Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ସ୍ବଭାଷା ଗୌରବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୮ ଗ୍ରଂଥାଗାରରେ ରହି ବହି ଥିଲେ ପାଠକ ବାଟ ଚାହିଁ ବଢ଼େନି ଭାଷାର ମହତ୍ତ୍ବ ଏହା ତ ନୁହଇ ଅସତ୍ୟ ପଢ଼ିବା ଇଚ୍ଛା ଗଲେ ସରି ସାହିତ୍ୟ ହୁଏନି କାହାରି ଲେଖକ ଆଉ ପ୍ରକାଶକ ଲେଖି, ବିକି ପାଆଂତି ସୁଖ ସଂପର୍କ ଯୋଡ଼ିବାର ପାଇଁ ଯେ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୧୨)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୧୧ ମହାରାଣୀ ମନ୍ଦୋଦରୀ ନିଜେ ଆସିଛନ୍ତି ତାଙ୍କର କେଶବନ୍ଧନ ପାଇଁ। ଲଙ୍କାରେ କ'ଣ ଦାସୀ ପରିଚାରୀଙ୍କର ଅଭାବ ଯେ, ଲଙ୍କେଶ୍ୱରଙ୍କର ପାଟରଣୀ, ପୁତ୍ରବଧୂର ସେବା କରିବେ ? ଶାଶୂଙ୍କର ବିମଳ ସ୍ନେହ ଦେଖି ସୁଲୋଚନାଙ୍କର…

ଅନୁବାଦ କବିତା : ଯାହାବି କୁହ

ମୂଳ ରଚନା : ମହାଦେବ ସାହା  ତୁମେ ଯାହାବି କୁହ ମୁଁ ଆଜି ବି ଶୈଶବର ସେଇ ନିର୍ଜନ ଛାଇ ଭିତରେ ବୁଡ଼ି ରହିଛି ସେଇ ସକାଳ ସ୍କୁଲ, ବର୍ଷାଦିନ ଛୁଟି, ପୋଖରୀ ତୁଠ ଆଜି ବି ମୁଁ ଧାନର ଗନ୍ଧରେ ଭିଜାଇ ରଖିଛି ସାରା ଶରୀର କାନ ପାତିଲେ ସବୁବେଳେ ଶୁଣିପାରେ ଟୁପଟାପ ଶବ୍ଦ ଶିଶିରର।…

ଭାଷା ଭାଗବତ : ସଂସାର ଶାଂତି ନିକେତନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୭ ସଂକଳ୍ପ ବଳେ କାର୍ଯ ସିଦ୍ଧି ବିକ୍ଷୋଭ ବାଟ ଦିଏ ରୁଂଧି ଉଗ୍ର ବଚନ ପରିହାର ଅଟଇ ମୌଳିକ ସଂସ୍କାର ମନରେ ଥିଲେ ଅସଂତୋଷ କଥାର ନାହିଁ ଅବକାଶ ଛାଟିଲେ ଅନର୍ଗଳ ବାଣୀ ଅଶ୍ରାବ୍ୟ କୁତ୍ସିତ କାହାଣୀ ମନୋଭାବକୁ ନିୟଂତ୍ରଣ…

ସନେଟ : ସୁନାରୀ ଅପ୍ସରୀ

ଅନୀତା ପାଣି ସଜ ସକାଳର କଅଁଳ ଖରାରେ ଗାଇ ମହୁମିଶା ଗୀତ, ସୁନେଲି ଚାମର ଲହରେଇ ଢାଳୁ ସମୀରେ ବସିଛୁ ମିତ । ଖରା ଋତୁଫୁଲ ଫୁଟିଗଲା ପରେ ଆସିଛୁ ହଳଦୀ ଗୋରୀ, କଞ୍ଚା ହଳଦୀରେ କୁଆଁରୀ କନିଆଁ ପାହାନ୍ତି ଗାଧୁଆ ସାରି । ଫୁଲର ତୋରଣ ସଜେଇ ଦେଇଛୁ ଚଲାପଥ ଦୁଇ ଧାରେ, ସୁନାରୀ ଅପ୍ସରୀ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୧୧)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୧୧ ସୁଲୋଚନା ପଚାରିଲେ, " ସ୍ୱାମୀ ! ଲଙ୍କା ନଗରୀ ବିଷୟରେ ମୋତେ ସମ୍ୟକ ଧାରଣା ଦିଅନ୍ତୁ। ମୁଁ ଯେତେବେଳେ ସେଠାରେ ଯାଇ ପହଞ୍ଚିବି ମୋତେ ଯେପରି ଅନୁଭବ ହେବ, ଅନେକ ଦିନର ପରିଚିତା ମୁଁ। କିଏ କିଏ ଆପଣଙ୍କର ଆତ୍ମୀୟ ସେଠାରେ…

