Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ଈର୍ଷାରୁ ପ୍ରେମ

ଗୌରପ୍ରିୟା ଦାଶ ଖୋଜିଥିଲି ମୁଁ ତମକୁ ସର୍ବତ୍ର ହୋଇଥିଲି ତମ ପ୍ରତି ଈର୍ଷାତୁର... ଯେତେବେଳେ ଦେଖିଥିଲି ମୋ ମା ଆଖିର ଅମାନିଆ ଅଶ୍ରୁ ଝରଝର। ମା କଣ୍ଠରୁ ଶୁଣୁଥିଲି ତମ ଜଣାଣ, ଠିକ୍ ଏହି ଦିନ, ଜଗମୋହନ.... ଯଦି ମୋ କୋଳେ ହୁଅନ୍ତ ଜନମ.. କୋଳେ ଧରି ତୋତେ କୁମର ମଣିରେ ସଫଳ…

ଭାଷା ଭାଗବତ : ଜ୍ଞାନାଧାର ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପୁସ୍ତକ ନୁହେ ଜ୍ଞାନଘର ଗ୍ରଂଥ ବି ନୁହେ ଜ୍ଞାନାଧାର ଶାସ୍ତ୍ରୋକ୍ତ ନୀତି ଓ ବିଧାନ ହୋଇନାହାଂତି ଚିରଂତନ ଯେତେ ଶୀଘ୍ର ବଦଳେ ମନ ସେତେ ଚଂଚଳ ବହିମାନ କେହି ତ କରେନି ଲିଖନ ମୁଦ୍ରଣ ଆଉ ପ୍ରକାଶନ ଜ୍ଞାନାଗ୍ରହୀ…

ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ଦ୍ୱାରା ସମ୍ବର୍ଦ୍ଧିତ ହେଲେ ବିଶିଷ୍ଟ କବିୟତ୍ରୀ ଉର୍ବଶୀ

ପୁରୀ: ଭାଷା ଓ ସାହିତ୍ୟକୁ ବଂଚାଇ ରଖିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଥିବା ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ପକ୍ଷରୁ ବୁଧବାର ଏକ ସମ୍ବର୍ଦ୍ଧନା ଉତ୍ସବ ଏବଂ ଆଲୋଚନା ଚକ୍ର ସ୍ଥାନୀୟ ଭକ୍ତ ସାଲବେଗ ପୀଠରେ ଆୟୋଜିତ ହୋଇଯାଇଛି । ଏଥିରେ ପ୍ରତିଷ୍ଠିତ ହିନ୍ଦୀ କବିୟତ୍ରୀ ଉର୍ବଶୀ ଅଗ୍ରୱାଲ ଏବଂ…

ସର୍ଜନା ମନସ୍କ ଲେଖକମାନଙ୍କ ପାଇଁ ପୁରସ୍କାର ମାପଦଣ୍ଡ ନୁହେଁ : ନିରଞ୍ଜନ ନାୟକ

ଓଡ଼ିଶା ସାହିତ୍ୟରେ ତରୁଣ ପୀଢ଼ିର ଜଣେ ଅଗ୍ରଣୀ ଲେଖକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ନିରଞ୍ଜନ ନାୟକ । ସ୍ତମ୍ଭ , ଗଳ୍ପ , କବିତା ଫିଚର, ଓ ଗବେଷଣାତ୍ମକ ନିବନ୍ଧ ରଚନା ଭଳି ଓଡ଼ିଆ ସାହିତ୍ୟର ବିବିଧ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ବିପୁଳ ପାଠକୀୟ ଆଦୃତି ଲାଭ…

କବିତା : ଭାଷାକୁ ଦିଅନି ନାଁ

ମାନସ ରଞ୍ଜନ ମହାପାତ୍ର  ନଈର ନାଁ ନଥିଲେ କଣ ଯାଏ ଆସେ ନାଆର,ନା ନାବିକର ଯେମିତି ବାଟର ନାଁ ନଥିଲେ ବାଟୋଇର କେବେ ଫୁଲକୁ ପଚାରିଛ ନାଁ ନେଇ କଣ କରେ ସିଏ କାହାକୁ ସେ ଭଲପାଏ ଈଶ୍ୱର ନା ଅସୁର ଚଢ଼େଇମାନେ ବନ୍ଦ କରିଦିଅନ୍ତି କି ଉଡ଼ିବା ନଥାଏ ଯଦି ନାମ ନାଁ ଯଦି ଦବ ଦିଅ…

ଅନୁବାଦ ଗଳ୍ପ : ମାଳପ୍ରସ୍ଥ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୬  ମୂଳ ହିନ୍ଦୀ: ଉପେନ୍ଦ୍ର ନାଥ ଅସ୍କ ‘ଆପଣ ଜଣେ ସାଧାସିଧା ଦିଲ୍‍ଖୋଲା ଲୋକ ପରି  ଜଣାପଡ଼ୁଚନ୍ତି, ସେଇଥି ଲାଗି ମୁଁ ଭାବିଲି ଆପଣଙ୍କୁ ବି ମାଗିବି ବୋଲି’, ଶେଠ୍‍ ସାହେବ କହିଲେ । ‘ଆପଣ ନିଶ୍ଚିନ୍ତ ରହନ୍ତୁ । ଏକଥା ମୁଁ…

ଭାଷା ଭାଗବତ : ସ୍ବଇଚ୍ଛା ଲିଖନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶବ୍ଦକୋଷଟେ ପାଶେ ରଖି ପାଠକ ସାହିତ୍ୟ ପଢ଼େ କି? ଲେଖକେ ବୁଝି ଏହି ପ୍ରଶ୍ନ କରଂତୁ ସ୍ବଇଚ୍ଛା ଲିଖନ କାହାକୁ କିଛି ନ ପଚାରି ନିଜର ମନରେ ବିଚାରି ଲେଖକେ କରି ବାରଂବାର ହୋଇଲେ ଲିଖନ ତତ୍ପର ପାଠକେ କରଂତି…

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ କଳିଙ୍ଗ ଡ଼ାକ୍ତରଖାନା ନିକଟସ୍ଥ କବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା । ପରେ ନୂଆଗାଁଠାରେ ସମ୍ମିଳନୀର…

ଗଳ୍ପ : ଖେଳ

ରବି ପଣ୍ଡା ମେଗା ଧାରାବାହିକଟି ଜନପ୍ରିୟତା ହାସଲ କରୁଥିଲା କ୍ରମଶଃ। ଘଟଣା, ଚରିତ୍ର, ସଂଳାପ ବିଶେଷକରି ନିର୍ଦ୍ଦେଶନା ଓ ଫଟୋଗ୍ରାଫିର ଚମତ୍କାର ବିନ୍ୟାସ ଉତ୍କଣ୍ଠିତ ଦର୍ଶକମାନଙ୍କୁ ଯଥା ସମୟରେ ବାନ୍ଧି ରଖୁଥିଲା ଟିଭି ସାମ୍ନାରେ। ନିର୍ଦ୍ଦେଶକଙ୍କୁ ମିଳୁଥିଲା ଅଭିନନ୍ଦନ, ଅଭିନେତା…

ଭାଷା ଭାଗବତ : କଳ୍ପିତ ନିଃସଂଗତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 'ଭାଷା ଭାଗବତ' ଦେହ-ଯାନରେ ଥାଇ ଆତ୍ମା କରେ ବ୍ରହ୍ମାଂଡ ପରିକ୍ରମା କେ ନୁହେ ନିଃସଂଗ ବାଟୋଇ ଆଲୋକ ଥିଲେ, ଦିଶେ ଛାଇ ଘୋଟିଲେ ପୂର୍ଣ ଅଂଧକାର ଛାଇ ହୁଏନି ଛାଏଁ ଦୂର ଅଦେଖା ପବନ ସଦୃଶ ଦେହ ସହିତ କରେ ବାସ ଛାଇ ନୁହଇ ଅଣାକାର…