Latest Odisha News

BREAKING NEWS

Browsing Category

ସାହିତ୍ୟ

 ଭାଷା ଭାଗବତ : ଭାଷାର ବାସ୍ତବତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୧ ଭାଷାର ବିଧି ପ୍ରଣୟନ ଅଥବା ନୀତି ନିର୍ଧାରଣ ସର୍ବଦା ହୁଏ ଅକାରଣ ଏହି ସତ୍ୟକୁ ଦେଇ ଧ୍ୟାନ ନ କଲେ କିଛି ଉଦ୍‌ଭାବନ ହୁଅଇ ସମୃଦ୍ଧି ସଂପନ୍ନ ବାସ୍ତବ ଭାଷାର ସଂସାର କରିଜାଣିଲେ ଆବିଷ୍କାର ବୁଝିବା କର୍ତବ୍ୟ ଆମର ସତରେ…

କୁଳାଙ୍ଗାର ଉବାଚ : ହାତୀଟିଏ ମୁଁ ହାତୀଟିଏ

ହାତୀଟିଏ ମୁଁ ହାତୀଟିଏ ତମେ ତ ଲଢୁଆ ଜାତିଟିଏ, ଗଛ ଲଗେଇକି ଜଙ୍ଗଲ ବଢାଅ ମୋ ବେକରେ କିଆଁ କାତିଟିଏ? ହାତୀଟିଏ ମୁଁ ହାତୀଟିଏ, ଅଛ କିଏ କହ ମାଈକା ଲାଲ୍ ବଞ୍ଚେଇ ପାରିବ ମୋତେ କିଏ?? ତମ ଠାକୁରକୁ ମୋରି ପରିକା ବେଶକରି କୁହ କଳାହାତୀ; ହେଲେ ମୋ ପାଇଁ କାହିଁକି ପ୍ରତିଦିନ…

କବିତା : ଦେହ ଦେଉଳ

ସ୍ମୃତି ରଞ୍ଜନ ତ୍ରିପାଠୀ  ତା'କୁ ମାଜିବୁନି କେବେ କିଶୋରୀ ଛନ୍ଦର ତାଳେ ତାଳେ ସରି ସରି ଯିବ ଭାବ ସରୁଥିବ ଗୋଟିଏ ରାତିର ଅସ୍ଥିର ତୁଳୀ ସରି ଆସୁଥିବ କବିତା, ମୋଗଲ ମୀନାରର କାନଭାଷ ତଳେ ପଡୁଥିବ ପୂର୍ଣ୍ଣଛେଦ ଆଇକୋଉ ରାଜା କାନ୍ଧରେ ସମର୍ପିତ ହେଉଥିବ ସମ୍ମୋହନର ପହିଲି ବାରତା…

ଧାରାବାହିକ ଉପନ୍ୟାସ : ସୁଲୋଚନା (୧୪)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’   " ତେବେ ବ୍ରାହ୍ମଣଙ୍କର ପୁତ୍ର ହୋଇ ମଧ୍ୟ ଲଙ୍କେଶ୍ୱରଙ୍କୁ ଅସୁର କୁହାଯାଏ କାହିଁକି? " " ଏହା ଜାଣିବା ପାଇଁ ତୁମକୁ ଆମ ବଂଶର ପୂର୍ବପୁରୁଷଙ୍କ ବୃତ୍ତାନ୍ତ ଜାଣିବା ନିହାତି ଆବଶ୍ୟକ । " " କୁହନ୍ତୁ ନା କାକୀ! ମୋର…

ଭାଷା ଭାଗବତ : ତତ୍କାଳୀନ ଓ ଚିରଂତନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୦  ତତ୍କାଳୀନ ଓ ଚିରଂତନ ମଧ୍ୟରେ ଭେଦ ନିରୂପଣ କରିଜାଣେନି ଯେଉଁ ଜାତି କରେନି କେବେ ବି ଉନ୍ନତି ପୂର୍ବର ଭୂମିଚିତ୍ର ଦେଖି ଏବେ କେ ଯାତ୍ରା କରିବ କି? ପୂର୍ବର ମୂଲ୍ୟସୂଚି ଦେଖି କିଛି ବି କିଣିପାରିବ କି? ଅତୀତ ଯେଣୁ…

