Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ସ୍ବଲିପି ରକ୍ଷା ଦୀକ୍ଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୩  ଯାହାର ନାହିଁ ଧନ, ଜନ କରେନି ଆତ୍ମ ବିଜ୍ଞାପନ ତାହାର ଏକନିଷ୍ଠ ମନ କରଇ ଅସାଧ୍ୟ ସାଧନ ଏପରି ବ୍ୟକ୍ତି କେତେ ଜଣ ଥିବାରୁ ଲିପି ବିଲୋପନ ଏଯାଏଁ ହୋଇ ପାରିନାହିଁ ଯା ହେଉ ଅଛି ଜିଇଁ ରହି ଉଦ୍‌ଭାବନକାରୀଂକୁ ଖୋଜି…

ଧାରାବାହିକ ଉପନ୍ୟାସ : ଚୋରାବାଲି (୮୬)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୬   ଏମିତି ସମୟରେ ସ୍ପର୍ଶ କଲେ ଶରୀରରେ କି’ ପ୍ରକାର ଶିହରଣ ହୁଏ ! ମନ ଉଚ୍ଚାଟ ହୁଏ । ନିଜକୁ ଆୟତ କରିବା କେତେ କଷ୍ଟ! ତା’ ପୁଣି ଦୁର୍ବଳତା ଥିବା ମଣିଷଟି ପାଖରେ! ମତେ ଛାଡ ଆରାଧ୍ୟା । ଛୁଅଁନା…

କବିତା : କାହାଣୀ ନୁହେଁ

ଅଚ୍ୟୁତାନନ୍ଦ ପତି ଗୋହିରୀ ସେ ମୁଣ୍ଡ ଢେଉ ଢେଉକିଆ ଶାଗୁଆ ପାହାଡ଼ ସେ ପଟେ ହୋରି ମଉଛବେ ମନଇଚ୍ଛା ନାଚି ନାଳିଆ ସୁରୁଜ ଲପଟେ।। ମାଳି ମାଳି ବସା ବାହୁଢ଼ା ଚଢ଼େଇ ଡେଣା ଢାଳି ଢାଳି ଆକାଶେ ଶାମଳ କପାଳେ ଟିପି ଟିପି ପାଟି ଗୋରଚନା ଚିତା ବିକାଶେ।। ଦିହେ ଯଉବନ ଭୋଅର ପହର…

ସ୍ମୃତିରେ ପାଟଦେଈ

 ସ୍ମୃତି ପଟ୍ଟନାୟକଙ୍କ ସ୍ମୃତିରେ ସାହିତ୍ୟିକା ବୀଣାପାଣି ମହାନ୍ତି କଣ ଲେଖିବି, କାହିଁକି ଲେଖିବାକୁ ଚାହୁଁଛି,ଏ କଥା ଭାବନା ଭିତରକୁ ଆପେ ଆପେ ଚାଲି ଆସୁଛି, ଖୁବ୍ ଆପେକ୍ଷିକ ଏ ସତ କାହାଣୀ । ସେଦିନଟି ମୋର ଠିକ୍ ସେ ମନେ ପଡୁନି ଯେବେ ମୁଁ ପ୍ରଥମ ଥର ବୀଣା ଅପାଙ୍କ ଘରକୁ ଯାଇଥିଲି ।…

ଲେଖକ ପାଇଁ ଅନୁଭୂତି ଓ ଅଭିଜ୍ଞତା ହିଁ ଶ୍ରେଷ୍ଠ ପୁଞ୍ଜି : ସତ୍ୟନାରାୟଣ ମହାପାତ୍ର

ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ସାହିତ୍ୟ ରଚନା କରି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଚାଲିଥିବା ସତ୍ୟନାରାୟଣ ମହାପାତ୍ର ଏକ ନିଆରା ବ୍ୟକ୍ତିତ୍ୱ । ଜୀବନୀ ସାହିତ୍ୟ ପ୍ରତି ସମର୍ପିତ ତାଙ୍କ ରଚନାରେ ଥାଏ ଅନୁଭବ ଓ ଅନୁଭୂତିର କଥା , ସମାଜର ରୀତି ନୀତି ,ପରମ୍ପରା, ପର୍ବ ପର୍ବାଣି…

ଭାଷା ଭାଗବତ : କାଳାଧୀନ ଏ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୨  ନିରୂପ କାଳ ବାୟୁ ହୋଇ ପଶେ ଜୀବନ ଶ୍ବାସ ହୋଇ ତତ୍କାଳ ଯାଏ ତା ବାହାରି ବିଶ୍ବକୁ ରଖିଛି ଆବୋରି ମୁହିଁ ବିଶ୍ବର ଅଂତର୍ଗତ ଏହା ହିଁ ସର୍ବମୂଳ ସତ୍ୟ ପବନ କରେ ଯାତାୟାତ ତେଣୁ ମୁଁ ରହିଛିଁ ଜୀବିତ କାଳର…

କବିତା : ପରିସ୍ଥିତି

ଭାରତୀ ସରିତା ମହାନ୍ତି  ହୃଦ ଉପବନ ହେଉଛି ଦହନ ଅତୀତର ସ୍ମୃତି ଯାଉଛି ଭାସି ଶୋକ ସନ୍ତାପିତ ଦରଦୀ ହୃଦୟ ପ୍ରିୟର ଅପେକ୍ଷା କରିଛି ବସି। ପ୍ରୀତି ପୁଷ୍ପ ମାଳ ଯାଉଛି ମଉଳି ଗଭାର ଗଜରା ହେଉଛି ବାସି ସୁବାସିତ ଫୁଲ ଆଜି ବାସହୀନ ଅଭିମାନେ ପ୍ରିୟା ବସିଛି ରୁଷି। ପାଦର ପାଉଁଜି…

ଧାରାବାହିକ ଉପନ୍ୟାସ : ଚୋରାବାଲି (୮୫)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୫   ଅନ୍ତର ଭିତରେ ଲୁଚିରହିଥିବା ଅବଦମିତ ଇଛାଟି ଆଜି କ’ଣ ତା’ ବୋଲ ମାନିବାକୁ ନାରାଜ! ଆଃ..କଣ ପାଇଁ ଅଟକାଇ ଦେଲା ଆରାଧ୍ୟା? ସେ ବରଂ ଭିଜିଭିଜି ଚାଲିଯାଇଥାଆନ୍ତା । ମାଡ଼ି ପଡ଼ିଲା ତା’କୁ । ନିଜ ଭାବନା ନିଜ ମୁହଁରେ…

ଅନୁବାଦ ଗଳ୍ପ : ମୋ ମା’ କାଇଁ ?

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୩ ମୂଳ ହିନ୍ଦୀ : କୃଷ୍ଣା ସୋବତୀ  ୟୁନୁସ୍‍ ଖାଁ ମୁଣ୍ଡ ଉପର ଆକାଶକୁ ଚାହିଁଲା । ସେତେବେଳେକୁ ଚନ୍ଦ୍ର ଆକାଶରେ ଅଧାବାଟ ଅତିକ୍ରମ କରିସାରିଥିଲା । ଗଲା ଚାରିଦିନ ଧରି ସେ ଜହ୍ନ କି ତାରା କିଛି ହେଲେ ଦେଖି ନଥିଲା । ଏ ଚାରିଦିନ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୮୪)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୪  ଆରାଧ୍ୟା ତ ମେଘ ଦେଖିଲା ମାତ୍ରେ, ପିଲାଦିନୁ ହିଁ ଅନ୍ୟମନସ୍କ ହେଇପଡେ । ମେଘ ଘୋଟିଲେ, ଆକାଶର ରଙ୍ଗ ବଳିଯାଏ । ଇଶ୍ୱର ବୋଧହୁଏ, ଛୋଟ ଛୁଆ ପାଲଟି ଯାଆନ୍ତି । ତାଙ୍କ ଅନଭିଜ୍ଞ ହାତରେ ଭିନ୍ନଭିନ୍ନ ଚିତ୍ରମାନ…