Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ଶେଫାଳି

ପ୍ରିୟମ୍ବଦା ସାମଲ  ଅସ୍ତମିତ ଯେବେ ହୁଅଇ ଭାସ୍କର ବୁଣି ସ୍ୱର୍ଣ୍ଣିମ ରଙ୍ଗ ବର୍ଣ୍ଣମୟ ଦିଶେ ଗଗନ ମଣ୍ଡଳ ରାତ୍ରିରାଣୀ ଦିଏ ସଙ୍ଗ। ଚନ୍ଦ୍ରମାଠାରୁ ଶୀତଳତା ନେଇଣ ହସୁଥାନ୍ତି ଦିବ୍ୟ ପୁଷ୍ପ ସୁଗନ୍ଧରେ ଭରା ହୃଦ ଚିତ୍ତଚୋରା ରାତ୍ରି ଶୋଭା ଅପରୂପ। ଭୁରୁ ଭୁରୁ ବାସ୍ନା ପରସି…

ଧାରାବାହିକ ଉପନ୍ୟାସ : ସୁଲୋଚନା (୨୩)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ସରମାଙ୍କ ନିକଟରେ ନିଜକୁ ଖୋଲି ଦେଇ ଶାନ୍ତି ପାଆନ୍ତି ସୁଲୋଚନା। ତାଙ୍କ କୋଳରେ ମଥା ରହି ଶୋଇଥାଆନ୍ତି । ସରମା କହିଲେ, " ଜାଣିଛ ପୁତ୍ରୀ ! ଆଜି ଜ୍ୟେଷ୍ଠ ଭ୍ରାତା, ସୀତାଙ୍କ ନିକଟବର୍ତ୍ତୀ ହେବାକୁ ଚେଷ୍ଟା କରିଥିଲେ। ମାତ୍ର ସାମାନ୍ୟ…

ଭାଷା ଭାଗବତ : ଯୋଡ଼ା ଛଡ଼ା ଭେଦ (୩)

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୯ ଅନେକ ଏକାକ୍ଷରୀ ଶବ୍ଦ ଅଟଂତି ଭାଷାର ସଂପଦ ଆ ଆଁ ଆଃ ଏ ଏଁ ଏଃ ଓ ଓଁ ଓଃ ମୁଁ ତୁ ସେ ନା ନାଁ ହଁ ହିଁ ହୁଁ ହୋ ସତରେ ଅଟଂତି ସ୍ବାଧୀନ ଲୋଡ଼ଂତି ନିଜ ନିଜ ସ୍ଥାନ ଅଯଥା କଲେ ଯୋଡ଼ାଯୋଡ଼ି ପାରଂତିନାହିଁ ବେଶି ବଢ଼ି ବଟିକା ଖାଇ…

ଏଥେନା ବୁକସ ପକ୍ଷରୁ ପ୍ରଥମ କବିତା ଆସର ଆୟୋଜିତ

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ଏଥେନା ବୁକସ ଆନୁକୂଲ୍ୟରେ କାର୍ଯ୍ୟାଳୟ ପରିସରରେ ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବରେ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସାହିତ୍ୟିକ ସତ୍ୟନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆସରରେ ସୁମିତା ବେହେରା,ସ୍ବର୍ଣ୍ଣଲତା ମହାପାତ୍ର,…

ନାଟକ, ସାହିତ୍ୟର ସବୁଠୁ ସୁନ୍ଦର ରୂପ : କ୍ଷୀରୋଦ ବିହାରୀ ବିଶ୍ୱାଳ

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା କ୍ଷୀରୋଦ ବିହାରୀ ବିଶ୍ୱାଳ । ଗଳ୍ପ, କବିତା ଏବଂ ନାଟକ ରଚନା କରି ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପା ଯାଇ ପାରେନା । କେବଳ ଏତିକି ନୁହେଁ , ଜଣେ ମଞ୍ଚ କଳାକାର ଭାବରେ ମଧ୍ୟ ସେ ବେଶ…

ଅନୁବାଦ ଗଳ୍ପ : ତଫାତ୍‌!

