Latest Odisha News

BREAKING NEWS

Browsing Category

ସାହିତ୍ୟ

ଅନୁବାଦ କବିତା : ସାମନା ସାମନି

ମୂଳ ରଚନା : ଚେଜଲୋ ମିଲସ  ବଡ଼ି ଭୋରରୁ ଆମେ ଏକ ଗାଡ଼ିରେ ବରଫ ଭରା ପଡ଼ିଆ ଭିତର ଦେଇ ପଳାଇ ଯାଉଥିଲୁ। ଛାଇ ଅନ୍ଧାର ଦେଇ ଏକ ନାଲି ଡେଣା ପ୍ରକଟ ହେଲା। ହଠାତ ଠେକୁଆଟିଏ ରାସ୍ତା ଉପର ଦେଇ ଦୌଡ଼ି ଗଲା ଆମ ଭିତରୁ ଜଣେ ତା' ଆଡ଼କୁ।ଆଙ୍ଗୁଳି ବଢ଼ାଇ ଆମକୁ ଦେଖାଉଥିଲା। କଥାଟି…

ଭାଷା ଭାଗବତ : ମତାଂଧ ନିର୍ବୋଧ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୨୦୫ ସବୁ ବାଦର ସମନ୍ବୟ ସଂଭବ ହୋଇଲେ ନିଶ୍ଚୟ ବାଦୀଏ ହୋଇ ଭାଗ ଭାଗ କରିବେନାହିଁ ଅଭିଯୋଗ କିଂତୁ ହୋଇଲେ ମତାଧୀନ ବ୍ୟକ୍ତିଟେ ହୁଏନି ସ୍ବାଧୀନ ହୋଇ ମତର ବଶବର୍ତୀ କରିଚାଲେ ବିଶ୍ବର କ୍ଷତି ବିଶ୍ବବାସୀଂକ ମନୋବଳ କ୍ରମଶଃ…

କବିତା : ରାକ୍ଷୀ

ପ୍ରଶାନ୍ତ କୁମାର ନାଥ ସ୍ନେହ ମମତାର ଅତୁଟ ସମ୍ପର୍କ ଏହି ଯେ ରାକ୍ଷୀ ବନ୍ଧନ ଭାଇ ଭଉଣୀକୁ କରିଥାଏ ରକ୍ଷା ବାନ୍ଧି ସେ ସାରା ଜୀବନ। ଭଉଣୀ ଜୀବନେ ରକ୍ଷାର କବଚ ସାଜିଥାଏ ଭାଇ ନିତି ସାମାନ୍ୟ ଏ ସୂତା ନୁହେଁ ଭଉଣୀର ସ୍ନେହ ଶ୍ରଦ୍ଧା ଭକ୍ତି ପ୍ରିତି ପ୍ରୀତି ସାମାନ୍ୟ ଏ ରାକ୍ଷୀ…

ଭାଷା ଭାଗବତ: ଭାଷାର ଲକ୍ଷଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୨୦୪ ଭାଷାର ନାହିଁ ଜନ୍ମଦିନ ତାହା ମନର ଉଦ୍‌ଭାବନ ଧ୍ବନି ଓ ରୂପ ଭିନ୍ନ ଭିନ୍ନ ହେବା ତହିଁର ମୁଖ୍ୟ ଗୁଣ ସଂପର୍କ ରହିଲେ ପ୍ରଭାବ ଗ୍ରହଣ କରିବା ସ୍ବଭାବ ଯେଣୁ ଭାଷାର ଅଂତର୍ଗତ ପ୍ରତ୍ୟେକ ଭାଷା ସମନ୍ବିତ ବହୁ ଉତ୍ସରୁ ଶବ୍ଦ…

ନାରୀନେତ୍ରୀ ସରଳା ଦେବୀଙ୍କ ୧୧୯ ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଓଡ଼ିଶାର ବିଶିଷ୍ଟ ନାରୀନେତ୍ରୀ, ସ୍ୱାଧୀନତା ସଂଗ୍ରାମୀ ତଥା ସୁସାହିତ୍ୟିକା ସରଳା ଦେବୀଙ୍କ ୧୧୯ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ସ୍ଥାନୀୟ ରୋଟାରୀ ଭବନଠାରେ ସରଳା ଦେବୀ ସୃତି ପରିଷଦ ପକ୍ଷରୁ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟ…

କାଦମ୍ବିନୀ ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ

ଭୁବନେଶ୍ୱର : ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ବରିଷ୍ଠ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ…

କବିତା : ଦେହ ଦେଉଳ

ଗଦାଧର ସାହୁ ଦେହ ଯଦି ଦେଉଳ ହେଲା ନବଦ୍ଵାର ନଟି ତାଲା । ପଞ୍ଚ ମନ ସହ ପଚିଶି ପ୍ରକୃତି ଅହରହ ମିଶି ଖେଳ ଚାଲିଲା । ମନ ସେଠି ହୋଇ ପୂଜାରୀ ରୁପ ଧରି ଅଛି ମାର୍ଜାରୀ । ପ୍ରକୃତିଙ୍କ ସଙ୍ଗେ ଅହୋରାତ୍ର ଖେଳେ ଜିତିବା କମ୍ ବେଶି ହାରିଲା । ନବଦ୍ଵାରେ ପକାଇ ତାଲା…

ଭାଷା ଭାଗବତ : ଅସରଂତି ସୁଖ ଶାଂତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୨୦୩ ଯାହା ପାଇଲି ଖାଇ ଗଂଡେ ଦେହରେ ଢାଂକି ଲୁଗା ଖଂଡେ ସ୍ବନାମ ଧରି ନିଜ ତୁଂଡେ ହାତେ ମାପି ଚାଲେଁ ଚାଖଂଡେ ଭାବ ବୋକଚା ବୋହି ମୁଂଡେ ଗାଆଁ ଗଳି ଓ ରାଜ ଦାଂଡେ କେହି କହିଲେ ' ରହ ଦଂଡେ ' ମୋର ସଂକଳ୍ପ ଟିକେ ଛିଂଡେ ପାଇଲେ…

ସ୍ୱଳ୍ପ ଗଳ୍ପ : ନିପର : ଏକ ଚିତ୍ର କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୧ ନିପର ହେଉଛି ଏମିତି ଗୋଟିଏ ମିଶ୍ରିତ ଟେରିଅର୍ ପ୍ରଜାତିର ଶ୍ୱାନ ଯାହାର ଖ୍ୟାତି ବିଶ୍ୱରେ କହିବାକୁ ଗଲେ ନିହାତି କିମ୍ବଦନ୍ତୀ ପର୍ଯ୍ୟାୟର । ଆଉ ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ହେଉଛି ଯେ ସେ ଯେତେବେଳକୁ ବିଶ୍ୱରେ ସମସ୍ତଙ୍କର…

ଭାଷା ଭାଗବତ : ଭାଷା ସଂଭାଳେ ନିଜ ସତ୍ତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୨୦୨ ଭାଷାରେ ତୁମର ଓ ମୋର ଅଛି ସମାନ ଅଧିକାର ଯେ କରୁଁ ଯେମିତି ବେଭାର ଉଭୟେ କରିବା ସ୍ବୀକାର କେହି କାହାକୁ କୈଫିୟତ ମାଗିବା ଯେଣୁ ଅବାଂଛିତ ଭାଷୀଏ ପୋଷି ରୁଚି, ମତ ହୁଅଂତି ନିତି କର୍ମରତ ଯାହାର ଯେଉଁପରି ରୁଚି କାମ ସେ…