Latest Odisha News

BREAKING NEWS

Browsing Category

ସାହିତ୍ୟ

 ଭାଷା ଭାଗବତ : ଭାଷା ଅବସାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୧୧ ଆମେ ତ ଖଂଡ ଖଂଡ ହୁଏ ମୁଁ ମୁଁ ମୁଁ ମୁଁ ହିଁ ବୋଲାଏ ବ୍ୟକ୍ତିକୁ ସ୍ତୁତି କରି ମୋହେ ସମୂହ ଚୁପ୍‌ ହୋଇ ରହେ ଆମ୍ଭର, ଆମର ଓ ଆମ ତୁମ୍ଭର, ତୁମର ଓ ତୁମ ଏହି ଧାରାରେ ଭାଷା କ୍ଷୟ ଦେଖିଲେ ମନେ ପଶେ ଭୟ ' ତୁମେ…

ଭାଷା ଭାଗବତ : ଭାଷା ଅବସାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୧୦ ଆମେ ତ ଖଂଡ ଖଂଡ ହୁଏ ମୁଁ ମୁଁ ମୁଁ ମୁଁ ହିଁ ବୋଲାଏ ବ୍ୟକ୍ତିକୁ ସ୍ତୁତି କରି ମୋହେ ସମୂହ ଚୁପ୍‌ ହୋଇ ରହେ ଆମ୍ଭର, ଆମର ଓ ଆମ ତୁମ୍ଭର, ତୁମର ଓ ତୁମ ଏହି ଧାରାରେ ଭାଷା କ୍ଷୟ ଦେଖିଲେ ମନେ ପଶେ ଭୟ ' ତୁମେ ' ହେଲାଣି…

ମେଜର ରମା ରମଣ ରମଣ ପାଢ଼ୀଙ୍କ ଦୁଇଟି ଅନୂଦିତ ନାଟକ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନ ସଂସ୍ଥା ଏଥେନା ବୁକସ ଦ୍ୱାରା ପ୍ରକାଶିତ ମେଜର ରାମ ରମଣ ପାଢ଼ୀଙ୍କ ହିନ୍ଦୀ ଓ ଇଂରାଜୀ ଭାଷାରେ ଅନୂଦିତ ନାଟକ 'ପାଲଟା ବାଗ' ଓ 'ଦ ମେଟାମୋରଫୋସଡ ଟାଇଗର' ରାଜ ଭବନ ପରିସରରରେ, ମହାମହିମ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି ।…

ସାହିତ୍ୟ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ : ଜ୍ୟୋତି ରଞ୍ଜନ ମିଶ୍ର

ସାହିତ୍ୟ ଭିତରେ ଜୀବନ ଏବଂ ଜୀବନ ଭିତରେ ଆଧ୍ୟତ୍ମିକତା ଖୋଜୁଥିବା ଜଣେ ନିଆରା ବ୍ୟକ୍ତିତ୍ୱ ହେଉଛନ୍ତି ଲେଖକ ଜ୍ୟୋତି ରଞ୍ଜନ ମିଶ୍ର। ତଥାକଥିତ ପ୍ରଚାର ପ୍ରସାରଠାରୁ ଯଥା ସମ୍ଭବ ଦୂରରେ ରହି ସେ ବିକଶିତ କରି ଚାଲିଛନ୍ତି ତାଙ୍କର ସର୍ଜନାର କ୍ଷେତ୍ର । ଓଡ଼ିଆ ସାହିତ୍ୟର ଆଦ୍ୟପ୍ରାଣ ପୁରାଣ…

ଭାଷା ଭାଗବତ : ନିତ୍ୟ ଲିଖନ ବ୍ରତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୯  କେବେ କେମିତି ଦେଲେ ଲେଖି ଭାଷାକୁ ହୁଏନାହିଁ ଟେକି ପ୍ରତିଦିନ କରିବା କାମ ସକାଶେ ଅଲୋଡ଼ା ବିଶ୍ରାମ ସରସ୍ବତୀଂକ ଆରାଧନା ହୁଏନି ପଢ଼ାଲେଖା ବିନା ଏହା ତ ଅତି ଜଣାଶୁଣା ସଂଭବ ନୁହେ ବୁଝାମଣା ନିତ୍ୟ ଲିଖନ, ଶୁଦ୍ଧ ସତ୍ୟ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୯୨)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୯୨ ଅସୁବିଧା କୋଉଠି ଆରାଧ୍ୟା ? କେଦାରକୁ ନେଇ ଆମେ ଖୁସିରେ ରହିବା । ମୋ’ ପରି କୋଉଠି ନା କୋଉଠି ତୁମେ ବି ମତେ ପସନ୍ଦ କର । ଫାଙ୍କି ପାରିବକି କୁହ ? ଅରୁ..ତୁମ ଜୀବନରେ ଯାହା ଘଟିଯାଇଛି ସେସବୁ ତୁମ ଅତୀତ । ଏବେ…