ଭାଷା ଭାଗବତ : ଦେବାଶ୍ରୟୀ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୯ ଦେବତା ଫିଟାଇ ନୟନ ଦେଖଂତି ଆମ କାର୍ଯମାନ ଶୁଣଂତି ଭଜନ, କୀର୍ତନ ପାଟିରୁ ଫିଟେନି ବଚନ ପ୍ରଭୁ କଲେ ହେଁ ସବୁ ଦାନ ମାନେନି ଲୋଭୀ ଭକ୍ତ ମନ ଆହୁରି ବେଶି ବେଶି ମାଗି ତାଂକ ସହ ଥାଆଂତି ଲାଗି ଈଶ୍ବର ପରା ଭାବଗ୍ରାହୀ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୧୩)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୧୩  କାକା ବିଭୀଷଣଙ୍କ ଗୃହରେ ସୁଲୋଚନାଙ୍କୁ ଭଲ ଲାଗେ, ମନକୁ ଶାନ୍ତି ମିଳେ। ଏକ ଦିବ୍ୟ ପବିତ୍ର ଭାବନା ସଂଚରିଯାଏ ମନରେ। ନାଗମାନେ ଚିରକାଳ ଶ୍ରୀବିଷ୍ଣୁଙ୍କର ଉପାସକ। ତାଙ୍କର ଆରାଧ୍ୟ , ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ପରମ ଭକ୍ତ…

କବିତା : ଅଣସରର ଅନ୍ଧାର

ବଳରାମ ପୂଜାରୀ ଦେହରୁ ଓହ୍ଲାଇଯାଉଥିଲେ ସବୁତକ ଛାଇ କାଳେ କିଏ ଦେଖିନେବ ? ଛାଇଗୁଡା ସବୁ ନିଜର ନ ଥିଲେ , କିଛି କିଛି ଅର୍ଜିତ ,କିଛି ଏଇମିତି କୋଉକାଳୁ ବସାବାନ୍ଧିଥିବା ସୁଖବାସୀ ,ଭୂମୀହୀନ ଛାଇ ? କିଛି ତ କୋରି କୋରି ସଫା କରୁଥିଲେ ସବୁତକ ମୋ ସହ ସମ୍ପର୍କର ଚିହ୍ନବର୍ଣ୍ଣ ?…

ଉତ୍କଳ ସମ୍ମିଳନୀ ପକ୍ଷରୁ ଫକୀର ମୋହନଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

କଟକ : ଉତ୍କଳ ସମ୍ମିଳନୀ, କଟକ ପକ୍ଷରୁ ବ୍ୟାସକବି ଫକୀର ମୋହନ ସେନାପତିଙ୍କର ୧୦୪ତମ ଶ୍ରାଦ୍ଧ ବାର୍ଷିକୀ ତେଲେଙ୍ଗା ବଜାର ରଘୁନାଥଜୀଉ ମନ୍ଦିରଠାରେ ପାଳିତ ହୋଇଯାଇଛି। ଶରତ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରବି ରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବରେ, ବିଚିତ୍ରା…

ବ୍ୟାସକବି ଫକୀର ମୋହନଙ୍କ ୧୦୪ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଭୁବନେଶ୍ୱର : ବ୍ୟାସ କବି ଫକୀର ମୋହନ ସ୍ମୃତି ସଂସଦ, ଭୁବନେଶ୍ୱର ଆନୁକୂଲ୍ୟରେ ବ୍ୟାସ କବିଙ୍କ ୧୦୪ ତମ ଶ୍ରାଦ୍ଧ ବର୍ଷିକୀ ପାଳିତ ହୋଇଯାଇଛି। ଜୀବନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ଵତ ସଭାରେ ଫକୀର ମୋହନ ବିଶ୍ୱ ବିଦ୍ୟାଳୟର କୁଳପତି ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ…