Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ସ୍ବାଧୀନ ଚିଂତକ କାହାଂତି?

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୧୯  ସୁଲଭ ଥିଲା ବେଳେ ବହି କେହି ତାହା ପଢ଼ଂତିନାହିଁ ହୋଇଲେ ଦୁର୍ଲଭ ପ୍ରାଚୀନ ବହି ଆଡ଼କୁ ଯାଏ ଧ୍ୟାନ ଜୀବିତ ଲେଖକର ମାନ ପୁରସ୍କାର ଓ ଉପାୟନ ବ୍ୟତୀତ ଆଦୌ ବଢ଼େନାହିଁ ଦିଶୁଛି ଅତି ସ୍ପଷ୍ଟ ହୋଇ ଲେଖକ ହୋଇଲେ ସ୍ବୈଚ୍ଛିକ…

କୋଣାର୍କର ବିଶେଷ ସଂଖ୍ୟା ପାଇଁ ପ୍ରବନ୍ଧ ଆହ୍ୱାନ

ଭୁବନେଶ୍ୱର : ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ସମ୍ମାନ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ପ୍ରାପ୍ତ ସାରସ୍ଵତ ସ୍ରଷ୍ଟାଙ୍କ ସ୍ମୃତିରକ୍ଷା ଉର୍ଦ୍ଦେଶ୍ୟରେ ତ୍ରୈମାସିକ ସାହିତ୍ୟ ପତ୍ରିକା 'କୋଣାର୍କ'ର ଏକ ବିଶେଷ ସଂଖ୍ୟା ପାଇଁ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଷୟ ଉପରେ ରୁଚି ରଖୁଥିବା…

ଭାଷା ଭାଗବତ : ଅକ୍ଷର ବୀଜ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୧୮ ଅକ୍ଷର ବୀଜ ପରି ଥାଏ ମନରେ ଅଂକୁରିତ ହୁଏ କାର୍ଯର ବଳେ ହୋଇ ବୃକ୍ଷ ସାଧନ କରିପାରେ ଲକ୍ଷ୍ୟ ଅନେକ ବୃକ୍ଷ ମିଶି ବନ ହୋଇ କରଂତି ଫଳ ଦାନ ଏହା ତ ପ୍ରକୃତି ବିଧାନ ଏକ ଆରେକ ଠାରୁ ଭିନ୍ନ ପୋଷିଲେ ସହଯୋଗ ଭାବ ରହେନି…

ଭାଷା ଭାଗବତ : ଦେଶର ସ୍ବପ୍ନ, ବାସ୍ତବତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୧୭  ଯେଉଁ ଦେଶର ବହୁ ଲୋକ ପ୍ରତିମା, ପ୍ରତୀକ ପୂଜକ ସେହି ଦେଶ ତ ବାସ୍ତବିକ ସତ୍ୟର ପ୍ରଧାନ ଘାତକ ଭାବନା ତୁଳନାରେ ଧ୍ବଜା ଥରାଏ ଆମ ଅସ୍ଥି ମଜ୍ଜା ଆଧ୍ୟାତ୍ମିକତା, ଦେଶପ୍ରେମ ଏଠାରେ ମନଗଢ଼ା ଭ୍ରମ ଏହି ଦେଶର ନାଗରିକ…

କବିତା : ହେ ଗୌତମ

ସୁପ୍ରିୟା ପଣ୍ଡା  ହେ ଗୌତମ ଆଉ ଲୋଡ଼ା ନାହିଁ ନିର୍ବାଣ ମୋ ଅଂହକାରର ପରିବର୍ଦ୍ଧିତ ସୀମାରେ, କାମନାର ବିନାଶ ଅସମ୍ଭବ ମୁଁ ଚାହେଁ ଅୟୁତ ଅୟୁତ ଯନ୍ତ୍ରଣା ଆଞ୍ଜୁଳିଏ ସୁଖ ପାଇଁ । ପାପ ପୁଣ୍ୟର ହିସାବ କରିବାକୁ ମୋର ବା ସମୟ କାହିଁ ନୁହେଁ ବି ମୁଁ ଚଣ୍ଡାଶୋକ ଦୟାନଦୀର…

ସୃଜନଶୀଳତା ନଥିଲେ ଅନୁସୃଜନ ସମ୍ଭବ ନୁହେଁ : ନୀହାରିକା ମଲ୍ଲିକ

ପୃଥିବୀର ପ୍ରାୟ ସବୁ ଭାଷାର ସାହିତ୍ୟ ଅଛି କିନ୍ତୁ ସବୁ ଭାଷାର ସାହିତ୍ୟକୁ ପଢିବା ସମ୍ଭବ ନୁହେଁ । ଅନ୍ୟ ଭାଷାର ସାହିତ୍ୟ ଜାଣିବାକୁ ହେଲେ , ନିଜ ଭାଷାରେ ତାର ଅନୁବାଦ ଆବଶ୍ୟକ । କିନ୍ତୁ ଅନୁବାଦ ଏତେ ସହଜ ନୁହେଁ । ମୂଳ ସାହିତ୍ୟ ସହ ସମନ୍ୱୟ ରଖି ଆଉ ଗୋଟିଏ ଭାଷାରେ ତାକୁ ରୂପ ଦେବା ଖୁବ…

ପ୍ରତିଭା ସାହୁଙ୍କ କବିତା ସଙ୍କଳନ ଚିତ୍ରିତ ଆୟୁଷ ଉନ୍ମୋଚିତ

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନ ସଂସ୍ଥା ଏଥେନା ବୁକସ ଆନୁକୂଲ୍ୟରେ ସ୍ଥାନୀୟ ରାଜ୍ୟ ସଂଗ୍ରହାଳୟର ସଭାଗୃହରେ କବୀ ପ୍ରତିଭା ସାହୁଙ୍କର କବିତା ସଙ୍କଳନ ଚିତ୍ରିତ ଆୟୁଷ କବୀ ଫନୀ ମହାନ୍ତିଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ସୁରଜନ ପାତ୍ରଙ୍କ ସଂଯୋଜନାରେ ଏବଂ ପ୍ରକାଶକ ରାଜ କିଶୋର…

ଅନୁବାଦ ଗଳ୍ପ : ଉପହାର

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୫  ମୂଳ ପଞ୍ଜାବୀ: ସତୀନ୍ଦ୍ର ସିଂହ  ଲଣ୍ଡନ ‘ଟାଇମ୍ସ’ ପତ୍ରିକା ଉପରେ ଆଖି ବୁଲାଇ ଆଣୁ ଆଣୁ ତରଲୋକ୍‍ଙ୍କ ନଜର ପଡ଼ିଲା ‘ଲଣ୍ଡନରେ ଜେନେରାଲ ସର୍ଫରାଜ’ ଶୀର୍ଷକ ଖବରଟି ଉପରେ । ସେ ପୂରା ଖବରଟିକୁ ଏକା ନିଃଶ୍ୱାସକେ ପଢ଼ିଗଲେ ।…

କବିତା : ଦେବୀ

ସ୍ମୃତି ରଞ୍ଜନ ତ୍ରିପାଠୀ ଜହ୍ନ ରାଇଜ କଥା ପିଲାବେଳୁ ଶୁଣିଛି । ଶୁଣିଛି ବି ଅୟୁତ ଯନ୍ତ୍ରଣାର କାରାଗାରରୁ ଶିଶୁହନ୍ତା ରାକ୍ଷସର ନୀଳଜହରରୁ ଦେବୀଟିଏ କେମିତି ମୁକୁଳେଇପାରେ ଆଉ ଜଣଙ୍କର ଦେବୀତ୍ୱ । ମୁଁ ତ କେବେଠୁ ସମର୍ପି ଦେଇଛି ଦେହ ମନ ସବୁ ତୋ' ଆଡେ । ତୋ' ଗାଢ଼…

ଭାଷା ଭାଗବତ : ଦେଶର ସ୍ବପ୍ନ, ବାସ୍ତବତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୧୬  ଯେଉଁ ଦେଶର ବହୁ ଲୋକ ପ୍ରତିମା, ପ୍ରତୀକ ପୂଜକ ସେହି ଦେଶ ତ ବାସ୍ତବିକ ସତ୍ୟର ପ୍ରଧାନ ଘାତକ ଭାବନା ତୁଳନାରେ ଧ୍ବଜା ଥରାଏ ଆମ ଅସ୍ଥି ମଜ୍ଜା ଆଧ୍ୟାତ୍ମିକତା, ଦେଶପ୍ରେମ ଏଠାରେ ମନଗଢ଼ା ଭ୍ରମ ଏହି ଦେଶର ନାଗରିକ…