Latest Odisha News

BREAKING NEWS

Browsing Category

ସାହିତ୍ୟ

ଶ୍ୱେତପଦ୍ମା ପାଢ଼ୀଙ୍କର ‘ସଖି କଣ୍ଢେଇ’ ଉନ୍ମୋଚିତ

ଭୁବନେଶ୍ୱର : ବର୍ଷା ପବ୍ଲିକେସନ ଆନୁକୂଲ୍ୟରେ ସ୍ଥାନୀୟ ଭାରତୀୟ ବିଦ୍ୟା ଭବନ ସଭାଗୃହରେ ଶ୍ୱେତପଦ୍ମା ପାଢ଼ୀଙ୍କର ପଥମ ଉପନ୍ୟାସ 'ସଖୀ କଣ୍ଢେଇ' ଉନ୍ମୋଚିତ ହୋଇଯାଇଛି। ଏହି ସାରସ୍ଵତ କାର୍ଯ୍ୟକ୍ରମରେ ହିରଣ୍ମୟୀ ମିଶ୍ର ମୁଖ୍ୟ ଅତିଥି , ଅମରେଶ ବିଶ୍ୱାଳ ସମ୍ମାନିତ ଅତିଥି, ପବିତ୍ର ମୋହନ…

ଆଧୁନିକତାର କାବ୍ୟ ପରମ୍ପରା ଓ କବି ଭୀମ ଭୋଇ

ପଞ୍ଚାନନ ମିଶ୍ରଙ୍କ ସ୍ୱତନ୍ତ୍ର ପ୍ରବନ୍ଧ ‘ନବମ ଭାଗ ’ ନବାକ୍ଷରୀ ପଦ ରଚନା ମଧ୍ୟ ଭୀମଭୋଇଙ୍କ କାବ୍ୟ କୃତିରେ ଏକ ବିଶିଷ୍ଟ ଲକ୍ଷଣ ବୋଲି ବିବେଚନା କରାଯାଏ।। ତାଙ୍କ ରଚିତ କାବ୍ୟ ‘ଅଷ୍ଟକ ବିହାରୀ ଗୀତା’ , ‘ ନିର୍ବେଦ ସାଧନ’ ରେ ସେ ନବାକ୍ଷରୀ ପଦ ପ୍ରକରଣର ଶ୍ରେଷ୍ଠତମ ପରୀକ୍ଷାରେ ସଫଳତା…

କବିତା : ଶାଗୁଣା

ଗଦାଧର ସାହୁ ମଢ ପେଟେ ଖାଇଲେ ଆମେ ବଞ୍ଚିବୁ , ତମ ପରିବେଷ ଦିଶିବ ସ୍ଵଚ୍ଛ, ସୁନ୍ଦର । କେବେ ମିଳିମିଶି ଚିନ୍ତାକରିଛ ଏବେ ଆମ ବଂଶ ଧ୍ଵଂସ ମୁଖରେ ! ତମ ପରିବେଷର ବି ସମାନ ଅବସ୍ଥା ଆମ ପରି , ଆମ ପରେ ପରେ ! କି ଚିନ୍ତା କରୁଛ ତମ ବିଜ୍ଞାନ ଯୁଗରେ ବିକାଶ ଚର୍ଚ୍ଚା…

ଧାରାବାହିକ ଉପନ୍ୟାସ : ସୁଲୋଚନା (୧୮)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାରାକ୍ରାନ୍ତ ମନକୁ ହାଲ୍କା କରିବା ପାଇଁ ସୁଲୋଚନା ସରମା କାକୀଙ୍କ ନିକଟକୁ ଯାଆନ୍ତି।ତାଙ୍କ ସହ ବିଷ୍ଣୁଙ୍କର ମହିମା ଆଲୋଚନା କଲେ ଅନେକ ଶାନ୍ତି ମିଳେ। ସେଦିନ ସରମାଙ୍କୁ ଚିନ୍ତିତା ଦେଖି ବିସ୍ମୟ ପ୍ରକାଶ କରି ସୁଲୋଚନା ପଚାରିଲେ, "…

ଭାଷା ଭାଗବତ : ସାହିତ୍ୟର ହିତ, ସାହିତ୍ୟ-ରହିତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୪ ପରସ୍ପରକୁ କରି ପ୍ରୀତ ହୁଏନି ସାହିତ୍ୟର ହିତ ଭାଷା ବି ହୁଏନି ଆଦୃତ ଏହା କି ନୁହେ ଶୁଦ୍ଧ ସତ ? ଏ ସତ୍ୟ କଲେ ଅସ୍ବୀକାର କେବେ ହେବନି ଉପକାର ଜୁହାର ଆଉ ନମସ୍କାର କାନ ଶୁଣଇ ବାରଂବାର ସ୍ବଜନ-ତୋଷଣ ପ୍ରବୃତ୍ତି କରଇ…

