Latest Odisha News

BREAKING NEWS

Browsing Category

ସାହିତ୍ୟ

‘ସଂଗତ’ରେ ଦେବବ୍ରତ ଦାସଙ୍କ ‘ଲାଞ୍ଜ’କୁ ନେଇ ଚର୍ଚ୍ଚା

ଭୁବନେଶ୍ବର : ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ଟାଇମ୍‍ପାସ୍‍’ ପ୍ରକାଶନ ପକ୍ଷରୁ ସାହିତ୍ୟ ଏକାଡେମୀ ଯୁବପୁରସ୍କାରପ୍ରାପ୍ତ କଥାକାର ଦେବବ୍ରତ ଦାସଙ୍କ ଗଳ୍ପ ସଙ୍କଳନ ‘ଲାଞ୍ଜ’କୁ ନେଇ ଏକ ଚର୍ଚ୍ଚା ଆସର ସ୍ଥାନୀୟ ଏକ ଘରୋଇ ହୋଟେଲରେ ଆୟୋଜିତ ହୋଇଯାଇଛି। ବିଶିଷ୍ଟ କଥାକାର ପ୍ରକାଶ ମହାପାତ୍ରଙ୍କ…

କବିତା : ସାଧନା

ଶିବଦୂତୀ ପାଣିଗ୍ରାହୀ  ଖଳ ମଣିଷର ମନ ସର୍ବଦା କିପରି ଖୋଳିବ ଆନର ଗୋଇ । ତାର ସବୁ ବଳ ଓ କଳ, ମାୟା କୂଟ ଛଳରେ କଟାଇ ଥାଇ । ସ୍ୱାର୍ଥତ୍ୟାଗୀ, ସେବାରେ ସମୟ ସାରି ହୁଏ ତ ସୁଖ ପ୍ରାପ୍ତ । ଦେଖାଣିଆ ସେବା ନଦେବ କେବେ ଶାନ୍ତି ଲାଳସା ତ ନିଜ ହିତ । ଦୁଃଖ ଆସେ, ସେବାର ନାମରେ…

ଭାଷା ଭାଗବତ : ଶାଂତି ସଂସ୍ଥାପନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଶାଂତି ପାଇଁ କଲେ ସଂଗ୍ରାମ ହୋଇଯିବ ବିଶାଳ ଭ୍ରମ ତହିଁରୁ ପାଇବାକୁ ତ୍ରାହି କେବେ ବି ଯୁଦ୍ଧ କରନାହିଁ ଯାହା କରିଲେ ରହେ ଶାଂତି ତାହା କରିବା ପାଇଁ କ୍ଳାଂତି ନ ରଖ ଦେହ ଓ ମନରେ ନ ବୁଲ ଅଜଣା ବନରେ ଜଣକୁ କରିଲେ ଆହତ ଶାଂତି ତ…

ପିରାମିଡର ଡାକ

ସୁଜାତା ମିଶ୍ର  ଚୂନା ଚୂନା ତାରା ଫୁଲ ଆକାଶରେ ଫୁଟିବାର ବେଳାରେ ପିରାମିଡ୍ ଦେଖା ଯାଏ ଦୂରନ୍ତ ସ୍ବପ୍ନଟିଏ ପରି, ତା ତୀର୍ଯ୍ୟକ୍ ଛାତର ତ୍ରିଭୁଜାକାର ଅସ୍ତିତ୍ବରେ ଲମ୍ବି ଥାଏ ଘନୀଭୂତ ରହସ୍ୟର ଆକର୍ଷଣ, ସେଇ ପଥର ଆଖିର ପଲକରୁ ପୁଲକିତ ମୁହୂର୍ତ୍ତ କିଛି ଚୋରେଇ ନିଏ ଶିହରିତ…

ଭାଷା ଭାଗବତ : ପୂର୍ବାଗ୍ରହୀ ମନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ପୁନର୍ଲିଖନ କରି କରି ଦେବା କି ସବୁ ବେଳ ସାରି? ଭାଷାରେ ହେଲେ ନବାୟନ କ୍ରମଶଃ ଘଟଇ ଉତ୍‌ଥାନ ଥିଲେ ବି ଅନେକ ପ୍ରମାଣ ଲୋକଂକ ପୂର୍ବାଗ୍ରହୀ ମନ ସେ ସବୁ ନ କଲେ ସ୍ବୀକାର ହୁଏ ଭାଷାର ଅପକାର ଲୋକେ ନ ହେଲେ ଅଗ୍ରଗାମୀ ଦୁର୍ଦଶା…