ସ୍ୱଳ୍ପ ଗଳ୍ପ : ୱେଡିଙ୍ଗ୍ କେକ୍ ପ୍ରତୀକ ଓ ସ୍ୱାଦ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୨୫  ପ୍ରଥମରୁ କହିବାକୁ ଚାହିଁବି ୱେଡିଙ୍ଗ କେକ୍ ବିବାହ ଭଳି ଏକ ଉତ୍ସବମୁଖର ସମୟର ଏକ ଆନୁଷ୍ଠାନିକ ଉପଜ ସତ, ମାତ୍ର ସାମୁହିକ ଭାବରେ ନିଜର ଯୋଗଦାନ ତଥା ବିବାହ ଭଳି ଏକ ପବିତ୍ର ଉତ୍ସବରେ ନିଜର ଭାଗିଦାରୀକୁ…

ଭାଷା ଭାଗବତ : ଭାଷାର ଆଗାମୀ ସମୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୬ ଭାଷୀଏ କଲେ ବ୍ୟବହାର ଘଟଇ ଭାଷାର ପ୍ରସାର ଅନ୍ୟ ଉପାୟ ଯେଣୁ ନାହିଁ ରୋଦନ କରିବା କିପାଇଁ ? ଗଠନ କଲେ ଅନୁଷ୍ଠାନ କିଏ ପାଇବ କେଉଁ ସ୍ଥାନ ତାହା ହିଁ ହୁଏ ମୁଖ୍ୟ କଥା କାମ ବେଳକୁ ଅବ୍ୟବସ୍ଥା ଏବେ ଶିଶୁଂକୁ ଦେଇ ଶିକ୍ଷା…

ଧାରାବାହିକ ଉପନ୍ୟାସ : ସୁଲୋଚନା (୧୦)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୧୦  ଇନ୍ଦ୍ରଜିତର ଏପରି ଦାମ୍ଭିକ ଅହଂକାରପୂର୍ଣ୍ଣ ବଚନରେ ଅଧିକ କ୍ରୋଧିତ ହୋଇ ବାସୁକି କହିଲେ, " ବ୍ରହ୍ମାଙ୍କ ଦ୍ୱାରା ବରପ୍ରାପ୍ତ ହୋଇ ଏତେ ଅଭିମାନ ତୋର ? ମୋର ଅଂଶାବତାର ତୋର ମାନ ମର୍ଦ୍ଦନ ନିଶ୍ଚୟ କରିବ ଏବଂ ତୋର ବଧର…

ରାବାହିକ ଉପନ୍ୟାସ : ସୁଲୋଚନା (୯)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୯ " ମୁଁ ନାଗକନ୍ୟା ସୁଲୋଚନା । ପିତା ବାସୁକିଙ୍କ ଦ୍ୱାରା ଅଭିଶପ୍ତା ହୋଇ ପୃଥିବୀ ମାତାଙ୍କ କୋଳରେ ଆଶ୍ରିତା । ଆପଣଙ୍କ ପରିଚୟ ? " " ବୀର ପୁରୁଷଙ୍କର ପରିଚୟ ତାଙ୍କର ବୀରତ୍ୱ ଓ ତାଙ୍କର ପୌରୁଷ। ମୁଁ ତ୍ରିଲୋକ ବିଜୟୀ…