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୦ ମୂଳ ରଚନା : ବିଷ୍ଣୁ ପ୍ରଭାକର ସେଦିନ କାହିଁକି ତା’ର ଭାରି ଇଚ୍ଛା ହେଲା ଭାରତ ଓ ପାକିସ୍ତାନ ଭିତରେ ଟଣା ହୋଇଥିବା ସୀମାରେଖାକୁ ଥରେ ଯାଇ ଦେଖି ଆସିବ । ସେ ମନେ ମନେ ଭାବିଲା, ଦିନେ ସୀମାରେଖାର ଉଭୟ ଭାଗ ଗୋଟିଏ ଦେଶ ଥିଲା ।…

କବିତା : ଏମିତି ଜୀବନ

ଅଜୟ କୁମାର ମହାନ୍ତି କ୍ଷତ ଶୁଖି ଗଲାଣି ବ୍ୟଥା ସବୁ ଭୁଲି ଆସିଲଣି ଏବେ ସବୁ ଠିକ୍ ଠାକ୍ ସକାଳ ଚା ର ବାସ୍ନା ଜୀବନ ଜିଇଁଵାର ନିଶା ସ୍ବଛନ୍ଦରେ ଟହଲମାରେ ମଲ୍ଲୀ ଫୁଟା ଅଗଣାରେ।। ହସନ୍ତ ଫୁଲ ବେଣୀ ଝୁଲାଏ ପଵନକୁ ଆଖି ମାରେ ମୌସୁମୀ ଲୋଉଟୁଥାଏ ରିମ୍ ଝିମ୍ ଶବ୍ଦର ବର୍ଷାର ।…

ଧାରାବାହିକ ଉପନ୍ୟାସ : ସୁଲୋଚନା (୨୨)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ସୁଲୋଚନାଙ୍କର ଆତ୍ମୀୟତାରେ ଛଳ ଛଳ ହୋଇଗଲା ସୀତାଙ୍କର ବେନି ନୟନ। ସେ କରୁଣ କଣ୍ଠରେ କହିଲେ, " ଛଳନା କରି ଦୁଷ୍ଟ ରାବଣ ମୋତେ ସ୍ୱାମୀଙ୍କ ଅନୁପସ୍ଥିତିରେ ହରଣ କରି ଆଣିଛି। ରଘୁବୀର ସ୍ୱୟଂ ଆସି ତାକୁ ଯୁଦ୍ଧରେ ପରାଜିତ କରି ମୋତେ…

ଭାଷା ଭାଗବତ : କ୍ଷତି ପୂରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୮ ଅନେକ ସୂକ୍ଷ୍ମଗ୍ରାହୀ ଚିତ୍ତ ଗ୍ରାହ୍ୟ କରିବା ଯୋଗୁଁ ପ୍ରୀତ ମୁଁ ହୋଇ ବେଶି ଭାଷାସକ୍ତ ଲେଖୁଛିଁ ସ୍ପଷ୍ଟ ଭାବ, ମତ ଏ ଭାଷା ହେଲେ ଲୋକାଦୃତ ପୂର୍ଣ ହେବ ମୋ ମନୋରଥ ଶିଶୁଂକୁ ଦେଇ ଏବେ ଧ୍ୟାନ ଲେଖୁଛିଁ ପ୍ରାୟ ପ୍ରତିଦିନ…

ଜ୍ୟୋତ୍ସ୍ନା ମିହିରଙ୍କ ‘ଜଗନ୍ନାଥ ଏକ ଅନ୍ତରଙ୍ଗ ଯାତ୍ରା’ ଆଧାରିତ ଏକକ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ

ଭୁବନେଶ୍ୱର : ଚିତ୍ରଶିଳ୍ପୀ ଜ୍ୟୋତ୍ସ୍ନା ମିହିରଙ୍କ 'ଜଗନ୍ନାଥ ଏକ ଅନ୍ତରଙ୍ଗ ଯାତ୍ରା' ବିଷୟରେ ଆଧାରିତ ଏକ ଏକକ ଚିତ୍ରକଳା ପ୍ରଦର୍ଶନୀ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ହୋଇଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ଜଡ଼ିତ ବିଭିନ୍ନ ବିଷୟକୁ ନେଇ ଏହି ପ୍ରଦର୍ଶନୀରେ ସମୁଦାୟ ୨୨ଟି…