ଭାଷାକୁ ଗୁରୁତ୍ଵ ଦେଲେ ହିଁ ସାହିତ୍ୟକୁ ଜୀବନ୍ତ କରି ରଖି ହେବ : ସିନ୍ଧୁ ନନ୍ଦିନୀ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ସିନ୍ଧୁ ନନ୍ଦିନୀ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି…

କବିତା : ପଳାଶ ଫୁଲର ହସ

ଦୀପକ କୁମାର ନାୟକ କୋଳାହଳ ଶୂନ୍ୟ ଧରଣୀ ବୁକୁରେ ପଳାଶର ଖିଆଲି ହସ ନିର୍ମଳ ଧବଳ ଆକାଶ ତଳେ ପଳାଶ ଲାଗେ ତୋରଣ । ଦାରୁଣ ଗ୍ରୀଷ୍ମ ପ୍ରବାହ ଧାରେ ଲାଗେ ଶୂନ୍ ଶାନ୍ ମୟl ଆଦର ନଥାଇ ଜୀବନେ ସେ ସଦା ଆକୃଷ୍ଟ କରେ । ରୂପ ଲାବଣ୍ୟ ପ୍ରୀତି ଭରା ପଳାଶ ଫୁଲର ହସ । ଫାଲଗୁନ ଆସେ…

ଭାଷା ଭାଗବତ : ସେ ମୋର ବିଶ୍ବାସଭାଜନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଶୁଣାକଥାକୁ ଦେଇ ଧ୍ୟାନ ବିଚଳିତ ନ କଲେ ମନ ଆମର ଯେତେ ଗ୍ରାମବାସୀ ଉତ୍ପାଦନ କରଂତି ଖୁସି ନାହିଁ ଯଦି ପ୍ରତ୍ୟକ୍ଷ ଜ୍ଞାନ ମୁଁ କରେଁନାହିଁ ଅନୁମାନ ଗାଆଁର ସହିତ ସଂପର୍କ ରଖେ ମୋ ବିଶ୍ବାସର ଟେକ ଯିଏ ଆମର ଅନ୍ନଦାତା ତାକୁ…

ସନେଟ : କର୍ମଗାନ

ରଞ୍ଜିତା ହୋତା  ପ୍ରଖର ସ୍ରୋତରେ ଭାଗୀରଥୀ ଯହିଁ ଫେନାୟିତ ଓଠ ଖୋଲି, ଜୀବିକାର୍ଜନ ଆଶେ ମୁଁ ଧୀବର,ତରୀ ତହିଁ ଥିଲି ମେଲି। ତୁମେ ଆସିଥିଲ ଶ୍ୟାମଳବରଣ,ଅନୁଜର ହାତ ଧରି, ଶ୍ୟାମଳ ସୋହାଗେ ମୋତେ ଡାକିଥିଲ,"ପାରି କରିଦିଅ ବୋଲି।" ତରୀ ମୋ ଜୀବନତରଣି,ଯେ ଆଣେ ଆଲୋକ ମୋ ପରିବାରେ,…

ଭାଷା ଭାଗବତ : ସମୟର ସାକ୍ଷୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଯେ ହୁଏ ଆମ ପ୍ରତିନିଧି ଲୋଡ଼େ ସର୍ବଦା ବେଶି ନିଧି ନ ଜାଣି ନିୟମ ଓ ବିଧି ମାପଇ ନ୍ୟାୟର ପରିଧି ନ ଥାଏ ଟିକିଏ କର୍ତୃତ୍ୱ ନେଇ ପାରେ ସେ ନେତୃତ୍ବ ତେବେ ବି ଛାଡ଼େନି କ୍ଷମତା ତେଣୁ ଦିଶଇ ଅବ୍ୟବସ୍ଥା ନିଯୁକ୍ତ କର୍ମଚାରୀଗଣ…