କବିତା : ମାଆର ମମତା

ଶୁଭ୍ରାଂଶୁ ଶେଖର ମାହୁନ୍ତ ମାଆର ମମତା ଅତୁଳନୀୟ ଯେ ଶ୍ରଦ୍ଧାରେ ଥାଏ ଯେ ଭରା , ସ୍ନେହର ପଣତ ଢାଙ୍କିଥାଏ ସିଏ ସଦା ସେ ଜୀବନସାରା । ନିଃସ୍ବାର୍ଥ ସମ୍ପର୍କ ନିଃସର୍ତ୍ତ ବନ୍ଧନ ଥାଏ ତା' ସନ୍ତାନ ସହ, ଅଳି ଅର୍ଦ୍ଦଳି ସେ ପୂରଣ କରଇ ହୃଦୟରେ ଚାପି କୋହ । ଅନାବିଳ ସ୍ନେହ…

ଗଳ୍ପ : ପୋଡ଼ା ରୁଟି

ସସ୍ମିତା ମହାନ୍ତି  ପୋଡ଼ା ରୁଟି କ'ଣ ସତରେ ସୁଆଦିଆ !! ପିଲାଦିନୁ ଏ ପ୍ରଶ୍ନ ମୋ ମନକୁ ଆଲୋଡିତ କରେ କାରଣ ମୋ ବୋଉ ସବୁବେଳେ ଆମକୁ ଭଲ ରୁଟି ଖାଇବାକୁ ଦେଇ ନିଜେ ଦାଗ ଲାଗିଥିବା ବା ପୋଡ଼ି ଯାଇଥିବା ରୁଟି ଖାଏ। କେବଳ ପୋଡ଼ା ରୁଟି ନୁହେଁ ପୋଡ଼ି ଯାଇଥିବା ପିଠା, ପାମ୍ପଡ, ଭଜା ସବୁ…

ଅନୁବାଦ ଗଳ୍ପ : ବିଭାଜନ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୪  ମୂଳ ଉର୍ଦ୍ଦୁୁ : ଗୁଲଜାର  ବେଳବେଳେ ଜୀବନ ଘାଇଲା ବାଘଟିଏ ପରି ଡେଇଁ କୁଦି ଆଗକୁ ଧାଇଁ ଚାଲିଥାଏ । ଆଉ ପଛରେ ରହିଯାଇଥାଏ ପାଦଚିହ୍ନ । ଯଦି କେହି ସେଇ ପାଦଚିହ୍ନକୁ ଗୋଟିଏ ସରଳ ରେଖାରେ ଟାଣି ଯୋଡ଼ିବାକୁ ଚାହେଁ, ସେଥିରୁ ଏକ…

ଭାଷା ଭାଗବତ : ଶବ୍ଦର ଗଠନ ପ୍ରକ୍ରିୟା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୮  ଗଠନ ପ୍ରକ୍ରିୟା ଶବ୍ଦର ଯୋଗ ଓ ବିଯୋଗ ନିର୍ଭର ' ବି ' ଯୁକ୍ତ ହେବା ହେତୁ ' ଯୋଗ ' ସଂଭୂତ ହୁଅଇ ' ବିଯୋଗ ' ତଦ୍ରୂପ ' ସୁଯୋଗ, ଦୁର୍ଯୋଗ ଅଭିଯୋଗ ଓ ଉପଯୋଗ ' ' ତତ୍ତ୍ବ ' ରୁ ' ତ୍ବ ' ନେଲେ ଫେଡ଼ି ' ତତ୍‌ ' ଏକାକୀ…