କଷ୍ଟସହିଷ୍ଣୁ ଗୁଣ ତା…

କବିତା : ଏଇ ଫଗୁଣରେ

ଶୁଭ୍ରାଂଶୁ ଶେଖର ମାହୁନ୍ତ ଏଇ ଫଗୁଣରେ .... ଆଖିଯୋଡିକ ମୋର ଖୋଜୁଛି ତୁମକୁ ଅତି ନିକଟରେ, ତୁମ ଉପେକ୍ଷlରେ.... ସ୍ୱପ୍ନ ମୋର ସବୁ ମଉଳିଯାଇଛି ଅବଶିଷ୍ଟ ଅବସୋସରେ ....! ଭାଙ୍ଗିଯାଉ ତୁମ ପାହାଡ଼ର ନୀରବତା ମୋ ଗୋଟିଏ ଶବ୍ଦରେ , ହସର ଫୁଆରା ଖେଳିଯାଉ ମୋ ଓଠରେ ତୁମ…

ଭାଷା ଭାଗବତ : ସର୍ବଗିଳା ଆଆଁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ନ ଥାଇ ଜୀବନାନୁରାଗ କଥାକୁ କହିବାର ବାଗ ବୋଲାଏ ଯେଉଁଠି କବିତା ସେଠାରେ ଲୋଡ଼ା ନିରବତା ସାହିତ୍ୟ ସେବା ନାମ ନେଇ ଯେ ଯାହା ଇଚ୍ଛା କରିଦେଇ ଯାଆଂତି ଏ ଭୂଇଁରେ ଖସି ସଭିଏଁ ପ୍ରସିଦ୍ଧି-ପ୍ରୟାସୀ କବିଂକ ଅତି ଯଶ-ପ୍ରୀତି ଯୋଗୁଁ…

କବି ପ୍ରସନ୍ନ ମିଶ୍ରଙ୍କ ୮୩ ତମ ଜୟନ୍ତୀ ‘ଫାଲଗୁନ ଆସର’ ପାଳିତ

ଭୁବନେଶ୍ବର : ବିଶିଷ୍ଟ କବି ପ୍ରସନ୍ନ କୁମାର ମିଶ୍ରଙ୍କ ୮୩ ତମ ଜୟନ୍ତୀ ‘ଫାଲଗୁନ ଆସର’ ଶୀର୍ଷକରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। ଏହି ସାହିତ୍ୟିକ ଆସରରେ କବି କେଦାର ମିଶ୍ରଙ୍କ ସଭାପତିତ୍ବରେକବି ଆଶୁତୋଷ ପରିଡ଼ା ମୁଖ୍ୟ ଅତିଥି, କବି ଭରତ ବେହେରା ମୁଖ୍ୟବକ୍ତା,…

କବିତା : ତୁଠ ପଥର

ପ୍ରିୟମ୍ବଦା ସାମଲ  ଗାଆଁ ମୁଣ୍ଡ ଶେଷ ପୋଖରୀ କୂଳରେ କିଅବା ନଦୀ କୂଳରେ ତୁଠ ପଥରଟି ପଡ଼ି ରହିଥାଏ ନୀରବ ନିର୍ବିକାରରେ। ରୁଣୁଝୁଣୁ ଧ୍ଵନି ପାଦର ନୂପୁର ଯେତେବଳେ ଛୁଇଁ ଦିଏ ଏକଲା ପଣରେ ଜିଇଁ ଉଠେ ସତେ ମନ ତାର ଗୀତ ଗାଏ। ସୁକୁମାରୀ ବାଳା ପାଦର ପରଶେ ଲଭେ ସ୍ବର୍ଗ ସୁଖ…

ଭାଷା ଭାଗବତ : ତତ୍କାଳୀନ ଓ ଅଦ୍ୟତନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଯାହା ବି ଥିଲା ତତ୍କାଳୀନ ଏବକୁ ହେଲାଣି ବିଲୀନ ଅଥଚ ସଦ୍ୟ ଅଦ୍ୟତନ କରୁନି ମନ ଆକର୍ଷଣ ଏବେ ବି ସୁଦୂର ଅତୀତ ଦ୍ବାରା ହୋଇଲେ ପ୍ରଭାବିତ ଯାହା ହେବାର କଥା ହୁଏ ସ୍ବଭାଷା ପାଦେ ନ ଆଗାଏ ଭାଷାର ପ୍ରତି ଅନାଦର ଭାବ ଥିଲେ ହେଁ…