ସ୍ୱଳ୍ପ ଗଳ୍ପ : ଜଣେ ଲେଖକର ଇଚ୍ଛାପତ୍ର

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୨୬ ଜଣେ ଇଂରେଜୀ ଔପନ୍ୟାସ ହିସାବରେ ସେ ଖୁବ୍ ଚର୍ଚ୍ଚିତ । ବିଶେଷତଃ ତାଙ୍କର ରଚିତ କିଶୋର ଉପନ୍ୟାସଗୁଡିକର ବିଶ୍ୱବ୍ୟାପୀ ଚାହିଦା ଆଜି ବି ରହିଛି । ସେ ହେଉଛନ୍ତି "ଟ୍ରେଜର୍ ଆଇଲାଣ୍ଡ","ଡକ୍ଟର ଜେକିଲ୍ ଆଣ୍ଡ ମିଃ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୧୭)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ବିଷ୍ଣୁଭକ୍ତମାନଙ୍କୁ ଇନ୍ଦ୍ରଜିତ ମୁକ୍ତ କରିଥିବାର ସମ୍ବାଦଟିକୁ ରାବଣ ସହଜରେ ବିଶ୍ୱାସ କରି ପାରିଲେ ନାହିଁ। ତାଙ୍କର ଯେଉଁମାନେ ଶତ୍ରୁ ସେମାନଙ୍କ ପ୍ରତି ଇନ୍ଦ୍ରଜିତଙ୍କର ଏପରି ଉଦାର ମନୋଭାବର କାରଣ ଜାଣିବା ପାଇଁ ଲଂକାଧିପତି ସ୍ଵୟଂ…

ସନେଟ୍ : ମାଆ

ବିଦ୍ୟାଧର ପଣ୍ଡା ମାଆ ଏକ ଚଞ୍ଚଳ ଚିରସ୍ରୋତା ଝରଣା ମମତାବୋଳା ରାଗିଣୀର ଅପୂର୍ବ ମୂର୍ଚ୍ଛନା ମାଆ ଅନାବିଳ ଶ୍ରଦ୍ଧାର ମଧୁର ସମ୍ବୋଧନ ମା'ଡାକରେ କେତେ ସ୍ନେହ ଆଉ ସମ୍ମୋହନ। ମାଆ ଏକ ଶୀର୍ଣ୍ଣକାୟା ନଦୀର ନମ୍ର ଧାର କାହାକୁ ନ ଚାହିଁ ଆଗକୁ ବଢେ ନିରନ୍ତର। ମାଆ ଏକ ପାଞ୍ଜି ଯା'ର…

ଭାଷା ଭାଗବତ : ପରିବର୍ତନ ପ୍ରତି ଭୀତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୩ ବର୍ଣ ବିକଳ୍ପ ରୂପେ ବର୍ଣ୍ଣ କରିଲେ ଅଯଥା ଲିଖନ ସଂଭବ ନୁହେ ଉଚ୍ଚାରଣ ତେଣୁ ହିଁ କରିବା ବର୍ଜନ ସେପରି ର୍କ ର୍ଚ ର୍ଛ ର୍ତ ର୍ଦ ର୍ଧ ଅଥବା ର୍କ୍କ ର୍ଚ୍ଚ ର୍ଚ୍ଛ ର୍ତ୍ତ ର୍ଦ୍ଦ ର୍ଦ୍ଧ ଉଭୟ ରୂପ ସର୍ବଶୁଦ୍ଧ କିଂତୁ ସରଳ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୧୬)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ କୁବେର କୈଳାଶ ପର୍ବତରେ ଅଳକାପୁରୀ ନିର୍ମାଣ କରି ସେଠାରେ ରହିଗଲେ । ପିତା ଆଉ କ'ଣ କହିବେ? ସେ ନିରବ ରହିଲେ। ଏହାପରେ ରାବଣ ଅଳକାପୁରୀକୁ ମଧ୍ୟ ଆକ୍ରମଣ କରିଥିଲେ । " " ଅନେକ ବିଳମ୍ବ ହେଲାଣି ଆଜି। ମୋତେ ବର୍ତ୍ତମାନ ଫେରି…